Daily Archives

June 6, 2021

ଚାରି ବର୍ଷ ପରେ ବାରିପଦାର ନିଖୋଜ ଯୁବକଙ୍କ ହତ୍ୟାକାରୀ ଚିହ୍ନଟ, ପୁଲିସ ପଞ୍ଝାରେ ମାମଲା

ବାରିପଦା: ୨୦୧୭ ଏପ୍ରିଲ ମାସରୁ ଦୀର୍ଘ ୪ ବର୍ଷ ହେବ ନିଖୋଜ ଥିବା ବାରିପଦାର ଯୁବକ ବିଶ୍ଵଜିତ ବେହେରା ଓରଫ ଡେଭିଡକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଏହି ମାମଲାରେ ଡେଭିଡ଼ଙ୍କୁ ହତ୍ୟା କରିଥିବା ଝାଡ଼ଖଣ୍ଡର ଯୁବକ ବଂଶୀଧର ପାତ୍ରଙ୍କୁ ନିଜ କବଜାରେ ରଖିଛି ବାରିପଦା ଟାଉନ ଥାନା ପୁଲିସ।…
ଅଧିକ ଖବର ଦେଖନ୍ତୁ...

ମାଟି ତଳେ ଥିବା ବାରୂଦକୁ ଖୋଜିବାରେ ସିଦ୍ଧହସ୍ତ ଏହି ମୂଷା, ଏଯାଏଁ ବଂଚାଇଲାଣି ହଜାର ହଜାର ଲୋକଙ୍କ ଜୀବନ

ଆପଣ ନିଶ୍ଚୟ ସାହସିକତାର ଅନେକ କାହାଣୀ ଶୁଣିଥିବେ, କିନ୍ତୁ ଏହି କାହାଣୀଟି ସମ୍ପୂର୍ଣ୍ଣ ଭିନ୍ନ | ଆଜି ଆମେ ଆପଣଙ୍କୁ ଏମିତି ଏକ ମୂଷା ବାବଦରେ କହିବୁ ଯିଏ କି ୭୧ଟି ଲ୍ୟାଣ୍ଡମାଇନ୍ ଖୋଜି ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିପାରିଛି | ଏହି ଆଫ୍ରିକୀୟ ପ୍ରଜାତିର ମୂଷାର କାହାଣୀ ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ନୀଳଗିରି ବିଧାୟକଙ୍କ ଚିଠିକୁ ନେଇ ବିବାଦ, କହିଲେ କୋଭିଡ୍‌ ଦୃଷ୍ଟିରୁ ରଥ ନିର୍ମାଣରେ ଅଯଥା ଖର୍ଚ୍ଚ କରା ନ ଯାଉ

ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ନୀଳଗିରିରେ ଚଳିତବର୍ଷ ରଥଯାତ୍ରା ନେଇ ଜିଲ୍ଲାପାଳଙ୍କୁ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକଙ୍କ ଚିଠି ବିବାଦ ଘେରକୁ ଟାଣି ହୋଇଛି। କୋଭିଡ୍‌ ସମୟରେ ରଥ ନିର୍ମାଣରେ ଅଯଥା ଖର୍ଚ୍ଚ କରା ନ ଯାଉ ବୋଲି ସେ ନିଜ ଚିଠିରେ ଉଲ୍ଲେଖ କରିଥିବା ବେଳେ ମହାପ୍ରଭୁଙ୍କ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ମୃତ୍ୟୁ ପରେ ପୁଅ ଜୀବନ ସହ କରୁଛି ସଂଘର୍ଷ, ସିନ୍ଦୁର ପାଇଁ ପତ୍ନୀ,ରାକ୍ଷୀ ପାଇଁ ଭଉଣୀର ଉଦ୍ୟମ ଜାରି

ଭଞ୍ଜନଗର: କରୋନାର କରାଳରେ ମାନବ ସମାଜର ସ୍ଥିତି ଦୋହଲି ଗଲାଣି | ପ୍ରତିଦିନ ଅନେକ ଜୀବନ ଯାଉଥିବା ‌ସହ ଅନେକ ପରିବାର ନିମିଷକ ମଧ୍ୟରେ ଛାରଖାର ହୋଇଯାଉଥିବା ଖବର ସାମ୍ନାକୁ ଆସୁଛି। କରୋନାରେ ସଂକ୍ରମିତ ହୋଇ ‌କିଛି ପରିବାର ମୂରବି ଶୂନ୍ୟ ହୋଇପଡ଼ୁଛି ତ କେଉଁଠି ଜଟିଳ ରୋଗରେ ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...

ଜେଲରେ ବନ୍ଦୀ ଥିବା ରାମ ରହିମ କରୋନା ସଂକ୍ରମିତ

ଗୁରୁଗ୍ରାମ: ହରିୟାଣା ରୋହତକ ଜିଲ୍ଲା ସୁନାରିଆ ଜେଲରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମରହିମ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୁରୁଗ୍ରାମର ମେଡାଣ୍ଟ ହସ୍ପିଟାଲକୁ ନିଆଯାଇଛି। । ଶନିବାର ଡେରା ମୁଖ୍ୟଙ୍କ ପେଟରେ ଯନ୍ତ୍ରଣା…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ ବିବାଦୀୟ ବିକିନି ବିକ୍ରି କରିବାକୁ ନେଇ ହଙ୍ଗାମା ପରେ ୱେବସାଇଟରୁ ପ୍ରଡକ୍ଟ ହଟାଇଲା ଆମାଜନ

ବାଙ୍ଗାଲୋର: ଇ-କମର୍ସ କମ୍ପାନୀ ଆମାଜନର କନ୍ନଡ ୱେବସାଇଟରେ ଏକ ବିକିନି ବିକ୍ରିକୁ ନେଇ ରାଜ୍ୟରେ ହଙ୍ଗାମା ହୋଇଛି | ଆମାଜନ ବ୍ୟବହାରକାରୀମାନେ ଦାବି କରିଛନ୍ତି ଯେ କର୍ଣ୍ଣାଟକର ରାଜ୍ୟ ପ୍ରତୀକ ଥିବା ଏକ ବିକିନି ବିକ୍ରି ପାଇଁ ଉପଲବ୍ଧ ହୋଇଥିଲା | ଆଉ ରାଜ୍ୟର ସଂସ୍କୃତି ମନ୍ତ୍ରୀ ଅରବିନ୍ଦ…
ଅଧିକ ଖବର ଦେଖନ୍ତୁ...

କରୋନା କାରୁଣ୍ୟ; ବାପା ଡାକ୍ତରଖାନାରେ, ମା’ ମରିଗଲା, ୧୩ବର୍ଷର ପିଲା କିଂକର୍ତ୍ତବ୍ୟବିମୁଢ଼

ଜୟପୁର: ବାପା କରୋନାରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ। ମା’ ଘରେ ଅଚାନକ ଭାବେ ମୃତ୍ୟୁ ବରଣ କରିଥିଲେ। ଘରେ ଥିବା ୧୩ ବର୍ଷର ପୁଅ ଓ ୧୧ବର୍ଷର ଝିଅ ଏହି ସମୟରେ କିଂକର୍ତ୍ତବ୍ୟ ବିମୁଢ଼ ହୋଇ ଯାଇଥିଲେ। ଯେଉଁ ସାହି ପଡ଼ିସା ସକାଳୁ ସଂଧ୍ୟାରେ ଏହି ପରିବାର ଏବଂ ମହିଳାଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ଠାରେ ଡକାୟତି ଉଦ୍ୟମ କରୁଥିବା ବେଳେ ୫ ଜଣ ଯୁବକ ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ଖଣ୍ଡା, କାତି, ଲୁହାଛଡ଼ ଓ ନଗଦ ଟଙ୍କା ଜବତ କରାଯାଇଛି। ଖୋର୍ଦ୍ଧା ଟାଉନ୍ ଥାନା ପକ୍ଷରୁ ମିଳିଥିବା ସୂଚନାନୁସାରେ,…
ଅଧିକ ଖବର ଦେଖନ୍ତୁ...

୫ଜି ପ୍ରଯୁକ୍ତି ସଂପୂର୍ଣ୍ଣ ସୁରକ୍ଷିତ, ଆଶଙ୍କା ଅମୂଳକ : ସିଓଏଆଇ 

ନୂଆଦିଲ୍ଲୀ :  ୫ଜି ଟେକନଲୋଜୀର ନିରାପତ୍ତାକୁ ନେଇ ସମଗ୍ର ଦେଶରେ ଚିନ୍ତା ପ୍ରକାଶ ପାଇଥିବାବେଳେ ସେଲୁଲାର ଅପରେଟର ଆସୋସିଏସନ ଅଫ ଇଣ୍ଡିଆ (ସିଓଏଆଇ) ପକ୍ଷରୁ କୁହାଯ଼ାଇଛି ଯ଼େ ୫ଜି ସେବାକୁ ନେଇ ପ୍ରକାଶ ପାଉଥିବା ଆଶଙ୍କା ଅମୂଳକ ଓ ଏହି ଟେକନଲୋଜୀ ସଂପୂର୍ଣ୍ଣ ସୁରକ୍ଷିତ । ସିଓଏଆଇ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୫ ସହରରେ ଅକ୍ସିଜେନ କନସନଟ୍ରେଟର ସେବା ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାର ୫ଟି ସହରରେ ଅକ୍ସିଜେନ କନସନଟ୍ରେଟର ଘରେ ପହଂଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସେବା  ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ମେଡିକାଲ ଅକ୍ସିଜେନ ଆବଶ୍ୟକ କରୁଥିବା ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...