Daily Archives

February 7, 2021

ଘରୋଇ ହସ୍‌ପିଟାଲରେ ଚିକିତ୍ସା ଲାଗି ପରିବାର ଲୋକେ ଦେଇପାରିଲେ ନାହିଁ ଲକ୍ଷେ ଟଙ୍କା, କଟକରେ ବନ୍ଧା ପଡ଼ିଛି ଶବ!

ବନ୍ତଳା: ଅନୁଗୁଳ ବ୍ଲକ ବଡ଼କନ୍ଥକୁଳ ପଞ୍ଚାୟତର ଦୁର୍ଗମ ଗ୍ରାମ କରାବିରାଖୋଲର ଜଣେ ଯୁବକଙ୍କ ଶବ କଟକର ଏକ ଘରୋଇ ହସ୍ପିଟାଲରେ ବନ୍ଧା ପଡିଛି। ଚିକିତ୍ସା ବେଳେ ଯୁବକର ମୃତ୍ୟୁ ହୋଇଥିଲା ବେଳେ ଚିକିତ୍ସା ଖର୍ଚ୍ଚ ବାବଦରେ ଲକ୍ଷେ ଟଙ୍କା ଦେବାକୁ ଡାକ୍ତରଖାନା ପକ୍ଷରୁ କୁହାଯାଉଛି। କିନ୍ତୁ ମୃତ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ କମେଣ୍ଟ ମାରି ଚପଲରେ ଛେଚା ଖାଇଲେ ଯୁବକ

ବାଲିଅନ୍ତା: ଜଣେ ମହିଳାଙ୍କୁ କମେଣ୍ଟ ମାରି ତାଙ୍କ ହାତରୁ ଚପଲରେ ଛେଚା ଖାଇବା ଘଟଣା ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ବାଳକାଟି ଫାଣ୍ଡି ଅଧୀନ ସରକଣା ବଜାରରେ ଏହି ଘଟଣା ଘଟିଛି । ଏନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ବାଳକାଟି ପିସିଆର…
ଅଧିକ ଖବର ଦେଖନ୍ତୁ...

ଭିଡିଓ: ଭଞ୍ଜନଗର–ଫୁଲବାଣୀ ରାସ୍ତା ଉପରେ ରାଜ କଲା ଦନ୍ତା, ଘଉଡାଇବାକୁ ବନ ବିଭାଗ ନାକେଦମ

ଭଞ୍ଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ବନାଞ୍ଚଳରେ ଏକ ଦନ୍ତାହାତୀର ଉପଦ୍ରବ ବୃଦ୍ଧି ପାଇଛି। ଦନ୍ତାହାତୀ ଗଲା ତିନି ଚାରି ଦିନ ହେବ ଦନ୍ତାହାତୀ ଟି ମୁଜାଗଡ ନିକଟ ନିଧିଆପଲ୍ଲୀ ଏବଂ ଖାରିଗୁଡା ରାସ୍ତାପାର ହେଉଥିବା ଦେଖିବାକୁ ମିଳୁଛି। ଦନ୍ତାଟି ସବୁବେଳେ ମୁଜାଗଡ…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚମୋଲି: ରବିବାର ଦିନ ନନ୍ଦାଦେବୀ ଗ୍ଲାସିଅରର ଏକ ଅଂଶ ଭାଙ୍ଗିବା ପରେ ଉତ୍ତରପ୍ରଦେଶର ଚମୋଲି ଜିଲ୍ଲାର ଜୋଶିମଠ ଧଉଳି ଗଙ୍ଗା ନଦୀରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଶ୍ରମିକ ନିଖୋଜ ଅଛନ୍ତି। ଏ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ୨ ମୋବାଇଲ ଲୁଟେରା ଗିରଫ, ୨୦‌ ମୋବାଇଲ ଓ ୧ ଲ୍ୟାପ୍‌ଟପ୍‌ ଜବତ

ଭୁବନେଶ୍ବର: କମିସନରେଟ ପୁଲିସ ଦୁଇ ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି ।‌ ସେମାନଙ୍କର ଠାରୁ ୨୦ଟି ମୋବାଇଲ ଓ ଲ୍ୟାପ୍‌ଟପ୍‌ ଜବତ କରିଛି। ଜବତ ହୋଇଥିବା ମୋବାଇଲ୍‌ ଭିତରେ ୧୨ଟି ନାମି ଦାମି କଂପାନିର ମୋବାଇଲ ହୋଇଥିବା ଜଣାଯାଇଛି। ଅଭିଯୁକ୍ତମାନେ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ ହିମସ୍ଖଳନ: ସଭିଙ୍କ ସୁରକ୍ଷା କାମନା କରି ସାରା ଦେଶ ଏବେ ପ୍ରାର୍ଥନା କରୁଛି; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏ ନେଇ ନିଜର ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ ହିମସ୍ଖଳନ: ହିଣ୍ଡନ ଏୟାରବେସରୁ ତପୋବନ ଓ ଡେରାଡୁନ ଅଭିମୁଖେ ଯାତ୍ରା ଆରମ୍ଭ କଲେ ୩୦୦ଏନଡିଆରଏଫ ଯବାନ

ଗାଜିଆବାଦ: ଏନଡିଆରଏଫର ତିନିଟି ଦଳ ଗାଜିଆବାଦର ହିଣ୍ଡନ ଏୟାରବେସରୁ ତପୋବନ ଏବଂ ଡେରାଡୁନ ଅଭିମୁଖେ ଯାତ୍ରା କରିଛନ୍ତି। ସେମାନଙ୍କୁ ଭାରତୀୟ ବାୟୁସେନା ବିମାନ ସି-ଗ୍ଲୋବମାଷ୍ଟର ଯୋଗେ ହିଣ୍ଡନ ଏୟାରବେସରୁ ଅଣାଯାଉଛି। ଯେତେଶୀଘ୍ର ସମ୍ଭବ ଏନଡିଆରଏଫର ଦଳକୁ ଘଟଣାସ୍ଥଳରେ ପହଞ୍ଚାଇବାକୁ…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ସିନେ ସମୀକ୍ଷକ ତଥା ସାହିତ୍ୟିକ ରଣଧୀର ଦାସଙ୍କ ପରଲୋକ

କଟକ: ବିଶିଷ୍ଟ ସିନେ ସମୀକ୍ଷକ, ସିନେ ସାମ୍ବାଦିକ, ସାହିତ୍ୟକ ତଥା ଓଡିଶା ଚଳଚ୍ଚିତ୍ର ସଂଘର ପ୍ରାଣ ପ୍ରତିଷ୍ଠାତା ରଣଧୀର ଦାସଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି। କଟକସ୍ଥିତ ଡଗରପଡା ବାସ ଭବନରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡରେ ହିମସ୍ଖଳନ ଘଟଣା: ଟୁଇଟ୍ କରି ଚିନ୍ତାପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଉତ୍ତରାଖଣ୍ଡରେ ଆଜି ଘଟିଥିବା ଭୟଙ୍କର ହିମସ୍ଖଳନ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି । ଏଥିରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ପ୍ରତି ନବୀନ ନିଜର ସମବେଦନା ଜଣାଇଛନ୍ତି । ଟୁଇଟ୍ କରି ନବୀନ ଲେଖିଛନ୍ତି, ଉତ୍ତରାଖଣ୍ଡରେ ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ଟ୍ୱିଟର ଇଣ୍ଡିଆର ବରିଷ୍ଠ ଅଧିକାରୀ ପଦରୁ ଇସ୍ତଫା ଦେଲେ ମହିମା କୌଲ

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ପବ୍ଲିକ ପଲିସି ହେଡ଼ ମହିମା କୌଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମହିମା, ଟ୍ୱିଟର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ ଥିବାବେଳେ ଇସ୍ତଫା ପଛରେ ସେ ନିଜ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ସୂଚନାନୁସାରେ, ଟ୍ୱିଟର ଇଣ୍ଡିଆର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଶନିବାର…
ଅଧିକ ଖବର ଦେଖନ୍ତୁ...