Daily Archives

April 22, 2021

ଏପ୍ରିଲ ୨୬ରେ ମାଓବାଦୀଙ୍କ ଭାରତ ବନ୍ଦ ଡାକରା

ମାଲକାନଗିରି: ଏପ୍ରିଲ ୨୬ରେ ମାଓବାଦୀମାନେ ଭାରତ ବନ୍ଦ ନେଇ ଡାକରା ଦେଇଛନ୍ତି। ସିପିଆଇ-ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ସୀମାନ୍ତ ସ୍ୱତନ୍ତ୍ର ଜୋନାଲ କମିଟି କହିଛି। ଛତିଶଗଡରେ ପ୍ରହାର -୩ ଆରମ୍ଭ ହୋଇଯାଇଥିବା ବେଳେ ମାଓବାଦୀ ବିପ୍ଳବୀ ଆନ୍ଦୋଳନକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ଲହରରେ ଭୁବନେଶ୍ବରରୁ ଆଜି ସର୍ବାଧିକ ୫୯୦ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୯ସୁସ୍ଥ

ଭୁବନେଶ୍ବର: ଆଜି ପୁଣି ଭୁବନେଶ୍ବରରେ ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଥିବା ବେଳେ ଆଜି ଦ୍ବିତୀୟ ଲହରରେ ୫୯୦କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୩୦ ଓ ସ୍ଥାନୀୟ ଅଚଂଳରୁ ୪୬୦ସଂକ୍ରମିତ ଅଛନ୍ତି। ଭୁବନେଶ୍ବର ମହାନଗର ନିଗମ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର୍

ମୁମ୍ବାଇ : ଆଜି ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଇପିଏଲ-୨୦୨୧ର ୧୬ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବାଙ୍ଗାଲୋର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ବିରାଟ କୋହଲୀ…
ଅଧିକ ଖବର ଦେଖନ୍ତୁ...

ପାରାଦ୍ବୀପଠାରେ ମଦ ମାଫିଆଙ୍କ ଆକ୍ରମଣ

ପାରାଦ୍ବୀପ: ପାରାଦ୍ବୀପ ଲକ୍ ଥାନା ଅନ୍ତର୍ଗତ ବିଶ୍ବାଳି ଗ୍ରାମରେ ଚୋରା ମଦ ବ୍ୟବସାୟକୁ ବିରୋଧ କରିବାରୁ ମଦ ମାଫିଆଙ୍କ ଆକ୍ରମଣ। ଆହତ ଦୁଇଜଣଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଦୀର୍ଘଦିନ ଧରି ବିଶ୍ବାଳି…
ଅଧିକ ଖବର ଦେଖନ୍ତୁ...

ଆକାଶ ମାର୍ଗରୁ ବୋମା ବର୍ଷଣ ଘଟଣା: ପ୍ରମାଣ ସହ ଜବାବ ରଖିଲା ମାଓ ସଂଗଠନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ପାମେଲ ଠାରେ ଗତ ୧୯ ତାରିଖରେ ପୁଲିସ ପକ୍ଷରୁ ଆକାଶ ମାର୍ଗରୁ ବୋମା ବର୍ଷଣ କରାଯାଇଥିବା ନେଇ ବୁଧବାର ମାଓ ସଂଗଠନ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଥିଲା। ତେବେ ଏହାକୁ ବସ୍ତର ଆଇଜି ସୁନ୍ଦରରାଜ ପି ଦୃଢ ଭାବେ ଖଣ୍ଡନ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ଘ‌ରୋଇ ହସ୍ପିଟାଲରେ କୋଭିଡ ଚିକିତ୍ସା ପାଇଁ ୫୦ ପ୍ରତିଶତ ବେଡ ସଂରକ୍ଷିତ ରହିବ: ଅତିରିକ୍ତ ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନର ମାନଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ ଦ୍ୱିତୀୟ ଲହରରେ ଦେଶ ପାଇଁ ଆତଙ୍କ ହୋଇଛି ଟ୍ରିପଲ-ମ୍ୟୁଟାଣ୍ଟ ‘ବେଙ୍ଗଲ ଷ୍ଟ୍ରେନ୍‌’; ଓଡ଼ିଶାରେ ବି ବଢ଼ୁଛି…

କୋଲକାତା: ଦେଶରେ କୋଭିଡ୍‌ର ଦ୍ୱିତୀୟ ଲହର ସଂପ୍ରତି ଏକ ସଂଗିନ୍‌ ସ୍ଥିତି ସୃଷ୍ଟି କରିଛି। ଏ ପରିସ୍ଥିତିରେ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର କଲ୍ୟାଣରେ ସଂକ୍ରମଣର କାରଣ ପାଲଟିଥିବା କୋଭିଡ- ୧୯ ଭୂତାଣୁ ଏକ ସ୍ୱଦେଶୀ ଟ୍ରିପଲ-ମ୍ୟୁଟେସନ ବା ତିନିଥର ରୂପାନ୍ତରିତ ହୋଇଥିବା (ଇ.୧.୬୧୮) ଭୂତାଣୁ…
ଅଧିକ ଖବର ଦେଖନ୍ତୁ...

କରୋନା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ, ବାତିଲ କଲେ ପଶ୍ଚିମବଙ୍ଗରେ ଥିବା ନିର୍ବାଚନ ରାଲି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ସେ ପଶ୍ଚିମବଙ୍ଗ ଯିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଦେଶରେ କରୋନା ସ୍ଥିତି ଗମ୍ଭୀର ହେଉଥିବାରୁ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ କେନାଲ ଭୁଶୁଡ଼ିବା ଘଟଣା: ବିଭାଗୀୟ ଅଧିକାରୀଙ୍କ ଅବହେଳା ଅଭିଯୋଗ

ମାଲକାନଗିରି: ପୋଟେରୁ ଜଳସେଚନ ବିଭାଗର ତମସା ମୁଖ୍ୟ କେନାଲ ଏମପିଭି-୨ ଗ୍ରାମ ଠାରେ ଭାଙ୍ଗି ଘାଇ ସୃଷ୍ଟି ହେବା ଘଟଣାର ସତ୍ୟତା ପଦାକୁ ଆସିଛି। ଜଳସେଚନ ବିଭାଗର ଦାୟିତ୍ବ ହୀନତା ଯୋଗୁଁ ଏଭଳି ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତିନି ଦିନ ତଳେ ଏମପିଭି-୨ ନିକଟରେ କେନାଲ ହିଡରେ…
ଅଧିକ ଖବର ଦେଖନ୍ତୁ...