Daily Archives

March 1, 2021

ମୟୂରଭଞ୍ଜରେ ବରିଷ୍ଠ ନାଗରିକଙ୍କ ପାଇଁ ଟିକାକରଣ ଆରମ୍ଭ; ପ୍ରଥମ ଦିନରେ ଟିକା ନେଲେ ୩୬୭ ଜଣ

ବାରିପଦା: ମୟୂରଭଞ୍ଜରେ ଆଜିଠାରୁ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କ ଟିକାକରଣ। ପ୍ରଥମ ଦିନରେ ଜିଲ୍ଲାର ମୋଟ ୫ଟି କେନ୍ଦ୍ରରେ ୩୬୭ଜଣ ବରିଷ୍ଠ ନାଗରିକ ଟିକା ନେଇଛନ୍ତି। ଜିଲ୍ଲାର ସଦରମହକୁମା ବାରିପଦାର ପଣ୍ଡିତ ରଘୁନାଥ ମୁମୁର୍ (ପିଆରଏମ) ହସ୍‌ପିଟାଲ, ଦେବେନ୍ଦ୍ରପୁର ସହରାଞ୍ଚଳ…
ଅଧିକ ଖବର ଦେଖନ୍ତୁ...

୭୦ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଓ ଏହାର ଆଖପାଖ ଅଂଚଳ ବ୍ରାଉନ୍ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି । ଆଜି ଖୋର୍ଦ୍ଧା ଟାଉନ୍ ପୁଲିସ ପ୍ରାୟ ୭୦ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରିଛି । ଏହା ସହିତ ଗତ ୧୦ ଦିନ ମଧ୍ୟରେ ୨ଟି ଘଟଣାରେ ଖୋର୍ଦ୍ଧା ସହରରୁ ପ୍ରାୟ ୧ କିଲୋଗ୍ରାମ ବ୍ରାଉନ୍ସୁଗାର ଯାହାର…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ ନିୟମ ଉଂଲଘନ ଅଭିଯୋଗରେ ବାରିପଦାରେ ୪ ଦୋକାନ ସିଲ୍‌

ବାରିପଦା : କୋଭିଡ୍‌ ନିୟମ ଉଂଲଘନ ଅଭିଯୋଗରେ ବାରିପଦା ଟାଉନ୍‌ ଥାନା ପକ୍ଷରୁ ପୁଣି ୪ ଦୋକାନକୁ ସିଲ୍‌ କରାଯାଇଛ । ମେନ୍‌ ମାର୍କେଟ୍‌ରେ ଥିବା କାଶ୍ୟପ ବାରିକଙ୍କ ଖାଦିମ୍‌ ସୋରୁମ୍‌, ପ୍ରିୟବ୍ରତ ପୃଷ୍ଟିଙ୍କ ବାସନ ଦୋକାନ, ଅମ୍ବିକା ମନ୍ଦିର ନିକଟରେ ଥିବା ସନ୍ତୋଷ ଖଣ୍ଡେଲୱାଲ୍‌ଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ପୋଇ ଖାଇ ଶରୀରକୁ ଏହି ସବୁ ସମସ୍ୟାରୁ ଦୂରରେ ରଖନ୍ତୁ

ପୋଇ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ଲୋକମାନେ ସାଲାଡ୍‌, ତରକାରୀ ବା ସୁପ୍‌ କରି ପିିଇବାକୁ ପସନ୍ଦ କରିଥାନ୍ତି । ଭିଟାମିନ୍‌, କ୍ୟାଲୋରୀ,ପ୍ରୋଟିନ୍‌,କାର୍ବୋହାଇଡ୍ରେଟ୍‌,ଫ୍ୟାଟ୍‌,ଫାଇବର ଏବଂ ଆଇରନରେ ଭରପୂର ଥିବା ପୋଇ ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ…
ଅଧିକ ଖବର ଦେଖନ୍ତୁ...

ଭିସୁଟ୍‌ରେ ସଂକ୍ରମଣ ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସତର୍କ ଘଣ୍ଟି

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ କରୋନା ବ୍ୟାପିବା ପରେ ବୁର୍ଲାରେ ଥିବା ଅନ୍ୟ ଶିକ୍ଷାନୁଷ୍ଠାନ ମାନେ ସତର୍କ ହୋଇଛନ୍ତି। କୋଭିଡ୍-୧୯ ଭୂତାଣୁ ସଂକ୍ରମଣ ରୋକିବାକୁ ସବୁ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ଗୁରୁଦେବ ହସ୍ପିଟାଲ୍‌ରେ ଚିକିତ୍ସା ଅବହେଲା ଅଭିଯୋଗ, ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଥାନାରେ ମାମଲା 

ବ୍ରହ୍ମପୁର:‌ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଛକରେ ଥିବା ଗୁରୁଦେବ ହସ୍ପିଟାଲ୍‌ରେ ପୁଣିଥରେ ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମୃତ ରୋଗୀ ସଂଗୀତା ସାହୁଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତ…
ଅଧିକ ଖବର ଦେଖନ୍ତୁ...

ଧାନ ସଂଗ୍ରହ ସଂପର୍କିତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ୨ ଜଣ କର୍ମଚାରୀ ନିଲମ୍ବିତ

ଭୁବନେଶ୍ବର: କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଭାଗ ଦ୍ୱାରା ଜାରି କରାଯାଇଥିବା ଧାନ ସଂଗ୍ରହ ସଂପର୍କିତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲାର ପଦ୍ମପୁର ସର୍କଲର ସହକାରୀ ରେଜିଷ୍ଟ୍ରାର, ସଞ୍ଜୟ କୁମାର ତ୍ରିପାଠୀଙ୍କୁ ସମବାୟ ସମିତି ସମୂହ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ବିଧାୟକ ପ୍ରଦୀପଙ୍କ ଜାମିନ‌ ଆବେଦନ ଖାରଜ

ବ୍ରହ୍ମପୁର: ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଘଟଣାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ୍‌ ଖାରଜ୍‌ ହୋଇଛି। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ୩ଟି ଠକେଇ ମାମଲା (ଜିଆର୍‌-୨୨୨୫/୨୦, ଜିଆର-୨୨୬୮/୨୦ ଓ ଜିଆର-୬୨/୨୧)ରେ ଜାମିନ୍‌…
ଅଧିକ ଖବର ଦେଖନ୍ତୁ...

ରେଳବାଇରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲା: ଅଭିଯୁକ୍ତର ୪ ବ୍ୟାଙ୍କ ଆକାଉଣ୍ଟ ସିଲ

ଧଉଳି: କୁଖ୍ୟାତ ଠକ ସରୋଜ କୁମାର ଜେନା ବିରୋଧରେ ଅଭିଯୋଗ ତାଲିକା ବଢ଼ିବାରେ ଲାଗିଛି । ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ରେଳବାଇରେ କିରାଣି ଚାକିରି କରାଇ ଦେବାକୁ କହି ପ୍ରଥମ ପର୍ଯ୍ୟାୟରେ ୭୦ ହଜାର ଟଙ୍କା ଠକି ନେଇଛି । ଆଜି ଶ୍ରୀ ଲିଙ୍ଗରାଜ ଥାନା ଅଧୀନ ମହାବୀର ନଗରର ବାସିନ୍ଦା…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ପ୍ରଥମ ଦିନରେ କୋଭିଡ୍ ଟିକା ନେଲେ ୧୬୦ ବରିଷ୍ଠ ନାଗରିକ

ଖୋର୍ଦ୍ଧା : ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ କୋଭିଡ୍ ଯୋଦ୍ଧାଙ୍କ କୋଭିଡ ଟିକାକରଣ ଶେଷ ହେବା ପରେ ଆଜି ପ୍ରଥମ ଥର ପାଇଁ ସାଧାରଣ ନାଗରିକଙ୍କ ଟିକାକରଣ କରାଯାଇଛି । ଆଜି ପ୍ରଥମ ଦିନରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୦ଜଣ ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...