Daily Archives

February 2, 2021

ବକେୟା ଦରମା ପ୍ରଦାନ ଦାବି; ୪୦୪ ପିଏଜି କର୍ମୀମାନଙ୍କ ଧାରଣା

ବାରିପଦା: ବକେୟା ଦରମା ପ୍ରଦାନ ଦାବିରେ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ୪୦୪ ପିଏଜି କର୍ମୀମାନଙ୍କ ଗଣଧାରଣା ଦ୍ୱିତୀୟ ଦିନରେ । ମୟୂରଭଞ୍ଜ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଶୀତ, କାକରରେ ଖୋଲା ଆକାଶ ତଳେ ନିଜର ଝାଳବୁହା ପାରିଶ୍ରମିକ ପାଇବା ନିମନ୍ତେ ଆନ୍ଦୋଳନ…
ଅଧିକ ଖବର ଦେଖନ୍ତୁ...

୨ ବାଇକ୍ ମୁହାଁମୁହିଁ : ଶିଶୁକନ୍ୟା ମୃତ, ୪ ଗୁରୁତର

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା ଗଣିଆନାଳ ଛକ ମା’ ଖେମୁଣ୍ଡିକାଳୁଆ ଫାଟକ ନିକଟରେ ଆଜି ସନ୍ଧ୍ୟାରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଏକ ଦେଢ଼ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର: ପ୍ରେମରେ ବିଫଳ ହୋଇ ନାବାଳିକାର ଗଳା କାଟିଦେଲା ଯୁବକ

ବାଲେଶ୍ବର: ନାବାଳିକାର ଗଳା କାଟିଦେଲା ଯୁବକ । ଏକ ତରଫା ପ୍ରେମକୁ ନେଇ ଆକ୍ରମଣ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ନାବାଳିକା ଟ୍ୟୁସନ ସାରି ଘରକୁ ଫେରିବା ବେଳେ  ଯୁବକ ଆକ୍ରମଣ କରିଛି। ନାବାଳିକା ଜଣକ ଛଟପଟ ହେଉଥିବା ବେଳେ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପରେ…
ଅଧିକ ଖବର ଦେଖନ୍ତୁ...

ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧନା

ଫୁଲବାଣୀ/ଖଜୁରୀପଡ଼ା : ପ୍ରଖ୍ୟାତ ଲୋକକବି ତଥା ସନ୍ନ୍ୟାସିନୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଓରଫ ଟାଡ଼ିସରୁ ବାଇଙ୍କୁ ଆଜି ‘ସମ୍ବାଦ’ ପକ୍ଷରୁ ଖଜୁରୀପଡ଼ାସ୍ଥିତ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଛି। ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ସୁଶୀଲ କୁମାର ପ୍ରଧାନ ପଦ୍ମଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଉଦାର ସ୍ବଭାବ ଲୋକମାନଙ୍କୁ ପ୍ରଭାବିତ କରିପାରେ। ଆମଦାନି ପାଇଁ ନୂଆ ପଥ ଖୋଲିବ। ବୈବାହିକ ଜୀବନ ସୁଖକର ହେବ। ବୃଷ: ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ଘରକୁ ବନ୍ଧୁଙ୍କର ଆଗମନ ହୋଇପାରେ। ବ୍ୟବସାୟରେ ନୂଆ ସମ୍ଭାବନା ତଲାସ କରିବେ। ମିଥୁନ: ବହୁ ଦିନର ଇଚ୍ଛା…
ଅଧିକ ଖବର ଦେଖନ୍ତୁ...

ପ୍ରଭାସ ଓ ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ ସେଟରେ ନିଆଁ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଫିଲ୍ମ 'ଆଦିପୁରୁଷ'ର ସୁଟିଂ ସେଟରେ ଲାଗିଗଲା ନିଆଁ | ମୁମ୍ବାଇର ଗୋରେଗାଓଁରେ ଥିବା 'ଆଦିପୁରୁଷ'ର ସୁଟିଂ ସେଟରେ ନିଆଁ ଲାଗିଯାଇଛି | ଆଉ ନିଆଁ ଲିଭାଇବା ପାଇଁ ଆଠଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଫିଲ୍ମର ସୁଟିଂ ଆରମ୍ଭ ହେବାର କିଛି…
ଅଧିକ ଖବର ଦେଖନ୍ତୁ...

ପଦ୍ମଶ୍ରୀ କମଳା ପୁଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରତର, କୋରାପୁଟ୍‌ ମେଡିକାଲ କଲେଜରେ ଭର୍ତ୍ତି

ଜୟପୁର: ପଦ୍ମଶ୍ରୀ କମଳା ପୁଜାରୀ ପୁଣି ଅସୁସ୍ଥ। ଗତ କିଛି ଦିନ ହେବ ସେ ଅସୁସ୍ଥ ଅବସ୍ଥାରେ ଘରେ ପଡ଼ି ରହିଥିଲେ। ସ୍ଥାନୀୟ ଏକ ଆଶା କର୍ମୀଙ୍କୁ ଟଙ୍କା ଦେଇ ତାଙ୍କ ଜରିଆରେ ଔଷଧ କିଣି ଆଣି ଖାଇଥିଲେ ହେଁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସି ପାରିନଥିଲା। ଗତକାଲି ତାଙ୍କୁ ପ୍ରଶାସନ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୩ ନୂଆ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ପାଇଁ ବିଜ୍ଞପ୍ତି ଜାରି

ଭୁବନେଶ୍ବର: ରାଜ୍ୟର ତିନୋଟି ନୂଆ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । କଟକ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ…
ଅଧିକ ଖବର ଦେଖନ୍ତୁ...

ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ବିରୋଧ ଓ ମାଲକାନଗିରି, ବାଲିମେଳା ରାସ୍ତା ଅବରୋଧ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ଠାରେ ଚାଷି ଗର୍ଜିଛନ୍ତି। ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ସକାଳ ୭ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇ ରହିଥିଲା। ରାସ୍ତାର ଦୁଇ କଡରେ ଶହଶହ ଗାଡି ଅଟକି…
ଅଧିକ ଖବର ଦେଖନ୍ତୁ...

ପୁଅକୁ ନ୍ୟାୟ ମିଳିବା ଯାଏଁ ଲଢ଼ିବି: ଆଦିତ୍ୟଙ୍କ ବାପା

ଭୁବନେଶ୍ୱର: ମାନବ ପ୍ରେମୀ ଆଦିତ୍ୟଙ୍କ ହତ୍ୟା ଘଟଣାକୁ ନେଇ ଆଜି ତାଙ୍କ ବାପା ନବକିଶୋର ଦାସ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ପୁଅର ହତ୍ୟାକୁ ୭ମାସ ପୁରିବାକୁ ଯାଉଛି। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରିକୁ ପୁଲିସ ଜାଣିଶୁଣି ଗିରଫ କରୁନାହିଁ । ଜିଆରପି ପୁଲିସ ଓ…
ଅଧିକ ଖବର ଦେଖନ୍ତୁ...