Daily Archives

April 6, 2021

ଝିଅ ଡାକରା ପାଇଁ ଯାଉଥିବା ମିନି ଟ୍ରକ୍ ଓଲଟିଲା; ୧୩ ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତରିତ

ଭଂଜନଗର: ଗଂଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଥାନା ବୋରଦା ନିକଟରେ ଏକ ମିନିଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଛି। ଗୌଡ଼ଗୋଠରୁ ଝିଅ ଡାକରା ପାଇଁ ଗଜପତି ଜିଲ୍ଲା ମୋହୋନ ବ୍ଲକ୍ ଝରଣା ଗ୍ରାମକୁ ଯାଉଥିବା ବେଳେ ବରୋଦା ଗ୍ରାମ ନିକଟରେ ମିନି ଟ୍ରକଟି ଭାରସାମ୍ୟ ହରାଇ ଓଲଟି…
ଅଧିକ ଖବର ଦେଖନ୍ତୁ...

ଡରାଇଲାଣି କରୋନ ଭୂତାଣୁ: ଭୁବନେଶ୍ୱରରେ ଶହେ ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ଦୈନିକ କରୋନା ସଂକ୍ରମଣ ବଢୁଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରର କରୋନା ମିଟର ଡରାଇବା ଆରମ୍ଭ କରିଛି । ଆଜି ଗୋଟିଏ ଦିନରେ ରାଜଧାନୀରୁ ଶତାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ରାଜଧାନୀବାସୀଙ୍କ ମନରେ ଛନକା ପଶିଛି । ଚିନ୍ତାର ବିଷୟ ଏହା ଯେ,…
ଅଧିକ ଖବର ଦେଖନ୍ତୁ...

ଯିଏ ଚାହିଁବ ତାକୁ ନୁହେଁ, ଯାହାକୁ ଦରକାର ତାକୁ ଟିକା ଦେବା ଆମର ଉଦ୍ଦେଶ୍ୟ: କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଦେଶରେ ସମସ୍ତଙ୍କୁ ଟିକା ଦେବାକୁ ଅନମତି ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଥିଲା। ଆଜି ଏହା ଉପରେ ସ୍ପଷ୍ଟିକରଣ ଦେଇ କେନ୍ଦ୍ର କହିଛି ଯେ, ବର୍ତ୍ତମାନ ସବୁ ବୟସର ଲୋକଙ୍କୁ ଟିକା ଦେବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏବେ ଯିଏ ଚାହିଁବ ତାକୁ ନୁହେଁ, ଯାହାକୁ ଦରକାର ତାକୁ…
ଅଧିକ ଖବର ଦେଖନ୍ତୁ...

ବିଜାପୁରରେ ସାହସର ସହିତ ମାଓବାଦୀଙ୍କ ମୁକାବିଲା କରି ସହିଦ ହୋଇଛନ୍ତି ବୀର ଓଡ଼ିଆ ଯବାନ ସୁବାସ ନାୟକ

ମାଲକାନଗିରି: ଗତ ଶନିବାର ଦିନ ମାଲାକନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ହୋଇଥିବା ବଡ ଧରଣର ନକ୍ସଲ ହମଲାରେ ୨୨ ଜଣ ଯବାନ ସହିଦ ହୋଇଯାଇଥିଲେ। ଏହି ସହିଦ ଯବାନଙ୍କ ମଧ୍ୟରେ ଓଡିଶାର ଜଣେ ଯବାନ ରହିଛନ୍ତି। ସେ ହେଉଛନ୍ତି ସୁବାସ ନାୟକ। ଘର କଳାହାଣ୍ଡି ଜିଲ୍ଲାର କୋକସରା ଗ୍ରାମରେ।…
ଅଧିକ ଖବର ଦେଖନ୍ତୁ...

ଚିଟ୍‌ଫଣ୍ଡ ଠକେଇ ମାମଲା: କମ୍ପାନି ଏମ୍‌ଡି, ମ୍ୟାନେଜରଙ୍କୁ ୭ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର: ସ୍ବତନ୍ତ୍ର ଚିଟ୍‌ଫଣ୍ଡ୍‌ କୋର୍ଟ ଜଜ୍‌ ଟଙ୍କା ଠକେଇ ମାମଲାର ଶୁଣାଣି କରି ଏକ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଓ ମ୍ୟାନେଜର୍‌ଙ୍କୁ ୭ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୬୯ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ଜଜ୍‌…
ଅଧିକ ଖବର ଦେଖନ୍ତୁ...

‌ପଶ୍ଚିମ ଓଡ଼ିଶାରେ କରୋନାର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ନେଇ ସ୍ଥିତି‌ର ସମୀକ୍ଷା କରିଛନ୍ତି। ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

୨୦୨୧ରେ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ, ଚୀନକୁ ପଛରେ ପକାଇବ : ଆଇଏମଏଫ

ନୂଆଦିଲ୍ଲୀ : ଦେଶରେ କରୋନାର ୨ୟ ଲହରୀ ମଧ୍ୟରେ ମୋଦୀ ସରକାରଙ୍କ ପାଇଁ ଆଶାର କିରଣ ଆଣିଦେଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଏମଏଫ) । ଆଇଏମଏଫ ଆଜି କହିଛି ଯେ ୨୦୨୧ରେ ଭାରତୀୟ ଅର୍ଥନୀତି ୧୨.୫ ହାରରେ ଅଭିବୃଦ୍ଧି ଲାଭ କରି ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଆଦେଶ ପରେ ପଂଚାୟତ ନିର୍ବାଚନ ସ୍ଥଗିତ, କୋଟିଆରେ ନିର୍ବାଚନ ବନ୍ଦ

କୋରାପୁଟ: ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ କରିବା ଲାଗି ଆନ୍ଧ୍ର ହାଇକୋର୍ଟ ଆଦେଶ ଦେଇଛନ୍ତି। ନିର୍ବାଚନ ସ୍ଥଗିତ ହେବା ସଂକ୍ରାନ୍ତରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବିଜ୍ଞପ୍ତି ଓ ନିର୍ବାଚନ ମଧ୍ୟରେ ସ୍ବଳ୍ପ ବ୍ୟବଧାନ ଥିବାରୁ ଏହାକୁ ସ୍ଥଗିତ କରାଯାଇଛି। ଆସନ୍ତା ୮…
ଅଧିକ ଖବର ଦେଖନ୍ତୁ...

ବିକି କୌଶଲଙ୍କ ପରେ କରୋନା ଆକ୍ରାନ୍ତ ହେ‌ଲେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ

ମୁମ୍ବାଇ: ଗତକାଲି କରୋନା ଆକ୍ରାନ୍ତ ହୋଇଥିଲେ ବଲିଉଡ ଅଭିନେତା ବିକି କୌଶଲ। ଏନେଇ ସେ ଇନଷ୍ଟା ଜରିିଆରେ ନିଜ ପ୍ରଶଂସକଙ୍କୁ ଜଣାଇଥିବା ବେଳେ ଆଜି କରୋନା ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ। କ୍ୟାଟ୍ରିନା ମଧ୍ୟ ନିଜର ଇନଷ୍ଟା ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ଏହି…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ସାଇଡ ମାରିବାକୁ ନେଇ ସଂଘବଦ୍ଧ ଆକ୍ରମଣ, ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ: ଗାଡି ସାଇଡ ମାରିବାକୁ ନେଇ ଗୋରୁଗାଡିକୁ ଏସ୍କର୍ଟ ଦେଉଥିବା ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ‌ପୁଲିସ ଏକ ସ୍କୋର୍ପିଓକୁ ପୁଲିସ ଜବତ କରିଛି। ଭଦ୍ରକ ଜିଲ୍ଲା ଟାଉନ…
ଅଧିକ ଖବର ଦେଖନ୍ତୁ...