Daily Archives

May 12, 2021

ସଂକ୍ରମିତ ହୋଇନି ବଜ୍ରକାପ୍ତା, କରୋନା ରିପୋର୍ଟ ନେଗେଟିଭ୍‌; ଜଙ୍ଗଲରେ ଛଡ଼ାଯିବ: ଡିଏଫ୍‌ଓ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଗହୀରାପାଳ ଗାଁ’ର ଜଣଙ୍କ ଘରୁ ଉଦ୍ଧାର ହୋଇଥିବା ବଜ୍ରକାପ୍ତାର କରୋନା ପରୀକ୍ଷା ନିମନ୍ତେ ଗତକାଲି ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ତେବେ ଏହି ରିପୋର୍ଟ ଆଜି ନେଗେଟିଭ୍‌ ଆସିଥିବା ବାରିପଦା ଡିଏଫ୍‌ଓ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଯଜ୍ଞ ଚିକିତ୍ସା କରନ୍ତୁ, ଦେଶକୁ ତୃତୀୟ ଲହର ଛୁଇଁବ ନାହିଁ: ମଧ୍ୟପ୍ରଦେଶ ମନ୍ତ୍ରୀ

ଭୋପାଳ: ଅତୀତରେ କରୋନା ଭାଇରସ୍‌କୁ ନେଇ ବିବାଦୀୟ ବୟାନ ଦେଇଥିବା ମଧ୍ୟପ୍ରଦେଶର ସଂସ୍କୃତି ମନ୍ତ୍ରୀ ଉଷା ଠାକୁର ମଙ୍ଗଳବାର ଦିନ କରୋନାର ତୃତୀୟ ଲହର ଆଶଙ୍କା କରି ଅନ୍ୟ ଏକ ପରାମର୍ଶ ଦେଇ ଚର୍ଚ୍ଚାରେ ରହିଛନ୍ତି। ସେ କରୋନା ମହାମାରୀକୁ ହରାଇବା ‌ପାଇଁ ଲୋକଙ୍କୁ ‘ଯଜ୍ଞ ଚିକିତ୍ସା’…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ଆଘାତରେ ଚାଳକ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ସ୍ବାମ୍‌ ଶାସନ କ୍ଲବ୍‌ଘର ନିକଟରେ ସିମେଣ୍ଟ ଖାଲି କରିବା ପରେ ଟ୍ରକ୍‌ କ୍ୟାବିନ ଉପରେ ଚଢ଼ି ପାଲ ବାନ୍ଧୁଥିବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମୋହନ ବୋଲି ଜଣାପଡ଼ିଛି। ଟ୍ରକ୍‌ଟି…
ଅଧିକ ଖବର ଦେଖନ୍ତୁ...

ଫେରିଲେଣି ୮ ହଜାର ପ୍ରବାସୀ, ଆନ୍ଧ୍ର ସୀମାନ୍ତ ଚେକ୍ ପଏଣ୍ଟ ଅନୁଧ୍ୟାନ କଲେ ଏସପି

ରାୟଗଡ଼ା : ଓଡ଼ିଶା-ଆନ୍ଧ୍ର ସୀମାନ୍ତ କେରେଡା ଚେକ୍ ପଏଣ୍ଟ ଆଜି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା। ଚେକ୍ ପଏଣ୍ଟରେ ପୁଲିସ୍ ବ୍ୟବସ୍ଥାର ଯାଞ୍ଚ କରିବା ସହ ସୀମା ଦେଇ ଜିଲ୍ଲାକୁ ପ୍ରବେଶ କରୁଥିବା ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ଓ ସେମାନଙ୍କ ସଙ୍ଗରୋଧ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପାରିବାରିକ ବାତାବରଣ ସୁଖମୟ ରହିବ। କୌଣସି କାମ ପୂରା କରିବାରେ ନିଜ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମୀଯୁଗଳ ପରସ୍ପରଙ୍କୁ ବୁଝିବାକୁ ଚେଷ୍ଟା କରିବେ। ବୃଷ: ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିବେ। କୌଣସି କାମ ଆରମ୍ଭ କରିବା ପୂର୍ବରୁ ବଡ଼ଙ୍କ ଅନୁମତି ନିଅନ୍ତୁ। ଚାକିରିଜୀବୀଙ୍କ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଜୟପୁରରେ ସ୍ଥାପନ ହେବ ଅକ୍ସିଜେନ୍ ପ୍ଲାଣ୍ଟ

ଜୟପୁର: କେନ୍ଦ୍ରସରକାରଙ୍କ ନିର୍ଦେଶରେ ରାଜ୍ୟର ୧୫ଟି ସ୍ଥାନରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ। ଏଥି ମଧ୍ୟରୁ କୋରାପୁଟ ଜିଲ୍ଲା ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ସ୍ଥାପନ ହେବ ଏହି ପ୍ଲାଣ୍ଟ। ଏହାକୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କରାଯିବ। ଯୁଦ୍ଧକାଳୀନ ଭିତ୍ତିରେ ଏହି…
ଅଧିକ ଖବର ଦେଖନ୍ତୁ...

ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କଲା ସିବିଆଇ

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇ ଆଜି ଏକ ସପ୍ଲିମେଣ୍ଟାରି ଚାର୍ଜସିଟ ଦାଖଲ କରିଛି । ଏହି ଘଟଣାର ୩ୟ ଅଭିଯ଼ୁକ୍ତ ବିବନ ବିଶ୍ବାଳ ଗିରଫ ହେବା ପରେ ସିବିଆଇ ପକ୍ଷରୁ ଏହି ଚାର୍ଜସିଟ୍ ଦାଖଲ କରାଯ଼ାଇଛି । ଭୁବନେଶ୍ବର ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ…
ଅଧିକ ଖବର ଦେଖନ୍ତୁ...

ଜୁଆ ଆଡ୍ଡା ଉପରେ ଚଢ଼ାଉ; ୪ ଅଟକ,୧୪ ବାଇକ ଜବତ 

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଘାଟଗୁଡା ଜଙ୍ଗଲରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ ଜଣ ଅଟକ ରଖିଥିବା ସହ,୧୪ ଟି ବାଇକ ଏବଂ ୭୯ ହଜାର ଟଙ୍କା ଜବତ କରିଛି । ଏସ୍ପି ପ୍ରହଲ୍ଲାଦ ସହାଇ ମିନା ନିର୍ଦେଶ କ୍ରମେ ସନ୍ଧ୍ୟା ୭ ଟା ବେଳେ ବିଶେଷ…
ଅଧିକ ଖବର ଦେଖନ୍ତୁ...

କେମ୍ବ୍ରିଜ୍ ଟ୍ରାକରର ରିପୋର୍ଟ: ଆସାମ, ହିମାଚଳ, ତାମିଲନାଡୁ ଓ ତ୍ରିପୁରାରେ ଆଉ ୨ସପ୍ତାହ ବଢ଼ିପାରେ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ ଦେଖା ଦେଇଥିବା କରୋନା ସଂକ୍ରମଣକୁ ନେଇ asila କେମ୍ବ୍ରିଜ୍ ଟ୍ରାକରର ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ଭାରତରେ ଦେଖା ଦେଇଥିବା କରୋନାର ନୂଆ ଭୂତାଣୁ ସଂକ୍ରମଣ ଶୀର୍ଷରେ ପହଁଚିଛି । ସେହିପରି ଭାରତରେ ବର୍ତ୍ତମାନ ଆଂଟିବଡି ଗୁଡିକର ପ୍ରଭାବ ହ୍ରାସ ପାଉଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ମୁକେଶ ଖାନ୍ନାଙ୍କ ଭଉଣୀଙ୍କୁ ଠିକ୍ ସମୟରେ ମିଳିଲାନି ଆଇସିୟୁ ବେଡ୍, ନିଶ୍ୱାସ ନେବାରେ ଅସୁବିଧା ହେତୁ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ସାରା ଦେଶରୁ ଏବେ ବି ଅକ୍ସିଜେନ୍ ଅଭାବର ବିକଳ ଚିତ୍ର ଆସୁଥିବାବେଳେ ଅନେକ ରୋଗୀ ଏହାର ଅଭାବରୁ ଆଖି ବୁଜିସାରିଲେଣି । ଅନେକ ରୋଗୀ ଆଇସିୟୁ ବେଡ୍ ଅଭାବରୁ ମଧ୍ୟ ହନ୍ତସନ୍ତ ହେଉଛନ୍ତି । ଏଭଳି ସମୟରେ ଟିଭି ଜଗତର ଲୋକପ୍ରିୟ କଳାକାର ମୁକେଶ ଖାନ୍ନାଙ୍କ ଭଉଣୀ ମଧ୍ୟ ଦିଲ୍ଲୀରେ…
ଅଧିକ ଖବର ଦେଖନ୍ତୁ...