Daily Archives

January 28, 2021

ଗୁରୁଡ଼ିଝାଟିଆରେ ସିରିଜ ଦୁର୍ଘଟଣା: ବାଇକ ଆରୋହୀ ସହ ୪ଗୁରତର, ଏସସିବିରେ ଭର୍ତ୍ତି

ଖୁଣ୍ଟୁଣୀ: କଟକ ଜିଲ୍ଲା ରୁଡ଼ିଝାଟିଆ ଥାନା ଅନ୍ତର୍ଗତ କଟକ-ଅନୁଗୁଳ ୫୫ନଂ ଜାତୀୟ ରାଜପଥର କପୁରସିଂ ହନୁମାନ ମନ୍ଦିର ନିକଟରେ ଆଜି ସନ୍ଧ୍ୟାରେ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଆରୋହୀଙ୍କୁ ମିଶାଇ ଖାଦ୍ୟ ପରିବହନ କରୁଥିବା ଆହାର ଗାଡିର ୨ଜଣ ଏବଂ ଟିପର ଚାଳକ ଓ କାରର ଜଣେ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ସଂପୂର୍ଣ୍ଣ ଥଇଥାନ ପରେ ବାସଚ୍ୟୁତ କରାଯାଉ : ନିରଞ୍ଜନ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବାସୁଦେବପୁର ଠାରେ ନିର୍ମାଣଧୀନ କାନପୁର ଜଳସେଚନ ପ୍ରକଳ୍ପ ଦ୍ବାରା ବିସ୍ଥାପିତଙ୍କୁ ଥଇଥାନ ପାଇଁ ସରକାର ନିର୍ମାଣ କରିଥିବା ପୁନଃବାସ ଥଇଥାନ କଲୋନିରେ ନାହିଁ ମୌଳିକ ସୁବିଧା । ସରକାର ବିସ୍ଥାପନ ଓ ଥଇଥାନ ନିୟମ ୨୦୦୬କୁ ଠିକ ଭାବେ…
ଅଧିକ ଖବର ଦେଖନ୍ତୁ...

ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

ଭୁବନେଶ୍ବର/ମାଲକାନଗିରି: ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପିଏ ନାରାୟଣ ପଣ୍ଡା ମୃତ୍ୟୁଘଟଣାର ତଦନ୍ତ କରିବ କ୍ରାଇମ୍‌ବ୍ରାଂଚ। ଏନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡିଜିପି ଅଭୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। DGP orders Crime Branch…
ଅଧିକ ଖବର ଦେଖନ୍ତୁ...

ଆମେ ଚାଷୀ ବୋଲି ସହିଲୁ, କିନ୍ତୁ ସେମାନେ ପିଟିଲେ : ବାଷ୍ପରୁଦ୍ଧ କଣ୍ଠରେ ଏଭଳି କହିଲେ ମୁଣ୍ଡରେ ୧୨ଟି ଷ୍ଟିଚ ପଡ଼ିଥିବା…

ନୂଆଦିଲ୍ଲୀ: ଚାଷୀ ବୋଲି ଆମେ ପାଦ ପଛକୁ ନେଲୁ। କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସେମାନଙ୍କ କଥା ଭାବିଲୁ। ହେଲେ ସେମାନେ ନା ଆମ କଥା ଭାବିଲେ ନା ଦେଶବାସୀଙ୍କର ସେମାନଙ୍କ ପ୍ରତି ଥିବା ସମର୍ଥନ କଥା ଭାବିଲେ। ପଶୁ ଭଳି ସୁରକ୍ଷା ଦାୟିତ୍ବରେ ଥିବା ପୁଲିସକର୍ମୀଙ୍କୁ ଖଣ୍ଡା…
ଅଧିକ ଖବର ଦେଖନ୍ତୁ...

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

କେନ୍ଦୁଝର : କେନ୍ଦୁଝର ରେଳ ଷ୍ଟେସନ ନିକଟରେ ଆଜି ଏକ ମାଲବାହୀ ରେଳ ଲାଇନଚ୍ୟୁତ ହୋଇଛି । ତେବେ ଏଥିରେ କିଛି କ୍ଷତି ଘଟି ନାହିଁ। ଟ୍ରେନଟି ଲୁହାପଥର ନେଇ ଜୁରୁଡିରୁ ପାରାଦୀପ ବନ୍ଦର ଅଭିମୁଖେ ଯାଉଥିଲା। କେନ୍ଦୁଝର ରେଳ ଷ୍ଟେସନ ପ୍ରବେଶ କରିବା ସମୟରେ ଟ୍ରକ ବଦଳାଉଥିଲା। ଏହି ସମୟରେ କୌଣସି…
ଅଧିକ ଖବର ଦେଖନ୍ତୁ...

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁକୁ ଗିରଫ କଲା କମିସନରେଟ ପୁଲିସ

ଭୁବନେଶ୍ବର: ରମାଦେବୀ କଲେଜ ଛାତ୍ରୀ ଝରାଫୁଲଙ୍କ ପ୍ରେମିକ ରାକେଶକୁ ଖୋଜି ଖୋଜି ଯାଜପୁର ପୁଲିସ ଭୁବନେଶ୍ବରରେ ପହଞ୍ଚିଛି। ଭୁବନେଶ୍ବର ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ରାକେଶ ରହୁଥିବା ଜାଣିବା ପରେ କମିସନରେଟ୍‌ ପୁଲିସ ସହାୟତାରେ ଯାଜପୁର ପୁଲିସ ସୁନ୍ଦରପଦାରେ ଚଢ଼ଉ କରିଛି। ସୁନ୍ଦରପଦାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ବନ୍ଧୁ ଆପଣଙ୍କୁ ଧାର ମାଗି ପାରନ୍ତି। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ବୃଷ: ଆପଣଙ୍କୁ ଉନ୍ନତିର କିଛି ନୂଆ ସାଧନ ମିଳିବ। ଅଜଣା ଲୋକଙ୍କ ସହିତ ସ˚ପର୍କ ଗଢ଼ିବେ। ଅଫିସରେ ବାତାବରଣ ଅନୁକୂଳ ରହିବ। ମିଥୁନ: ସଫଳତା ମିଳିବା ହେତୁ…
ଅଧିକ ଖବର ଦେଖନ୍ତୁ...

ଲୋମ ଟାଙ୍କୁରା ଘଟଣା: ମା’ ଶିଶୁର ଆଖି ଫୁଟାଇ ଦେବା ସହିତ ଜିଭ କାଟି ଦେଇଥିଲା !

ନୂଆଦିଲ୍ଲୀ: ବ୍ରାଜିଲର ଜଣେ ମହିଳା ତାଙ୍କର ୫ବର୍ଷର ଝିଅକୁ ହତ୍ୟା କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। ଉକ୍ତ ମହଳା ଜଣକ ନିଜ ଝିଅର ଆଖି ଫୁଟାଇ ଦେବା ସହିତ ଜିଭ କାଟି ଦେଇଥିବା ନେଇ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜୋସିମାରେ ଗୋମେସ ଦା ସିଲଭାଙ୍କ ବୟସ ୩୦ବର୍ଷ।…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ ନକଲି ଘିଅ କାରଖାନା ଠାବ, ପୂର୍ବରୁ ଗୁଟ୍‌ଖା ମାମଲାରେ ଗିରଫ ହୋଇଛନ୍ତି ବ୍ୟବସାୟୀ

ବ୍ରହ୍ମପୁର: ଯେତେ ଖୋଳିଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ। ଏବେ ଠାବ ହୋଇଛି ନକଲି ଘିଅ। ବଡ଼ ବଜାର ଥାନା ଅନ୍ତର୍ଗତ ଖଣ୍ଡିଆକୁମୁଟି ସାହିରେ ପୁଲିସ ଚଢ଼ଉ କରି ବିପୁଳ ପରିମାଣ ଘିଅ ଜବତ କରିଛି। ଏଠାରେ ‘ଦୁର୍ଗା’ ବ୍ରାଣ୍ଡ୍‌ରେ ନିମ୍ନମାନର ଘିଅ ପ୍ୟାକିଂ କରି ବଜାରରେ ବିକ୍ରି…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତିଗ୍ରସ୍ତ ଦେଶ ତାଲିକାରେ ୮୬ତମ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ: ବିଶ୍ୱର ଦୁର୍ନୀତିଗ୍ରସ୍ତ ଦେଶମାନଙ୍କର ତାଲିକାରେ ଭାରତର ସ୍ଥାନ ତଳକୁ ଖସିଛି । ୧୮୦ଟି ଦେଶର ସାର୍ବଜନୀନ କ୍ଷେତ୍ରରେ ଦୁର୍ନୀତି ଆଧାରରେ ପ୍ରସ୍ତୁତ ହେଉଥିବା ଏହି ତାଲିକାରେ ଭାରତ ୨୦୨୦ରେ ୮୬ ତମ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ସଂସ୍ଥା ଟ୍ରାନ୍ସପରେନ୍ସି…
ଅଧିକ ଖବର ଦେଖନ୍ତୁ...