Daily Archives

April 9, 2021

ରୁବିକ କ୍ୟୁବ ସମାଧାନ କରି ଏସିଆ ବୁକ ଅଫ ରେକର୍ଡସରେ ନିଜ ନାମ ସାମିଲ କଲେ ଋଷିତା

ଭୁବନେଶ୍ଵର: ବୟସ ମାତ୍ର ୧୦ବର୍ଷ | ହେଲେ ସେ ଏବେ ଏମିତି ଏକ ରେକର୍ଡ କରିଛନ୍ତି ଯାହାକି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି | ସିଏ ହେଉଛନ୍ତି ଋଷିତା ସାମନ୍ତରାୟ | ଭୁବନେଶ୍ୱରର ଋଷିତା ଏବେ କିଟ ଅନ୍ତର୍ଜାତୀୟ ବିଦ୍ୟାଳୟର ଷ୍ଟାଣ୍ଡାର୍ଡ ୬ର ଛାତ୍ରୀ ହୋଇଥିବାବେଳେ ସର୍ବାଧିକ ସଂଖ୍ୟକ ରୁବିକ କ୍ୟୁବ…
ଅଧିକ ଖବର ଦେଖନ୍ତୁ...

ସୁରତରେ କରୋନା ସ୍ଥିତି ସଙ୍ଗିନ, ୧୦ ଦିନରେ ୧୨ ଓଡ଼ିଆ ମଲେଣି

ବ୍ରହ୍ମପୁର: କରୋନାର ଦ୍ବିତୀୟ ଲହର ସୁରତରେ ଭୟଙ୍କର ରୂପ ନେଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ୧୦ଦିନ ମଧ୍ୟରେ ପ୍ରାୟ ୧୨ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ସୁରତରେ ରହୁଥିବା ଓଡ଼ିଆ ଶ୍ରମିକମାନେ ପ୍ରକାଶ କରିଛନ୍ତି। ଆସିକା…
ଅଧିକ ଖବର ଦେଖନ୍ତୁ...

ଏଣିକି କପିଲ ଶର୍ମାଙ୍କ ବାବଦରେ ପାଠ ପଢିବେ ଚତୁର୍ଥ ଶ୍ରେଣୀ ପିଲା

ମୁମ୍ବାଇ: ସ୍ୱାଧୀନତା ସଂଗ୍ରାମୀ, ସାହସିକ କାହାଣୀ ସହ ଏଣିକି ପିଲାମାନେ କମେଡି କିଙ୍ଗ କପିଲ ଶର୍ମାଙ୍କ ବାବଦରେ ପଢିବାକୁ ପାଇବେ | କାରଣ ଚତୁର୍ଥ ଶ୍ରେଣୀର ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ପାଠ୍ୟପୁସ୍ତକରେ କପିଲ ଶର୍ମାଙ୍କ ବାବଦରେ ଉଲ୍ଲେଖ କରାଯାଇଛି | ନିଜେ କପିଲ ଏ ବାବଦରେ ଖୁଲାସା…
ଅଧିକ ଖବର ଦେଖନ୍ତୁ...

ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌ରୁ ୩୭ ଜଣ ପରେ ଏବେ ଦିଲ୍ଲୀ ଏମ୍ସରୁ ୩୫ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଳୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(ଏମ୍ସ)ରୁ ୩୫ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀର ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌ରୁ ଏକାଥରକେ ୩୭ ଜଣ ଡାକ୍ତର କରୋନା ପଜିଟିଭ୍‌ ହେବାର ଦିନକ ପରେ ଏମ୍ସର ଡାକ୍ତରମାନେ…
ଅଧିକ ଖବର ଦେଖନ୍ତୁ...

ବ୍ରିଟେନର ପ୍ରିନ୍ସ ଫିଲିପଙ୍କ ପରଲୋକ

ଲଣ୍ଡନ : ବ୍ରିଟେନର ରାଣୀ ଏଲିଜାବେଥ-୨ୟଙ୍କ ସ୍ବାମୀ ତଥା ଡ୍ୟୁକ୍ ଅଫ ଏଡିନବରୋ ପ୍ରିନ୍ସ ଫିଲିପଙ୍କର ଆଜି ୯୯ ବର୍ଷ ବୟସରେ ପରଲୋକ ହୋଇଛି । ଆଜି ସକାଳେ ବ୍ରିଟିଶ ରାଜପରିବାରର ୨ୟ ପ୍ରମୁଖ ରାଜପ୍ରାସାଦ ଓ୍ବିଣ୍ଡସର୍ କାସଲରେ ତାଙ୍କର ପରଲୋକ ହୋଇଥିଲା ବୋଲି ବକିଂହାମ୍ ପ୍ୟାଲେସ୍ ତରଫରୁ…
ଅଧିକ ଖବର ଦେଖନ୍ତୁ...

ଚାଲିଛି ଦଣ୍ଡଯାତ୍ରା: ଜମୁଛି ମୟୂରପୁଚ୍ଛ ବେପାର, ବନ୍ଦ ହେଲା ଗାଲେରୀର ମେରୁଯାତ୍ରା

ବୁଗୁଡ଼ା/ଭଞ୍ଜନଗର: କରୋନା କଟକଣା ମଧ୍ୟ‌ରେ ଚଳିତବର୍ଷ ଗଂଜାମ ଜିଲ୍ଲା ବୁଗୁଡ଼ା ସହର ଓ ଉପକଣ୍ଠ ଗ୍ରାମାଞ୍ଚଳରେ ଦଣ୍ଡଯାତ୍ରା ଚାଲିଛି। ଫଳରେ ସବୁଠି ଏବେ ଆଧ୍ୟାତ୍ମିକମୟ ପରିବେଶ। ମହାଦେବ ଓ ମା’ କାଳୀଙ୍କୁ ଧରି ଦଣ୍ଡୁଆମାନେ ନଗର ପରିକ୍ରମା ସହ ବିଭିନ୍ନ ରୀତିନୀତି ପାଳନ କରୁଛନ୍ତି। ଆଉ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଜନସନ ଟିକାର କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି

ନୂଆଦିଲ୍ଲୀ : ବହୁରାଷ୍ଟ୍ରୀୟ ଔଷଧ କମ୍ପାନି ଜନସନ ଏଣ୍ଡ ଜନସନର କରୋନା ଟିକା ଜାନସିନକୁ ଭାରତରେ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି । ଏହି ଟିକାକୁ ଗୋଟିଏ ଥର ଦିଆଯାଇଥାଏ । ମିଳିଥିବା ସୂଚନା ଅନୁସାରେ ଭାରତୀୟ ଔଷଧ ମହା ନିୟନ୍ତ୍ରକ (ଡିସିଜିଆଇ) ପକ୍ଷରୁ ଏହି ଟିକାର ଫେଜ୍-୧ ଓ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟବ୍ୟାପି ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ, ମାସ୍କ ନ ପିନ୍ଧିଲେ ୨ଗୁଣ…

ଭୁବନେଶ୍ବର: ବିନା ମାସ୍କରେ ବାହାରକୁ ବାହାରନ୍ତୁ ନାହିଁ। ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କବଚ। ମାସ୍କ ପିନ୍ଧିଲେ କରୋନାକୁ ବିନା ଲକ୍‌ଡାଉନ୍‌ରେ ରୋକିପାରିବା। ଯଦି ନିଜର ଜୀବନ ଜୀବିକାକୁ ବଜାୟ ରଖିବାକୁ ଚାହାନ୍ତି ତେବେ, ମାସ୍କ ପିନ୍ଧନ୍ତୁ। ରାଜ୍ୟବାସୀଙ୍କୁ ସମ୍ବୋଧନ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଶିବିରରେ ଛନକା : ବିଧାୟକ ପ୍ରାର୍ଥୀଙ୍କୁ ଆସାମରୁ ରାଜସ୍ଥାନ ନେଲା ଦଳ

ନୂଆଦିଲ୍ଲୀ: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଯାଇଛି | ଆଉ ମେ ୨ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ | ତେବେ ଏହା ପୂର୍ବରୁ କଂଗ୍ରେସକୁ ଘାରିଛି ଦଳଡିଆଁ ଭୟ | କଂଗ୍ରେସ ଟିକଟରେ ଆସାମରେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀମାନଙ୍କୁ କଂଗ୍ରେସ ଏବେ ସୁଦୂର ରାଜସ୍ଥାନର ଜୟପୁରକୁ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୨୪ ଘଣ୍ଟାରେ ସଂପୂର୍ଣ୍ଣ ମୂଳପୋଛ ହୋଇଗଲା କଶ୍ମୀରର ଏହି ଅଲକାଇଦା ଅନୁପ୍ରାଣିତ ଆତଙ୍କବାଦୀ ସଂଗଠନ

ଶ୍ରୀନଗର : କଶ୍ମୀର ଘାଟିରେ ସକ୍ରିୟ ଥିବା ଓ ନିଜକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲକାଇଦା ଦ୍ବାରା ଅନୁପ୍ରାଣିତ କହୁଥିବା ସଂଗଠନ ଅନସର ଗଜଓ୍ବା-ଉଲ-ହିନ୍ଦ ନାମକ ଆତଙ୍କବାଦୀ ସଂଗଠନ ସଂପୂର୍ଣ୍ଣ ମୂଳପୋଛ ହୋଇଯାଇଛି । ଏବେ ଏହି ସଂଗଠନର କୌଣସି ସଦସ୍ୟ ଜୀବିତ ନଥିବା ଜମ୍ମୁ ଓ କଶ୍ମୀର…
ଅଧିକ ଖବର ଦେଖନ୍ତୁ...