Daily Archives

June 23, 2021

ସନ୍ତାନସନ୍ତତି ନହେବାରୁ ମହିଳାଙ୍କୁ ହତ୍ୟା ଅଭିଯୋଗ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଉପକଣ୍ଠ ପଲ୍ଲା ଠାରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ମହିଳାଙ୍କ ଭାଇଙ୍କ ଲିଖିତ ଅଭିଯୋଗ ଭିତ୍ତିରେ ପୁଲିସ ମାମଲା ରୁଜୁ କରିବା ସହ ଶ୍ୱଶୁର ଓ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି । ସୂଚନାନୁସାରେ, ଗତକାଲି ରାତି ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ଫାଇନାନ୍ସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନେଇଗଲେ ୮୭ ହଜାର ଟଙ୍କା

ବାଲିଅନ୍ତା: ସ୍ଥାନୀୟ ଚିଙ୍ଗୁଡ଼ିଆ-ଭିଙ୍ଗାରପୁର ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଚିଙ୍ଗୁଡ଼ିଆ-ଭିଙ୍ଗାରପୁର ଶାସନ ଗ୍ରାମ ମଧ୍ୟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଜଣେ ଫାଇନାନ୍ସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କଠାରୁ ୮୭ ହଜାର ଭର୍ତ୍ତି ଟଙ୍କା ବ୍ୟାଗ ଲୁଟି ନେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପହାର ଦେଇପାରନ୍ତି। ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହୋଇଯିବ। ବୃଷ: ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ପରିବାରରେ ସୁଖ…
ଅଧିକ ଖବର ଦେଖନ୍ତୁ...

ପିଲାଟି ବେଳରୁ ଦୁଇଟି ବାହୁ ହରାଇଥିବା ଗୁଲସନ ଜଙ୍ଘର ମାଂସପେଶୀରେ ‌ନେଲେ କରୋନା ଟିକା

ରାଞ୍ଚି: ଝାଡ଼ଖଣ୍ଡର ମନୋହରପୁରରେ ବସବାସ କରୁଥିବା ଗୁଲସନ ଲୋହରଙ୍କ ପିଲାଟି ବେଳରୁ ହାତ ନାହିଁ, କିନ୍ତୁ ଏସବୁ ସତ୍ତ୍ବେ ସେ ଭାଙ୍ଗି ପଡ଼ି ନଥିଲେ। ମନକୁ ଦୃଢ଼ କରି ପାଠପଢ଼ିବା ସହିତ କମ୍ପ୍ୟୁଟର ବି ଶିଖିଥିଲେ।  କିଛିବର୍ଷ ପୂର୍ବେ ରାଞ୍ଚିରେ ଝାଡଖଣ୍ଡ ଫାଉଣ୍ଡେସନ ଦିବସରେ ଆୟୋଜିତ ଏକ…
ଅଧିକ ଖବର ଦେଖନ୍ତୁ...

ଭାରତକୁ କେବେ ଆସିଥିଲା କୋକାକୋଲା ଜାଣନ୍ତି କି ?

ଫୁଟବଲର ସବୁଠୁ ବଡ ଚାମ୍ପିଅନସିପ୍ ମଧ୍ୟରୁ ପ୍ରମୁଖ ୟୁରୋ କପର ଏକ ସାମ୍ବାଦିକ ସମ୍ମିଳନୀ ଚାଲିଥିଲା ​​| ପର୍ତ୍ତୁଗାଲ ଦଳର ଅଧିନାୟକ କ୍ରିଷ୍ଟିଆନୋ ରୋନାଲଡୋ ଟେବୁଲରେ ରଖାଯାଇଥିବା କୋକାକୋଲା ବୋତଲକୁ ଉଠାଇ ଦୁଆରରେ ରଖିଦେଲେ । ସେ ପାଣି ବୋତଲ ଉଠାଇ କୋକାକୋଲା ଅପେକ୍ଷା ପାଣି ଭଲ ବୋଲି ସୂଚାଇ…
ଅଧିକ ଖବର ଦେଖନ୍ତୁ...

ଶୋପିଆନ୍ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ | ବୁଧବାର ସନ୍ଧ୍ୟାରେ ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲ୍ଲାର ଶିର୍ମାଲ ଅଞ୍ଚଳରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଜମ୍ମୁ-କଶ୍ମୀରରେ ଚାଲିଥିବା ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ଭୋକ ଉପବାସରେ ଆଉ କେତେ ଦିନ ବଂଚିବୁ: ଜେମା ଓ ଭଗବତୀ

ଜୟପୁର: ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ବାରମ୍ବାର ଆବେଦନ କରି ଥକ୍କିଗଲୁଣି। ଆମ ଆବେଦନପତ୍ର ପୌର କାର୍ଯ୍ୟାଳୟରେ ଆଉ ସୁରକ୍ଷିତ ଭାବେ ରହିଛି କି ନାହିଁ ସଂଦେହ। ତଥାଫି ଆଜି ନ ହେଲେ କାଲିକୁ ଆମକୁ ଭତ୍ତା ମିଳବ ବୋଲି ବାରମ୍ବାର ପୌରପାଳିକା କାର୍ଯ୍ୟାଳୟକୁ ଦଉଡୁଛୁ। ଦଉଡି ଦଉଡ଼ି ନୟାନ୍ତ…
ଅଧିକ ଖବର ଦେଖନ୍ତୁ...

ଭାରତର ଧନୀମାନଙ୍କ ସଂପତ୍ତି ୪.୪% କମିଲା

ନୂଆଦିଲ୍ଲୀ :  ଭାରତର ସୁପରରିଚ୍ ବା ଅତିଧନୀମାନଙ୍କ ସଂପତ୍ତି ପରିମାଣରେ ଚଳିତ ବର୍ଷ ପ୍ରାୟ ୪.୪ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଫଳରେ ସେମାନଙ୍କ ସଂପତ୍ତି ପରିମାଣ ହ୍ରାସ ପାଇଛି ବୋଲି କ୍ରେଡିଟ ସୁଇସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ବାଦୁଡ଼ି ଶରୀରରେ ଚିହ୍ନଟ ହେଲା ନିପା ଭାଇରସ

ମୁମ୍ବାଇ: ମହାରାଷ୍ଟ୍ରର ସତାରା ଜିଲ୍ଲାର ମହାବଲେଶ୍ୱରରେ ଥିବା ଗୁମ୍ଫାରେ ରହୁଥିବା ବାଦୁଡ଼ିଙ୍କ ଶରୀରରେ ନିପା ଭାଇରସ ଚିହ୍ନଟ ହୋଇଛି। ମହାବଲେଶ୍ୱରକୁ ଭାରତରେ ମିନି କାଶ୍ମୀର ମଧ୍ୟ କୁହାଯାଏ। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ସେଠାରେ ପହଞ୍ଚନ୍ତି। ୨୦୨୦ ମସିହାରେ, ନ୍ୟାସନାଲ୍…
ଅଧିକ ଖବର ଦେଖନ୍ତୁ...

ହିଟାଚିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

ଭଞ୍ଜନଗର: ଭଂଜନଗର ଥାନା ଅଧୀନ ଗୋଲାପଡା ଗ୍ରାମ ନିକଟରେ ଏକ ହିଟାଚିରେ ନିଆଁ ଲାଗିଥିବା ଜଣପଡିଛି। ଗ୍ରାମର ସପ୍ନେନେଶ୍ବର ମନ୍ଦିର ଠାରେ ଚାଲିଥିବା କେନାଲ କାମରେ ହିଟାଚି ମେସିନ୍ ଲାଗିଥିବା ବେରଳେ ହଠାତ୍ ପଛ ଭାଗରୁ ନିଆଁ ବାହାରିଥିଲା। ଏହି ସମୟରେ ଗୋଲାପଡା ଗ୍ରାମର ଜଣେ ଗାଈ ଜଗୁଆଳ ଏହା…
ଅଧିକ ଖବର ଦେଖନ୍ତୁ...