Daily Archives

February 9, 2021

ଏ ବର୍ଷ ପଡୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ: ଚଳିତ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ବର୍ଷକ ପାଇଁ ନୀତି ନିର୍ଘଂଟ ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ ଏହା ସ୍ପଷ୍ଟ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନାଗାର୍ଜୁନ ବେଶ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ପ୍ରଶିକ୍ଷଣ କେନ୍ଦ୍ର ଯୌନ କେଳେଙ୍କାରୀ ମାମଲା : ଗିରଫ କିରାଣି ନିଲମ୍ବିତ

ଖୋର୍ଦ୍ଧା : ଭୁବନେଶ୍ୱର ପଳାସପଲ୍ଲୀ ଦିବ୍ୟାଙ୍ଗ ପ୍ରଶିକ୍ଷଣ କେନ୍ଦ୍ରରେ ହୋଇଥିବା ଯୌନ କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କିରାଣି ସଂଗ୍ରାମ ଦାଶକୁ ଆଜି ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଏନେଇ ସୂଚନା ଦେଇ…
ଅଧିକ ଖବର ଦେଖନ୍ତୁ...

ସାରା ଭାରତକୁ ଚାଷୀ ଆନ୍ଦୋଳନ ବ୍ୟାପିବ, ରାଲିରେ ବାହାରିବ ୪୦ଲକ୍ଷ ଟ୍ରାକ୍ଟର: ରାକେଶ ଟିକାୟତ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲ କିଲ୍ଲାରେ ହୋଇଥିବା ହିଂସା ପରେ ଚାଷୀ ଆନ୍ଦୋଳନ ବନ୍ଦ ହୋଇଯିବ ବୋଲି ଅନେକ ଭାବୁଥିବା ବେଳେ ଏବେ ଏହା ଆହୁରି ତୀବ୍ର ହେବାରେ ଲାଗିଛି। ଆନ୍ଦୋଳନସ୍ଥଳ ବଦଳିଥିଲେ ମଧ୍ୟ ବଦଳିନି ଚାଷୀଙ୍କ ଦାବି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ…
ଅଧିକ ଖବର ଦେଖନ୍ତୁ...

ଘର କାନ୍ଥରୁ ଶୁଣାଯାଉଛି ରହସ୍ୟମୟ ଶବ୍ଦ, ଭୟରେ ପରିବାରଲୋକ

ଲକ୍ଷ୍ନୌ: ଶୀର୍ଷକ ପଢ଼ି ଆପଣ ଏହାକୁ କାଳ୍ପନିକ ବୋଲି ଭାବୁ ଥାଇପାରନ୍ତି। କିନ୍ତୁ ଏମିତି ଏକ ଘଟଣା ଲକ୍ଷ୍ନୌର ଅଲିଗଞ୍ଜ ଅଞ୍ଚଳରେ ବସବାସ କରୁଥିବା ଜଣଙ୍କ ଘରେ ଶୁଣିବାକୁ ମିଳୁଛି। ଏହି ରହସ୍ୟମୟ ଶବ୍ଦ ଶୁଣିବା ପରେ ପରିବାର ମଧ୍ୟରେ ‌କୋକୁଆଭୟ ଖେଳି ଯାଇଛି। ସୂଚନାଯୋଗ୍ୟ, ଅଲିଗଞ୍ଜରେ…
ଅଧିକ ଖବର ଦେଖନ୍ତୁ...

ବଢିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର :  ବଢିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆସନ୍ତାକାଲି ଅର୍ଥାତ ବୁଧବାର ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିବା ବେଳେ ଆବଶ୍ୟକତା ଦେଖି ତାହାକୁ ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବ ବୋଲି  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଶ୍ରୀକ୍ଷେତ୍ରରେ ଶନିବାର ମହାପ୍ରଭୁଙ୍କ ‘ପଦ୍ମବେଶ’

ପୁରୀ: ଆସନ୍ତା ଶନିବାର ମହାପ୍ରଭୁଙ୍କ ଚିତ୍ତାକର୍ଷକ ‘ପଦ୍ମବେଶ’। ଏଥିପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶନିବାର ରାତିରେ ମହାପ୍ରଭୁ ପଦ୍ମବେଶରେ ମଇଲମ ହୋଇ ଶ୍ରଦ୍ଧାଳୁମାନଙ୍କୁ ‌ଦର୍ଶନ ଦେବେ। ସେଦିନ ପଦ୍ମବେଶରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ।…
ଅଧିକ ଖବର ଦେଖନ୍ତୁ...

ଚୀନ ବିପଦର ସମ୍ମୁଖୀନ ହେବାକୁ ଜରୁରୀକାଳୀନ ଭିତ୍ତିରେ ଅସ୍ତ୍ରଶସ୍ତ୍ର ମହଜୁଦ କରୁଛି ଭାରତୀୟ ସେନା

ନୂଆଦିଲ୍ଲୀ : ଚୀନର ମୁକାବିଲା କରିବାକୁ ଭାରତୀୟ ସେନା ଜରୁରୀକାଳୀନ ଭିତ୍ତିରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ  କିଣୁଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦକୁ ସୂଚୀତ କରାଯାଇଛି । ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କାଲିଠୁ ଖୋଲିବ ଇଂଜିନିୟରିଂ କଲେଜ,୧୭ ତାରିଖରୁ କ୍ଲାସ ରୁମରେ ଶିକ୍ଷାଦାନ

ଭୁବନେଶ୍ବର: ରାଜ୍ୟରେ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ କାଲିଠୁ ଖୋଲିବ । ୧୭ ତାରିଖରୁ କ୍ଲାସ ରୁମରେ ଶିକ୍ଷାଦାନ ଆରମ୍ଭ ହେବ। କୋଭିଡ-୧୯ ଗାଇଡଲାଇନ ପାଳନ ସହ ଆରମ୍ଭ ହେବ ପାଠପଢା । ଆଇଟିଆଇ, ପଲିଟେକ୍ନିକ ଓ ଇଞ୍ଜିନିୟରିଂ କଲେଜ ଗୁଡିକରେ ପାଠପଢା ହେବ।  ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଗୁଡିକରେ…
ଅଧିକ ଖବର ଦେଖନ୍ତୁ...

ଶୁଭିବନି ଯାତ୍ରା ମଂଚରୁ ସଂଳାପ, ରାସ୍ତାକଡ଼ରେ ବସିବନି ପସରା; ଚଳିତ ବର୍ଷ ହେବନି ଖଣ୍ଡଗିରି ମେଳା

ଭୁବନେଶ୍ବର: ଯାତ୍ରାପ୍ରେମୀମାନଙ୍କୁ ହତାଶ ହେବାକୁ ପଡିଛି। ଖଣ୍ଡଗିରି ପାଦଦେଶରେ ଚଳିତ ବର୍ଷ ରଂଗମଚରେ ନାଟକ ପରିବେଷଣ କରିବାକୁ ଲକ୍ଷ୍ୟ ରଖିଥିବା ଅନୁଷ୍ଠାନଗୁଡ଼ିକୁ ଶକ୍ତ ଝଟକା ଲାଗିଛି। ଏଥି ସହିତ ନାଟକ ଦେଖିବାକୁ ଆଶା ରଖିଥିବା ଦର୍ଶକମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। କେବଳ ସେତିକି…
ଅଧିକ ଖବର ଦେଖନ୍ତୁ...

ଗିରଫ ପରେ ୭ଦିନ ପାଇଁ ପୁଲିସ ହେପାଜତକୁ ଗଲେ ପଞ୍ଜାବୀ ଅଭିନେତା-ସାମାଜିକକର୍ମୀ ଦୀପ ସିଦ୍ଧୁ

ନୂଆଦିଲ୍ଲୀ: ଗତକାଲି ରାତି ୧୦.୪୦ରେ ସାଧାରଣତନ୍ତ୍ର ଦିବସରେ ପ୍ରତିବାଦକାରୀ କୃଷକମାନଙ୍କୁ ଲାଲ କିଲାରେ ପ୍ରବେଶ ଲାଗି ଉସୁକାଇଥିବାରୁୁ ଅଭିଯୁକ୍ତ ପଞ୍ଜାବୀ ଅଭିନେତା-ସାମାଜିକକର୍ମୀ ଦୀପ ସିଦ୍ଧୁଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଦିଲ୍ଲୀ ପୁଲିସ…
ଅଧିକ ଖବର ଦେଖନ୍ତୁ...