Daily Archives

February 4, 2021

ରାସ୍ତରେ ଦ୍ରୁତ ଗାଡିଚାଳନା କରୁଥିବା ଚାଳକଙ୍କୁ ସାବାଡ଼ କରିବାକୁ ଆଇଆଇଟି ଭୁବନେଶ୍ୱରର ଯୋଜନା

ଭୁବନେଶ୍ୱର: 'ଦ୍ରୁତ ଗତି ମହାବିପତ୍ତି'ର ନାରା ସରକାର ଦେଉଥିବାବେଳେ ଲୋକ କିନ୍ତୁ ଶୁଣିବାକୁ ନାରାଜ | ଆପଣ ରାସ୍ତାରେ ଯାଉଥିବେବେଳେ ଏମିତି କିଛି ଚାଳକଙ୍କୁ ନିଶ୍ଚିତ ଦେଖୁଥିବେ, ଯେଉଁମାନେ ଦ୍ରୁତ ଗତିରେ ଗାଡି ଚଳାନ୍ତି | ଏମାନେ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନକୁ ବି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସକାରାତ୍ମକତା ଆପଣଙ୍କୁ ବହୁତ ଆଗକୁ ନେଇ ଯିବ। ପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ। ବ୍ୟବସାୟରେ ପରିବାରର ସହଯୋଗ ପାଇବେ। ବୃଷ: ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ। ସମାରୋହରେ କୌଣସି ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ। କୋର୍ଟ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର, ଶିକ୍ଷିତ ଯୁବକଯୁବତୀଙ୍କୁ ମିଳିବ ମାଗଣା କୋଚିଂ

ରାଉରକେଲା: ସୁନ୍ଦରଗଡ଼ ପରେ ସ୍ମାର୍ଟ ସିଟି ରାଉରକେଲାରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର। କୋଏଲନଗରଠାରେ କୋଚିଂ କେନ୍ଦ୍ରକୁ ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ,ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଛନ୍ତି। ‘ସୁଦକ୍ଷ’ କେନ୍ଦ୍ରରେ ପ୍ରାର୍ଥୀମାନଙ୍କର…
ଅଧିକ ଖବର ଦେଖନ୍ତୁ...

ଇଲେକ୍ଟ୍ରିକ ଗାଡି କିଣିଲେ ସବସିଡି ସହ ରୋଡ଼ ଟ୍ୟାକ୍ସ ଓ ରେଜିଷ୍ଟ୍ରେସନ ଫି ଛାଡ କରିବେ ସରକାର

ନୂଆଦିଲ୍ଲୀ:ସାରା ବିଶ୍ୱରେ ବଢୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶର ସରକାର ଚେଷ୍ଟା କରୁଛନ୍ତି | ଏହାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ୱରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି। ଏଭଳି ପରିସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…
ଅଧିକ ଖବର ଦେଖନ୍ତୁ...

ହିର୍ଲିଆଗୁଡା ଠାରେ କୁକୁଡ଼ା ଗାଲି ଉପରେ ଚଢ଼ାଉ; ୬ ବାଇକ ଜବତ

ତେନ୍ତୁଳିଖୁଣ୍ଟି: ତେନ୍ତୁଳିଖୁଣ୍ଟି ଥାନା ତଥା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଂଚାୟତ ଅନ୍ତର୍ଗତ ହିର୍ଲିଆଗୁଡା ଗ୍ରାମ ନିକଟରେ ଚାଲିଥିବା ଏକ କୁକୁଡ଼ା ଗାଲି ଉପରେ ପୁଲିସ ପକ୍ଷରୁ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ କୁକୁଡ଼ା ଗାଲିରୁ ୬ଟି ବାଇକ ସହ ୨ ହଜାର ଟଙ୍କା ଜବତ ହୋଇଥିବା ତେନ୍ତୁଳିଖୁଣ୍ଟି…
ଅଧିକ ଖବର ଦେଖନ୍ତୁ...

ଗ୍ରାହକ ହୋଇ ଆସିଥିଲେ, ଦିନ ଦ୍ବିପ୍ରହରରେ ଅଳଙ୍କାର ଦେକାନରୁ ଲୁଟି ନେଲେ ୭ ଲକ୍ଷ ଟଙ୍କାର ଗହଣା!

କଟକ: ଗ୍ରାହକଙ୍କ ପରି ସୁନା କିଣିବାକୁ ଆସିଥିବା ଦୁଇ ଲୁଟେରା ଅଳଙ୍କାର ଦୋକାନରୁ ବଡ଼ ଧରଣର ଡକାୟତି କରିଛନ୍ତି। ଦୋକାନରୁ ପ୍ରାୟ ୭ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଇଛନ୍ତି। ଦୋକାନ କର୍ମଚାରୀ ଲୁଟେରା ଦ୍ବୟଙ୍କୁ ପିଛା କରି କାବୁ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ଧକ୍କା ମାରି…
ଅଧିକ ଖବର ଦେଖନ୍ତୁ...

ପଞ୍ଚସଖା ପିକଚର୍ସର ଶେଷ ଦୀପ ଲିଭିଗଲା ! ବର୍ଷୀୟାନ୍ ପ୍ରଯୋଜକ ଶ୍ରୀନିବାସ ରାଉତରାୟଙ୍କ ପରଲୋକ

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ଆଦ୍ୟରୂପକାର, ବର୍ଷୀୟାନ୍ ପ୍ରଯୋଜକ ଓ ଅଭିନେତା ଶ୍ରୀନିବାସ ରାଉତରାୟଙ୍କର ପରଲୋକ ହୋଇଛି । ଷାଠିଏ ଦଶକର ପ୍ରସିଦ୍ଧ ପ୍ରଯୋଜନା ସଂସ୍ଥା ପଞ୍ଚସଖା ପିକଚର୍ସର ପ୍ରଥମ ସଖା ଭାବେ ପରିଚିତ ଥିଲେ ଦିବଂଗତ ଶ୍ରୀନିବାସ। ଚାରି ସଖା ଧୀର ବିଶ୍ୱାଳ,…
ଅଧିକ ଖବର ଦେଖନ୍ତୁ...

ଚାଷୀ ଆନ୍ଦୋଳନକୁ ନେଇ ବିଦେଶୀ ସେଲିବ୍ରିଟିଙ୍କ ଟ୍ୱିଟ୍ ପରେ ପ୍ରତିକ୍ରିୟା ରଖିଲେ ବଲିଉଡ କଳାକାର

ନୂଆଦିଲ୍ଲୀ: ପପ୍ ଷ୍ଟାର ରିହାନା ଏବଂ ପରିବେଶ କର୍ମୀ ଗ୍ରେଟା ଥନବର୍ଗଙ୍କ ଟ୍ୱିଟ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରେଟା ଟୁଇଟ କରିଥିବା ଟୁଲକିଟର ନିର୍ମାତା ବି‌ରୋଧରେ ଦିଲ୍ଲୀ ପୁଲିସ ଏତଲା ରୁଜୁ କରିସାରିଥିବା ବେଳେ ରିହାନାଙ୍କ ଟ୍ୱିଟକୁ ଭାରତୀୟ ସେଲିବ୍ରିଟିମାନେ ସହଜରେ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ନାରୀଗୋଚ୍ଛାରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ

ଭଞ୍ଜନଗର: ଅନେକ ପ୍ରାକୃତିକ ବିର୍ପଯୟରେ କ୍ଷତି ସହ୍ୟ କରି ଅଣ୍ଟା ସଳଖିବା ପାଇଁ ଚେଷ୍ଟା କରୁଥିବା ଚାିଷୀ ଉପରେ ହଠାତ ପଡିଛି ବିପତ୍ତି । କରୋନା ଭଳି ପ୍ରତିକୂଳ ସ୍ଥତିରେ ମଧ୍ୟ କଠିନ ପରିଶ୍ରମ କରି ଅମଳ କରିଥିବା ସୁନାର ଫସଲରେ ଲାଗି ଯାଇଛି ନିଆଁ। ବର୍ଷ ଯାକର ଆହାର ଜଳି ପୋଡି ପାଉଁଶ…
ଅଧିକ ଖବର ଦେଖନ୍ତୁ...

ପୁଲିସକୁ ଆକ୍ରମଣ କରି ଅପରାଧୀକୁ ନେଇଗଲେ ଗ୍ରାମବାସୀ

ପାରାଦ୍ବୀପ: ଅପରାଧୀକୁ ଧରିବାକୁ ଯାଇଥିବାବେଳେ ହଟହଟା ହେଲା ପୁଲିସ | ପାରାଦ୍ବୀପ ଗଡ ଗ୍ରାମର ଦଳେଇ ସାହିରେ ଜଣେ ୱାରେଣ୍ଟ କୁ ଧରିବାକୁ ଯାଇ ହଟହଟା ହୋଇଛି ପାରାଦ୍ବୀପ ଅଭୟଚାନ୍ଦପୁର ପୁଲିସ । ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଏସ.ଆଇ ଆହତ ହୋଇଛନ୍ତି । ଥାନା ଗାଡିରୁ ଅଭିଯୁକ୍ତ ଯୁବକକୁ ଟାଣି…
ଅଧିକ ଖବର ଦେଖନ୍ତୁ...