Daily Archives

April 22, 2021

ଏନଟିପିସି ପ୍ଲାଣ୍ଟରୁ ଫ୍ଲାଏଆସ୍ ନେଇ ଯାଉଥିବା ହାଇୱ। ଜଳିଗଲା

ଲେଫ୍ରିପଡା,(ସୁନ୍ଦରଗଡ଼): ଆଜି ସନ୍ଧ୍ୟାରେ ଦର୍ଲିପାଲି ପାୱର ପ୍ଲାଣ୍ଟରୁ ଆସ୍ ନେଇ ଆସପଣ୍ଡକୁ ଯାଉଥିବା ଏକ ହାଇୱ। ନଂ ଓଡି -୨୩-ଏଚ୍-୯୭୭୯ ଦର୍ଲିପାଲି ଗ୍ରାମ ନିକଟରେ ଜଳି ଓଲଟି ପଡ଼ିଛି। ଜୟଜଗନ୍ନାଥ କନଷ୍ଟ୍ରକସନ୍ସର ଏହି ଗାଡି ହୋଇଥିବା ବେଳେ ଉତ୍ତପ୍ତ ଆସ୍ ପରିବହନ କରୁଥିବାରୁ ଏହି…
ଅଧିକ ଖବର ଦେଖନ୍ତୁ...

ଝରାଫୁଲ ହତ୍ୟାକାଣ୍ଡ ଉପରୁ ପରଦା ହଟିଲା; ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ହତ୍ୟା

ଯାଜପୁର/ସଦର/ରସୁଲପୁର: ବହୁ ଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ଯାାଜପୁର ପୁଲିସ। ଗାଡ଼ି କିଣିବା ପାଇଁ ଧାର ନେଇଥିବା ୩୦ ହଜାର ଟଙ୍କା ମାଗିବାରୁ ଝରାଫୁଲଙ୍କୁ ଯୋଜନାବଦ୍ଧ ଭାବେ ନିଶାଦେଇ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା…
ଅଧିକ ଖବର ଦେଖନ୍ତୁ...

କରୋନା ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଶାହାନବାଜ, ଅମ୍ଲଜାନ ସିଲିଣ୍ଡର ଯୋଗାଇବା ପାଇଁ ୨୨ଲକ୍ଷ ଟଙ୍କାର ଗାଡ଼ି ବିକି…

ମୁମ୍ବାଇ: ଦେଶରେ ଏବେ ଅମ୍ଲଜାନର ଅଭାବ ଦେଖିବାକୁ ମିଳିଛି। ପ୍ରତ୍ୟେକ କରୋନା ରୋଗୀଙ୍କୁ ସଠିକ ସମୟରେ ଅମ୍ଲଜାନ ଯୋଗାଇବା ପାଇଁ ସରକାର ପ୍ରୟାସ କରୁଥିବା ବେଳେ ଏବେ ପରସ୍ପରକୁ ସାହାଯ୍ୟ କରିବାର ସମୟ ଆସିଛି ବୋଲି କହିଛନ୍ତି ସରକାର। ତେବେ ଅମ୍ଲଜାନର ଅଭାବ ମଧ୍ୟରେ କରୋନା ଆକ୍ରାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ, ସୀମାରେ ଚେକିଂ କଡ଼ାକଡ଼ି

ଭୁବନେଶ୍ବର: ପଶ୍ଚିମବଙ୍ଗରେ କାୟାବିସ୍ତାର କରୁଥିବା କରୋନା ଭାଇରସର ‘ବେଙ୍ଗଲ୍ ଷ୍ଟ୍ରେନ୍’ର ସଂକ୍ରମଣଶୀଳତା ସଂପର୍କରେ ସୂଚନା ପାଇବା ପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଆଜି ରାଜ୍ୟର ୫ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ; ୪୧ ଡିଗ୍ରି ସହ ଟିଟଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେଉଥିବାରୁ ତାତିର ପ୍ରଭାବ କିଛିଟା କମ ରହିଛି। ଆଜି ରାଜ୍ୟର ୫ ସହରର ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ବା ତା’ଉପରେ ରହିଥିବା ବେଳେ ୪୧ ଡିଗ୍ରି ତାପମାତ୍ରା ସହ ଟିଟଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ…
ଅଧିକ ଖବର ଦେଖନ୍ତୁ...

୮ ବର୍ଷ ହେଲା ଶେଷ ହେଉନି ସେତୁ କାମ; ବିପଦପୂର୍ଣ୍ଣ ପଟାପୋଲ ଲୋକଙ୍କ ଭରସା

ଭଦ୍ରକ: ଲୋକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସେତୁ ନିର୍ମାଣ କରୁଛନ୍ତି। ହେଲେ ବର୍ଷବର୍ଷ ଧରି ସେତୁ ନିର୍ମାଣ ସରୁନି। ଫଳରେ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ଭରା ନଦୀ ଉପରେ କାଠ ପଟା ପକାଇ ବାଉଁଶ ଚାରା ବାନ୍ଧି ନଦୀ ପାରି ହେଉଛନ୍ତି ଲୋକେ। ଏହିଭଳି ଏକ ଘଟଣା…
ଅଧିକ ଖବର ଦେଖନ୍ତୁ...

ସହାୟତାର ହାତ ବଢାଇଲା ରାମ ଜନ୍ମଭୂମି ଟ୍ରଷ୍ଟ, ଅଯୋଧ୍ୟାରେ ସ୍ଥାପନ କରିବ ୨ଟି ଅକ୍ସିଜେନ ପ୍ଲାଣ୍ଟ

ଅଯୋଧ୍ୟା : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ସହିତ ଅକ୍ସିଜେନ ଅଭାବ ଉତ୍କଟ ରୂପ ଧାରଣ କରିଛି । ପ୍ରାୟତଃ ସବୁ ରାଜ୍ୟରେ ମେଡିକାଲ ଅକ୍ସିଜେନର ଅଭାବ ଦେଖାଦେଇଛି । ଏ ପରିସ୍ଥିତିରେ ସହାୟତା କରିବାକୁ ଆଗେଇ ଆସିଛି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରୁଥିବା ଶ୍ରୀ ରାମଜନ୍ମଭୂମି ତୀର୍ଥ…
ଅଧିକ ଖବର ଦେଖନ୍ତୁ...

ଶିଶୁକୁ ଝୁଣିଦେଲେ ବୁଲା କୁକୁର, ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ତେଲକୋଇ: ଆଜି ସକାଳେ ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ଅନ୍ତର୍ଗତ ଟୁଙ୍ଗୁରୁବାହାଳ ଗାଁରେ ବୁଲା କୁକୁର ପଲଙ୍କ ଆକ୍ରମଣରେ ଜଣେ ଶିଶୁ ଗୁରୁତର ଆହତ ହୋଇଛି। ଗୁରୁତର ଶିଶୁ ହେଲେ ସେହି ଗ୍ରାମର ଆଟପୁର ଭୂୟାଁ ସାହିର ଲୋଚନ ଦେହୁରୀଙ୍କ ୯ବର୍ଷର ଝିଅ ଶୁଭସ୍ମିତା ଦେହୁରୀ। ତାଙ୍କୁ ଗୁରୁତର…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳରେ ନାବାଳିକାଙ୍କ ବିବାହ ରୋକିଲା ପ୍ରଶାସନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମରେ ଆଜି ଏକ ନାବାଳିକା ବିବାହ ଚାଲିଥିବା ବେଳେ ପ୍ରଶାସନ ଏହାକୁ ବନ୍ଦ କରିଛି। ସୂଚନାଯୋଗ୍ୟ, ଛେଣ୍ଡିପଦା ଥାନା ବରପଦା ଗ୍ରାମର ଭୁବୁନି ସାହୁଙ୍କ ପୁଅ ସିପୁନ୍ ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମର ଜଣେ…
ଅଧିକ ଖବର ଦେଖନ୍ତୁ...