Daily Archives

April 9, 2021

ସ୍କୁଲ ଛୁଟି କରିବାକୁ ତିନିଜଣ ଛାତ୍ର ଆଣିଥିଲେ ମିଛ କରୋନା ପଜିଟିଭ ରିପୋର୍ଟ, ଆଉ ତା’ପରେ କ’ଣ ହେଲା ଜାଣନ୍ତୁ

ଜୁରିକ: କରୋନା କଟକଣା ଯୋଗୁଁ ଅନେକ ଦିନ ଧରି ସ୍କୁଲ ବନ୍ଦ ରହିଥିଲା | ପିଲାମାନେ ଘରେ ଅନଲାଇନରେ ପାଠ ପଢିଥିଲେ | ତେବେ ବର୍ତ୍ତମାନ ଧୀରେ ଧୀରେ ସ୍କୁଲ ଖୋଲୁଥିବାବେଳେ କରୋନା ଦ୍ଵିତୀୟ ଲହରୀ ଫେରିଥିବାରୁ ଏହାର ଆଶଙ୍କା ମଧ୍ୟ ଲାଗିରହିଛି | ତେବେ ବର୍ଷକରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିବା…
ଅଧିକ ଖବର ଦେଖନ୍ତୁ...

ତାତିରୁ ମିଳିଲା ଆଶ୍ୱସ୍ତି; ସୁନ୍ଦରଗଡ଼କୁ ବାଦଦେଲେ ଅନ୍ୟ ସବୁଆଡ଼େ ୪୦ ଡିଗ୍ରି ତଳେ ତାତି

ଭୁବନେଶ୍ୱର: ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଗତ ରାତିରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇଯିବା ପରେ ଆଜି ସମଗ୍ର ରାଜ୍ୟରେ ତାତିର ପ୍ରଭାବ ଅପେକ୍ଷାକୃତ ଭାବେ କମ ରହିଛି ଓ ରାଜ୍ୟବାସୀ ତାତିରୁ ସାମୟିକ ଭାବେ ଆଶ୍ୱସ୍ତି ଲାଭ କରିଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଠାରୁ ଆରମ୍ଭ କରି…
ଅଧିକ ଖବର ଦେଖନ୍ତୁ...

ବିବାହ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଜଣ ଅତିଥି, ପ୍ରୋସେସନକୁ ବାରଣ

ଭୁବନେଶ୍ବର: କଟକ ଓ ଭୁବନେଶ୍ବର ପାଇଁ ନୂଆ ଗାଇଡଲାଇନ୍‌ ଜାରି ହୋଇଛି। ବିବାହ, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଉତ୍ସବ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ବିବାହ ଉତ୍ସବ ପାଇଁ ସ୍ଥାନୀୟ ଥାନାରୁ ଅନୁୁମତି ଆଣିବାକୁ ପଡ଼ିବ। ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣ ଅତିଥି ଯୋଗଦେଇପାରିବେ।…
ଅଧିକ ଖବର ଦେଖନ୍ତୁ...

ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍: ପରୀକ୍ଷାର୍ଥିନୀଙ୍କ ନିକଟରୁ ଫୋନ୍‌ ଜବତ, ବଦଳିଲେ କେନ୍ଦ୍ର ସୁପରିଟେଣ୍ଡେଣ୍ଟ୍‌

ଦେବଗଡ଼: ସାରା ରାଜ୍ୟରେ ଶୁକ୍ରବାର ଓଟିଇଟି ପରୀକ୍ଷା ଚାଲିଥିଲା। ଦେବଗଡ଼ ଜିଲ୍ଲର ୫ଟି କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ। ତେବେ ପୌରାଞ୍ଚଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ପରୀକ୍ଷାର୍ଥୀଙ୍କୁ ଏମ୍‌ପି କରାଯିବା ସହିତ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଆଇପିଏଲ ୨୦୨୧ : ପ୍ରଥମ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର

ଚେନ୍ନାଇ : ଆଜି ଚେନ୍ନାଇର ଏମଏ.ଚିଦାମ୍ବରମ ଷ୍ଟାଡିୟମଠାରେ ଆରମ୍ଭ ହେଉଛି ଭାରତୀୟ କ୍ରିକେଟର ମହାକୁମ୍ଭ ଇଣ୍ଡିଆ ପ୍ରିମିୟର ଲିଗ ବା ଆଇପିଏଲର ଚତୁର୍ଦ୍ଦଶ ସଂସ୍କରଣ । ଉଦଘାଟନୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ରୟାଲ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରୁ ଦାରା ସେନା ମୁଖ୍ୟ ମୁକେଶ ଜୈନଙ୍କୁ ଜାମିନ

କଟକ: ଦାରା ସେନାର ମୁଖ୍ୟ ମୁକେଶ ‌‌ଜୈନଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁକେଶଙ୍କୁ କଠୋର ସର୍ତ୍ତ ରଖି ଜାମିନରେ ଛାଡିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମୁକେଶ ତଦନ୍ତରେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ଦିନକରେ ଚିହ୍ନଟ ହେଲେ ୧୫୦ କରୋନା ପଜିଟିଭ୍

ଭୁବନେଶ୍ବର: ଭୟ ବଢାଉଛି ଭୁବନେଶ୍ୱର । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ଦେଢ ଶହ କରୋନା ପଜିଟିଭ୍ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆକ୍ରାନ୍ତଙ୍କ ଭିତରେ ୧୧୭ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ବିଏମସି ଟୁଇଟ୍ କରି ଏସମ୍ଭନ୍ଧରେ ସୂଚନା ଦେଇଛି । ବିଏମସିର…
ଅଧିକ ଖବର ଦେଖନ୍ତୁ...

ଦୁଇଟି ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର

ଯାଜପୁରସଦର/ବ୍ରହ୍ମବରଦା/ହରିପୁର: ଆଜି ଅପରାହ୍ନରେ ଯାଜପୁର ସଦର ଥାନା ଅଞ୍ଚଳରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣ  ମୃତ୍ୟୁ ବରଣ କରିଥିବା ବେଳେ ୨ଜଣ ଗୁରୁତର ଓ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ସଦର ଥାନା ଅନ୍ତର୍ଗତ ରୁଦ୍ରପୁର ପଞ୍ଚାୟତ ବଡବାଗସାହି ଗ୍ରାମର ସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜରିମାନା

ଭୁବନେଶ୍ବର: ରାଜ୍ୟ ସରକାର ମାସ୍କ ବ୍ୟବହାର ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ସର୍ବସାଧାରଣ ସ୍ଥାନରେ ବୁଲୁଥିବା ଲୋକ ମାସ୍କ ନପିନ୍ଧିଲେ ୨ ହଜାର ଟଙ୍କା ଜରିମାନା ଗଣିବେ। ସେହି ବ୍ୟକ୍ତି ଦ୍ବିତୀୟ ଥର ମାସ୍କ ପିନ୍ଧି ନଥିଲେ ୫ ହଜାର ଟଙ୍କା ଜରିମାନା ଦେବେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ…
ଅଧିକ ଖବର ଦେଖନ୍ତୁ...

୪ ବର୍ଷୀୟା ବାଳିକା ବାଲକୋନିରେ କାନ୍ଦୁଥିବା ଦେଖିବା ପରେ ଆମେରିକାରେ ଆପାର୍ଟମେଣ୍ଟ ଭିତରୁ ମିଳିଲା ଭାରତୀୟ ଦମ୍ପତିଙ୍କ…

ନ୍ୟୁଜର୍ସି: ଆମେରିକାରେ ଜଣେ ଭାରତୀୟ ଦମ୍ପତିଙ୍କ ମୃତଦେହ ରହସ୍ୟଜନକ ଅବସ୍ଥାରେ ମିଳିବା ପରେ ଏହି ଘଟଣାକୁ ନେଇ ଏବେ ସେଠାରେ ହଇଚଇ ସୃଷ୍ଟି ହୋଇଛି। ମୃତ ଦମ୍ପତିଙ୍କର ୪ ବର୍ଷୀୟା ଶିଶୁକନ୍ୟା ଘରର ବାଲକୋନିରେ ଏକାକୀ କାନ୍ଦୁଥିବା ଦେଖିବା ପରେ ପାଖ ପଡ଼ୋଶୀମାନେ ଯାଇ ଘର ଭିତରେ ଦମ୍ପତିଙ୍କର…
ଅଧିକ ଖବର ଦେଖନ୍ତୁ...