Daily Archives

February 7, 2021

ଖଣିରେ ପଥର ଧସି ଜଣେ ମୃତ 

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବାଂଶପାଳ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଆଜି ସକାଳେ ଗ୍ରାମର କୁଷ୍ନ ବେହେରା ଗାଁ ପାଖ ପଥର ଖଣି କୁ ଯାଇ ପଥର କୁ ବାଡେଇ ମେଣ୍ଟାଲ  କରୁଥିବା ସମୟରେ ଖଣି ଉପରୁ ଏକ ବଡ ପଥର ଧସି ପଡିଦେହ ଉପରେ ପଥର ପଡି ଯିବାରୁ ସେ ଚାପି ହୋଇ…
ଅଧିକ ଖବର ଦେଖନ୍ତୁ...

ଦେଶ ବିରୋଧୀ ଷଡ଼ଯନ୍ତ୍ରକାରୀଙ୍କୁ ଉଚିତ ଜବାବ ଦିଆଯିବ: ମୋଦୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି | ମୋଦୀ ଆଜି ହଳଦିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି | ମୋଦୀ ତାଙ୍କ ଭାଷଣରେ ପ୍ରଥମରେ କହିଥିଲେ ଯେ ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନ ସ୍ଥିତି ଉପରେ ନଜର ରଖିଛନ୍ତି | ଉତ୍ତରାଖଣ୍ଡର…
ଅଧିକ ଖବର ଦେଖନ୍ତୁ...

ଭାରତ-ଇଂଲଣ୍ଡ ଟେଷ୍ଟ୍: ତୃତୀୟ ଦିନ ‌ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୨୫୭-୬

ଚେନ୍ନାଇ: ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ୍ ମଧ୍ୟରେ ଚାଲିଥିବା ଟେଷ୍ଟ୍ ମ୍ୟାଚ୍‌ର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ଟି ୱକେଟ ହରାଇ ୨୫୭ ରନ୍‌ ସଂଗ୍ରହ କରିଛି। ବିରାଟ ବାହିନୀ ଇଂଲଣ୍ଡର ପ୍ରଥମ ପାଳି ଆଧାରରେ ୩୨୧ ରନ୍‌ ପଛରେ ରହିଛି। ଇଂଲଣ୍ଡ ପ୍ରଥମ ପାଳିରେ…
ଅଧିକ ଖବର ଦେଖନ୍ତୁ...

କଟକ ଯୁବକଙ୍କ ନେତୃତ୍ବରେ ୧୦ଜଣିଆ ଟିମ୍‌ ଯିବ ନାସା

କଟକ: ଓଡ଼ିଶାରୁ ଏକ ୧୦ ଜଣିଆ ତରୁଣ ଦଳ ନାସା ଯିବେ। ୪୨ମୌଜା ବରାଳସ୍ଥିତ ନବନ୍ବେଷ ପ୍ରସାର ଫାଉଣ୍ଡେସନର ମିଶନ ଡାଇରେକ୍ଟର ଅନୀଲ ପ୍ରଧାନ ଓ ବୈଶାଳୀ ଶର୍ମାଙ୍କ ନେତୃତ୍ବରେ ଏହି ୧୦ଜଣିଆ ଦଳ ଆସନ୍ତା ଏପ୍ରିଲ ୧୫ତାରିଖରେ ନାସା ଯିବା ପାଇଁ ଚୂଡାନ୍ତ ‌ହୋଇଛି। ଅନୁଷ୍ଠାନ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଟିକ୍ରି ସୀମାରେ ଆନ୍ଦୋଳନ ଜାରି; ୨ ଚ‌ାଷୀଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିବା ବେଳେ ଜଣେ ଚାଷୀ କଲେ ଆତ୍ମହତ୍ୟ‌ା

ନୂଆଦିଲ୍ଲୀ: ଗଡୁଛି ତାରିଖ, ବଢୁଛି ଦିନ, ଅସହ୍ୟ ହେଲାଣି ଚାଷୀ ଜୀବନ । ୨ ମାସରୁ ଅଧିକ ହେବ ଦିଲ୍ଲୀ ସୀମାରେ ଚାଲିଛି କୃଷକଙ୍କ ଆନ୍ଦୋଳନ । ଆନ୍ଦୋଳନ ଉପରେ ରୋକ୍ ଲଗାଇବାକୁ ନା ସରକାର ପ୍ରସ୍ତୁତ ନା ନିଜ ଜିଦ୍ ରୁ ଉହୁରିବାକୁ କୃଷକ ପ୍ରସ୍ତୁତ । ଏହାରି ମଧ୍ୟରେ ଚାଲିଥିବା ଆନ୍ଦୋଳନରେ ଅନେକ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା: ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ସମେତ ୫ ଗିରଫ

ଭୁବନେଶ୍ବର: ରାଜଧାନୀରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ସମେତ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଖୋର୍ଦ୍ଧା ଡିଏସ୍‌ଏସ୍‌ଓ ସଂଗ୍ରାମ ଦାସଙ୍କୁ ମଧ୍ୟ କମିସନରେଟ ପୁଲିସ ଗିରଫ କରିଛି। ଭୁବନେଶ୍ବର କମିସନରେଟ ପୁଲିସ ଉମାଶଙ୍କର ଦାସ ଏହି…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡରେ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି, ତପୋବନ ଡ୍ୟାମ ପାଖ ଟନେଲରେ ଫସିଥିବା ୧୬ଜଣ ଶ୍ରମିକ ଉଦ୍ଧାର

ଚମୋଲି: ଆଜି ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ୍ ପାଣି ମାଡ଼ି ଆସିବାରୁ ୧୦୦-୧୫୦ଲୋକ ପାଣିରେ ବହିଯାଇଥିବା କୁହାଯାଉଛି। ଏପର୍ଯ୍ୟନ୍ତ ଧଉଳି ଗଙ୍ଗା…
ଅଧିକ ଖବର ଦେଖନ୍ତୁ...

ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କାର ଦୁର୍ଘଟଣାଗ୍ରସ୍ତ; ଗାଡ଼ି ଚାଳକ ସାମାନ୍ୟ ଆହତ, ମନ୍ତ୍ରୀ ସୁରକ୍ଷିତ

ଜୟପୁର: ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କୋରାପୁଟ-ରାଣୀଗଡ-ବୋରିଗୁମ୍ମା ରାଜ୍ୟ ରାଜପଥ-୩୨୬ର ଛତର୍ଲା ନିକଟରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଇନୋଭା କାର ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଏହି…
ଅଧିକ ଖବର ଦେଖନ୍ତୁ...

କାର୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ନିକଟରେ କାର୍ ସହ ଗଞ୍ଜେଇ ଜବତ କରାଯାଇଛି। ଏଥି ସହ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ମଇଦଲପୁର ପୁଲିସ ପକ୍ଷରୁ ଥାନା ସମ୍ମୁଖରେ ଯାନବାହାନ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଏକ ଜଳଖିଆ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡିଲା ପର୍ଣ୍ଣ ଭିଡିଓ ସୁଟିଂ, ମୁମ୍ବାଇରୁ ଗିରଫ୍ ହେଲେ ‘ଗନ୍ଦି ବାତ୍’ର ଅଭିନେତ୍ରୀ ଗେହେନା…

ମୁମ୍ୱାଇ: ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଏକତା କପୁରଙ୍କ ୱେବ୍ ସିରିଜ୍ 'ଗନ୍ଦି ବାତ୍'ର ଅଭିନେତ୍ରୀ ଗେହାନା ବସିଷ୍ଟଙ୍କୁ ଗିରଫ କରିଛି। ନିଜ ୱେବସାଇଟରେ ଅଶ୍ଳୀଳ ଭିଡିଓ ସୁଟ୍ କରି ଅପଲୋଡ୍ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ଆଜି ପୁଲିସ ଅଭିନେତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...