Daily Archives

February 9, 2021

ଦେଖନ୍ତୁ କିପରି ଆଖି ପିଛୁଳାକେ ରାଉରକେଲାରୁ ବାଇକ୍ ଚୋରି କରି ନେଇଯାଉଛି ଚୋର

ରାଉରକେଲା: ଆଜି ଅପରାହ୍ନ ୪ଟା ବେଳେ ଏସଟିଆଇ ଛକ ନିକଟରୁ ଏକ ବାଇକ୍ ଚୋରି ହୋଇଛି। ବାଇକ୍ ଚୋରିର ଦୃଶ୍ୟ ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, ବରିଷ୍ଠ ଓକିଲ ଚନ୍ଦ୍ରଭାନୁ ଦାଶ ନିଜର ଓଆର୍ ୧୪ବି ୯୭୯୪ ନମ୍ବର ହିରୋହୋଣ୍ଡା ସ୍ପେଲଣ୍ଡର ପ୍ଲସ୍ ମୋଟର ସାଇକେଲକୁ…
ଅଧିକ ଖବର ଦେଖନ୍ତୁ...

ବିପୁଳ ପରିମାଣର ଦେଶୀ ରନ୍ଧା ମଦ ସହ ବାଇକ ଜବତ, ୪ ଗିରଫ

ଭଦ୍ରକ: ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ  ନିର୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ  ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ବିପୁଳ ପରିମାଣରେ ଦେଶୀ ରନ୍ଧା ମଦ ସହ ବାଇକ ଜବତ ହୋଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ…
ଅଧିକ ଖବର ଦେଖନ୍ତୁ...

ବିଦାୟୀ ଅଭିଭାଷଣରେ ଅନେଶତ ମହାବାତ୍ୟା କଥା ମନେ ପକାଇଲେ ଗୁଲାମ ନବୀ ଆଜାଦ

ରାଉରକେଲା : ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ, ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ, କଂଗ୍ରେସର ଟାଣୁଆ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ଆଜି ରାଜ୍ୟସଭାରେ ନିଜର ଶେଷ ଉଦବୋଧନ ରଖିଛନ୍ତି। ଏହି ବିଦାୟୀ ଅଭିଭାଷଣରେ ଶ୍ରୀ ଆଜାଦ ମନଖୋଲି ନିଜ ଜୀବନର ଅନେକ ଅଭୁଲା…
ଅଧିକ ଖବର ଦେଖନ୍ତୁ...

୨୦୧୯-୨୦ର ସବୁ ଓଡ଼ିଆ ମାଧ୍ୟମର ୯ମ ଛାତ୍ରଛାତ୍ରୀ ୨୦୨୧ ମେ’ ମାସରେ ଦେଇପାରିବେ ମାଟ୍ରିକ ପରୀକ୍ଷା

ଭୁବ‌ନେଶ୍ବର: ୨୦୧୯-୨୦ ଶିକ୍ଷା ବର୍ଷରେ ନବମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ୨୦୨୧ ମେ’ ମାସରେ ମାଧ୍ୟମିକ ଶିକ୍ଷା ପରୀକ୍ଷା ଦେଇପାରିବେ। ରାଜ୍ୟ ସରକାର ଆଜି ଏହି ଘୋଷଣା କରିଛନ୍ତି। ଏହା ସବୁ ଓଡ଼ିଆ ମାଧ୍ୟମ ପିଲାଙ୍କ ଲାଗି ପଯୁଜ୍ୟ ହେବ। ସୂଚନାଯୋଗ୍ୟ, କୋଭିଡ-୧୯ କଟକଣା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ପୁଣି ବାର୍ଡ ଫ୍ଲୁ ଆତଙ୍କ, ପରୀକ୍ଷା ପାଇଁ ଯାଇଥିବା ୭ଟି ନମୁନା ପଜିଟିଭ

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ବାର୍ଡ ଫ୍ଲୁ ଆତଙ୍କ। କିଛି ଦିନ ତଳେ ଜାତୀୟ ପ୍ରାଣୀ ଉଦ୍ୟାନରୁ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ୭ଟି ନମୁନା ପଜିଟିଭ ଆସିଥିବା ଜଣାପଡ଼ିଛି। ବାର୍ଡ ଫ୍ଲୁ ବିସ୍ତାରକୁ ଦୃଷ୍ଟିରେ ରଖି ଜାତୀୟ ପ୍ରାଣୀ ଉଦ୍ୟାନର ୪ଟି ଅଂଶରୁ ସଂଗୃହିତ ମୋଟ ସାତୋଟି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ କ୍ୟାବିନେଟ୍‌ର ବୈଠକ: ୨୭ଟି ପ୍ରକଳ୍ପକୁ ଅନୁମୋଦନ; ରାଜ୍ୟ ବଜେଟର ପରିମାଣ ୧ ଲକ୍ଷ ୭୦ ହଜାର କୋଟି ସୂଚନା

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସରକାର ୨୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାର କେବଳ ୮ଟି ପ୍ରକଳ୍ପ ପାଇଁ ୧୨୪୨ କୋଟି ଟଙ୍କା ଅନୁମୋଦନ ଦେଇଛନ୍ତି। ରାଜ୍ୟସ୍ତରୀୟ ସିଙ୍ଗଲ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପୀଡ଼ିତା କହିଲେ, ‘୫ମାସର ଅନ୍ତସତ୍ତ୍ବା କିନ୍ତୁ ପିଲା କାହାର ମୁଁ ଜାଣେ ନାହିଁ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ଦୁଷ୍କର୍ମ ପୀଡିତା ଓ ତାଙ୍କ ପରିବାର ୪ଦିନ ହେବ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ସେମାନଙ୍କ କଥା କେହି ହେଲେ ଶୁଣୁ ନଥିବା ଅଭିଯୋଗ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବାଇ-ଲ ପ୍ରତ୍ୟାହାର ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ସେବାୟତ

ଭୁବନେଶ୍ବର: ବାଇ-ଲ ପ୍ରତ୍ୟାହାର ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶ୍ରୀମନ୍ଦିର ସେବାୟତମାନେ ଧନ୍ୟବାଦ ଜଣାଇଛନ୍ତି। ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନେତୃତ୍ୱରେ ୧୦ରୁ ୧୫ ଜଣ ସେବାୟତ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୧୫ ଓ ୧୬ରେ ବ୍ୟାଙ୍କ ଧର୍ମଘଟ, କ୍ରମାଗତ ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ନେଇ କୃଷକ ୟୁନିୟନମାନଙ୍କ ଆନ୍ଦୋଳନ ଚାଲିଥିବାବେଳେ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୁଦ୍ଧରେ ଧର୍ମଘଟ ଡକରା ଦେଇଛନ୍ତି ବ୍ୟାଙ୍କ ୟୁନିୟନ । ମାର୍ଚ୍ଚ ୧୫ ଓ ୧୬ ତାରିଖରେ ସାରା ଦେଶରେ ବ୍ୟାଙ୍କ ସେବା ବନ୍ଦ କରି ଧର୍ମଘଟ କରିବାକୁ ବ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...

କୌଣସି ମେସିନ ଜରିଆରେ ନୁହେଁ, ଆଘ୍ରାଣ କରି କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରୁଛି ଭାରତୀୟ ସେନାର କୁକୁର

ନୂଆଦିଲ୍ଲୀ: କରୋନା ଭୂତାଣୁର ଚିହ୍ନଟ କରିବା ପାଇଁ ବିଭିନ୍ନ ପ୍ରକାରର ଟେଷ୍ଟିଂ କିଟ ବାହାର କରାଯାଇଛି। ପାଟିରୁ ଏବଂ ନାକରୁ ସ୍ବାବ ନମୁନା ନେଇ ପରୀକ୍ଷା କରାଯିବା ସହ ବ୍ୟକ୍ତିଜଣକ କରୋନା ଆକ୍ରାନ୍ତ କି ନାହିଁ ଚିହ୍ନଟ କରାଯାଉଛି। ହେଲେ ଭାରତୀୟ ସେନାରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...