Daily Archives

June 11, 2021

ମନ୍ତରା ତେଲ ଓ ପାଣିରେ ରୋଗ ଭଲ କରୁଛନ୍ତି ପଞ୍ଜାବୀ ଡ଼୍ରାଇଭର ବାବା !

ଭଞ୍ଜନଗର: ବାବାଙ୍କ ହାତରେ ରହିଛି ଅଲୌକିକ ଶକ୍ତି! ତାଙ୍କର ମନ୍ତୁରା ପାଣି ପିଇଲେ କିମ୍ବା ମନ୍ତୁରା ତେଲ ମାଲିସ୍ କଲେ ବର୍ଷ ବର୍ଷର ଅସାଧ୍ୟ ରୋଗରୁ ଉପଶମ ମିଳି ପାରୁଛି। ହଠାତ୍ ଏଭଳି ଏକ ଚମତ୍କାରୀ ବାବାଙ୍କ ଆର୍ବିଭାବ ହୋଇଥିବା ଖବର ବିଜୁଳି ବେଗରେ ପ୍ରଚାରିତ ହେବ ପରେ ଭଞ୍ଜନଗର ବ୍ଳକ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ କମୁଛି ସଂକ୍ରମଣ

ଭୁବନେଶ୍ବର: ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ୪୮୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୦୨ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୮୩ଜଣ ରହିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। Update on…
ଅଧିକ ଖବର ଦେଖନ୍ତୁ...

ତେଲଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଖୋର୍ଦ୍ଧା: ଦେଶରେ ଇନ୍ଧନ ତେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ଖୋର୍ଦ୍ଧା ନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ପେଟ୍ରୋଲ୍ ପମ୍ପ ନିକଟରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ୮ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ଆଜି ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ ପ୍ରଶାସନ ତରଫରୁ ଘରକୁ ଫେରି ଆସ ଯୋଜନାରେ ମାଓବାଦୀ ମାନଙ୍କୁ ପୁଣି ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଉଜ୍ୟମ କରାଯାଉଛି। ଏହି ପରିପ୍ରେକ୍ଷୀରେ ବହୁ ମାଓବାଦୀ…
ଅଧିକ ଖବର ଦେଖନ୍ତୁ...

ଏଣିକି ଦିଲ୍ଲୀରେ ଏତିକି ସ୍ପିଡ଼ରେ ଚଳାଇପାରିବେ ଗାଡି, ସ୍ପିଡ଼ ବଢିଲେ ଫାଇନ ଗଣିବେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରାସ୍ତା ପାଇଁ ଦିଲ୍ଲୀ ଟ୍ରାଫିକ ପୁଲିସ ଏକ ନୂତନ ଗାଇଡଲାଇନ ଜାରି କରିଛି। ଏହି ନୂତନ ଗାଇଡଲାଇନ ଅନୁଯାୟୀ ଦିଲ୍ଲୀର ରାସ୍ତାରେ କେତେ ବେଗରେ ଜଣେ ଗାଡି ଚଳାଇପାରିବ ତାହା ଦର୍ଶାଯାଇଛି | ପୂର୍ବ ନିୟମ ତୁଳନାରେ ଏଥର ଏହି ନିୟମରେ କିଛି ପରିବର୍ତ୍ତନ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୮୫୧୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୧୮

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ ମହାମାରୀରୁ ଆଜି ୮୫୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୧୮ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ଜିତନରାମ ମାଂଝୀଙ୍କୁ ସ୍ୱାଗତ କରିବାକୁ ଆରଜେଡି ପ୍ରସ୍ତୁତ! ତେଜପ୍ରତାପଙ୍କ ସହ ବୈଠକ ପରେ ବଢ଼ିଲା ଚର୍ଚ୍ଚା

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦଙ୍କ ୭୪ ତମ ଜନ୍ମଦିନ ଅବସରରେ ବିଧାୟକ ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହମ୍) ସୁପ୍ରିମୋ ଜିତନରାମ ମାଂଝୀଙ୍କ ପାଇଁ ଆରଜେଡିର ଦ୍ୱାର ଖୋଲିଛନ୍ତି। ତେଜପ୍ରତାପ ଯାଦବ…
ଅଧିକ ଖବର ଦେଖନ୍ତୁ...

ବିଜେପି ଛାଡ଼ି ତୃଣମୂଳ କଂଗ୍ରେସକୁ ଫେରିଲେ ମୁକୁଳ ରାୟ

କୋଲକତା : ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ମୁକୁଳ ରାୟ ଆଜି ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରିଯ଼ାଇଛନ୍ତି । ନିଜ ପୁଅ ଶୁଭ୍ରାଂଶୁ ରାୟଙ୍କ ସହ ସେ ତୃଣମୂଳ କଂଗ୍ରେସ ଭବନଠାରେ ସେ ଏହି ଦଳକୁ ଫେରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ ।…
ଅଧିକ ଖବର ଦେଖନ୍ତୁ...

ପୁଲିସ ଜାଲରେ ସେକ୍ସ ରାକେଟ୍‌ କିଙ୍ଗପିନ୍

କେନ୍ଦୁଝର: କେନ୍ଦୁଝର ସହର ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ରେକ୍ସ ରାକେଟ୍‌ ଚଳାଇଥିବା କିଙ୍ଗପିନ ରାଜା (ଛଦ୍ମନାମ) କେନ୍ଦୁଝର ଟାଉନ ପୁଲିସ ଜାଲରେ ପଡ଼ି ଛଟପଟ ହେଉଛି। କେନ୍ଦୁଝରର ଜଣେ ୧୩ ବର୍ଷୀୟ ନାବାଳିକା ବୁଧବାର ରାଜା ବିରୋଧରେ ଟାଉନ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗକୁ…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ଚୋରା ଚାଲାଣ: କାଲିମେଳାର ପ୍ରତିଷ୍ଠିତ ସୁନା ବ୍ୟବସାୟୀ ଗିରଫ

ଚିତ୍ରକୋଣ୍ଡା: ଗଂଜେଇ ଚୋରା ଚାଲାଣ ଅଭିଯୋଗରେ କାଲିମେଳାର ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କୁ ଗିରଫ କରିଥିବା ଚିତ୍ରକୋଣ୍ଡା ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ ଗତ ୧୦ ତାରିଖରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଟିମ ନକାମାମୁଡ଼ି ବାଲିମେଳା…
ଅଧିକ ଖବର ଦେଖନ୍ତୁ...