Daily Archives

June 23, 2021

“ଟ୍ରଷ୍ଟ ଇନ୍ ନ୍ୟୁଜ୍” ରେ ୪୬ ମିଡିଆ ମାର୍କେଟ ମଧ୍ୟରୁ ୩୧ସ୍ଥାନରେ ଭାରତ: ରଏଟର୍ସ ଇନଷ୍ଟିଚ୍ୟୁଟ୍ ସର୍ଭେ

ନୂଆଦିଲ୍ଲୀ: “ଟ୍ରଷ୍ଟ ଇନ୍ ନ୍ୟୁଜ୍” ରେ ୪୬ ମିଡିଆ ମାର୍କେଟ ମଧ୍ୟରୁ ୩୧ସ୍ଥାନରେ ଭାରତ | ରଏଟର୍ସ କରିଥିବା ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି | ବୁଧବାର ଦିନ ପ୍ରକାଶିତ ରଏଟର୍ସ ଇନଷ୍ଟିଚ୍ୟୁଟ୍ ଫର ଷ୍ଟଡି ଅଫ୍ ଜର୍ଣ୍ଣାଲିଜିମ୍ (ଆରଆଇଏସ ଜେ) ର ଡିଜିଟାଲ୍ ନ୍ୟୁଜ୍ ରିପୋର୍ଟ ୨୦୨୧ର ଦଶମ…
ଅଧିକ ଖବର ଦେଖନ୍ତୁ...

ଘର ଚୂର୍ ମାର କରିଦେଲେ ହାତୀପଲ

ଚମକପୁର: ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଦିନ କୁ ଦିନ ହାତୀପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ସନ୍ଧ୍ୟା ହେଲେ ହାତୀପଲ ଜଙ୍ଗଲରୁ ବାହାରି ଖରାଟିଆ ଧାନ ଫସଲ ନଷ୍ଟ କରିବା ସହିତ ଘର ଦ୍ଵାର ଭାଙ୍ଗି ଚୁର୍ ମାର କରୁଛନ୍ତି । ଏ ନେଇ ଲୋକଙ୍କ ଆଖିରେ ନିଦ ହଜି ଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଏହି…
ଅଧିକ ଖବର ଦେଖନ୍ତୁ...

ଭାରତରେ ବଢୁଛି ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା, ୪୦ଜଣ ସଂକ୍ରମିତ ହେବା ପରେ ସତର୍କ ରହିବାକୁ କହିଲା…

ନୂଆଦିଲ୍ଲୀ: ଗତକାଲି ଭାରତରେ ୨୨ଜଣ ଡେଲଟା ପ୍ଲସ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୪୦ରେ ପହଞ୍ଚିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଡେଲଟା ପ୍ଲସ୍ ଦ୍ୱାରା ପ୍ରାୟ ୪୦ଜଣ ଭାରତରେ ସଂକ୍ରମିତ ହୋଇଛନ୍ତି | କୋଭିଡ -୧୯ର ଡେଲଟା ପ୍ଲସ ଭାରିଆଣ୍ଟ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରୁ ଚିହ୍ନଟ ହେଲେ ୩୭୫ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୩୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୪ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ତେବେ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିବା ଏକ ପ୍ରକାର ଆଶ୍ବସ୍ତିର ଖବର ବୋଲି…
ଅଧିକ ଖବର ଦେଖନ୍ତୁ...

ଗୃହିଣୀମାନଙ୍କ ଜମା ଟଙ୍କା ଉପରୁ ଆଦାୟ କରାଯାଇପାରିବ ନାହିଁ ଆୟକର ଟିକସ, ଟ୍ରିବ୍ୟୁନାଲ ଦେଲେ ବଡ଼ ରାୟ

ନୂଆଦିଲ୍ଲୀ: ଗୃହିଣୀମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର | ଏଣିକି ଘରର ଗୃହିଣୀ ନିଜେ ସଂଚୟ କରିଥିବା ଅର୍ଥରାଶି ଉପରେ କୌଣସି ଇନକମ ଟ୍ୟାକ୍ସ ଲାଗୁ କରାଯାଇପାରିବ ନାହିଁ | ଇନକମ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ୍ (ITAT) କହିଛି ଯେ ଘରଣୀମାନଙ୍କ ଜମା ରାଶିକୁ ଆୟ ଭାବରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ : ନ୍ୟୁଜିଲାଣ୍ଡ ଆଗରେ ୧୩୯ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ସାଉଥାମ୍ପଟନ୍‌: ଇଂଲଣ୍ଡର ସାଉଥାମ୍ପଟନ୍‌ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ଆଗରେ ୧୩୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ନିଜର ୨ୟ ଇନିଂସରେ ଭାରତ ୧୭୦ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଋଷଭ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ୨୩ ଦିନରେ ୩୧ ମୁଣ୍ଡ ନେଲାଣି କରୋନା

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚଳିତ ମାସର ୨୩ ଦିନରେ ୩୧ ଜଣଙ୍କର ମୁଣ୍ଡ ନେଲାଣି ମହାମାରୀ କରୋନା। ଆଜି ମଧ୍ୟ କରୋନାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ୪୭ ବର୍ଷ ପୁରୁଷ ଓ ଅନ୍ୟ ଜଣେ ୫୫ ବର୍ଷିୟା ମହିଳା ରହିଛନ୍ତି । ଏହି ସମୟରେ ଆଜି ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩,୪୫୬…
ଅଧିକ ଖବର ଦେଖନ୍ତୁ...

କୃଷ୍ଣ ସାଗର ଅଞ୍ଚଳରେ ଉତ୍ତେଜନା : ବ୍ରିଟିଶ ଯୁଦ୍ଧ ଜାହାଜକୁ ଘେରିଲେ ଋଷୀୟ ଲଢୁଆ ବିମାନ, ଯୁଦ୍ଧ ଜାହାଜ

ମସ୍କୋ :  କୃଷ୍ଣ ସାଗର ଅଞ୍ଚଳରେ ଋଷିଆ ଓ ନ୍ୟାଟୋ ମଧ୍ୟରେ ଉତ୍ତେଜନା ହଠାତ ବଢିଯାଇଛି । ଆଜି ନ୍ୟାଟୋ ସଦସ୍ୟ ଦେଶ ତଥା ଆମେରିକାର ସହଯୋଗୀ ବ୍ରିଟେନର ଏକ ଯୁଦ୍ଧ ଜାହାଜ କୃଷ୍ଣ ସାଗରରେ ପ୍ରବେଶ କରି ଋଷିଆର ଜଳସୀମା ଉଲ୍ଲଙ୍ଘନ କରିବା ପରେ ଋଷିଆ ଯୁଦ୍ଧ ବିମାନରୁ ବୋମା ପକାଇ ବ୍ରିଟେନକୁ ସତର୍କ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଶ୍ରୀଜିଉଙ୍କ ‘ସ୍ନାନଯାତ୍ରା’, ପୂର୍ବାହ୍ନ ୧୧ଟାରେ ହାତୀବେଶ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ସମୟ ପାଖେଇ ଆସୁଛି । ଶ୍ରୀକ୍ଷେତ୍ରରେ ଆଉ ମାତ୍ର କିଛି ଘଣ୍ଟା ସମୟ ପରେ ଶ୍ରୀଜିଉଙ୍କର ଏହି ବାର୍ଷିକ ପର୍ବ ଆରମ୍ଭ ହୋଇଯିବ । ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ମନ୍ଦିରର…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ଅବସ୍ଥା ପଞ୍ଜାବରେ ହେବାକୁ ଦିଆଯିବ ନାହିଁ, ସିଦ୍ଧୁ-କ୍ୟାପଟେନଙ୍କ କଳିକୁ ନେଇ ବଡ ବୟାନ…

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଏବଂ ଦଳର ବିଧାୟକ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବଢ଼ିଥିବା କଳହ ଏବଂ ବିବାଦ ବହୁଦିନ ହେଲା ଦିଲ୍ଲୀରେ ପହଞ୍ଚି ସାରିଛି। ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦରେ ପୂର୍ଣ୍ଣଛେଦ ପକାଇବା ପାଇଁ ଦଳର କେନ୍ଦ୍ରୀୟ ନେତୃତ୍ବ…
ଅଧିକ ଖବର ଦେଖନ୍ତୁ...