Daily Archives

July 16, 2021

ଟିକା ଆସିଥିଲା ୩୮୦, ଲୋକ ୧ ହଜାର; ପୁଲିସ୍ ପହଞ୍ଚିବା ପରେ ବିଳମ୍ବରେ ଆରମ୍ଭ ହେଲା ଟିକାକରଣ 

ଭଞ୍ଜନଗର: କରୋନା ମହାମାରୀରୁ ସୁରକ୍ଷା ପାଇଁ ସରକାର ଟିକାକରଣକୁ ଗୁରୁତ୍ବ ଦେଉଥିବା ବେ୍ଳେ ତୃତୀୟ ଲହରରୁ ରକ୍ଷା ପାଇବା ମଧ୍ୟ ବ୍ୟପକ ସଚେତନ କରୁଛନ୍ତି। କିନ୍ତୁ ବିଭିନ୍ନ ଟିକାକରଣ କେନ୍ଦ୍ର ଗୁଡ଼ିକରେ ହେଉଥିବା ଅସମ୍ଭାଳ ପରିସ୍ଥିତି ତୃତୀୟ ଲହରକୁ ନିମନ୍ତ୍ରଣ କଲା ଭଳି ମନେ ହେଉଛି।…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ସହିତ ବ୍ରେକଅପ ହେବା ପରେ ୭ଟି ଗାଡ଼ି ଭାଙ୍ଗିବା ପ୍ରେମିକଙ୍କୁ ମହଙ୍ଗା ପଡ଼ିଲା

ବେଙ୍ଗାଲୁରୁ: ଏଯାବତ ବ୍ରେକଅପର ଅନେକ ଘଟଣା ସାମ୍ନାକୁ ଆସିଛି କିନ୍ତୁ କେବେ ଶୁଣିଛନ୍ତି ବ୍ରେକଅପ ପରେ ପ୍ରେମିକ ଗୋଟିଏ କି ଦୁଇଟି ନୁହେଁ ଏକାସାଙ୍ଗରେ ସାତଟି ଗାଡ଼ି ଭାଙ୍ଗି ଦେଇଥିବାର। ଏମିତି ଘଟଣାର ହୁଏତ ସିନେମାର ଦେଖିବାକୁ ପାଇଥିବେ। କିନ୍ତୁ ନିକଟରେ କର୍ଣ୍ଣାଟକ ରାଜଧାନୀ…
ଅଧିକ ଖବର ଦେଖନ୍ତୁ...

ରଗଡି ଜେଲରେ ଵିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ଯାଜପୁର: ରଗଡି ଜେଲରେ ରହୁଥିବା ଜଣେ ଵିଚାରଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଯାଜପୁରର ରଗଡି ଜେଲରେ ୪ ମାସ ହେବ ଭଦ୍ରକ ଅଂଚଳର ସତ୍ୟବ୍ରତ ଖିଲାର ବିଚାରଧୀନ କଏଦୀ ଭାବେ ସଜା କାଟୁଥିଲେ। ତେବେ ଆଜି ସେ…
ଅଧିକ ଖବର ଦେଖନ୍ତୁ...

ଦେଶ ପାଇଁ ଗୌରବ ଆଣିଲେ ଆଉ ଜଣେ ଭାରତୀୟ ମହିଳା, ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପାଇଁ ତିଆରି କରିଛନ୍ତି ରକେଟ

ନୂଆଦିଲ୍ଲୀ: ଚର୍ଚ୍ଚାରେ ଆଉ ଜଣେ ଭାରତୀୟ ମହିଳା | କିଛି ଦିନ ତଳେ ଭାରତ ଜନ୍ମିତ ସିରିଶା ବାନ୍ଦଲା ମହାକାଶକୁ ଯାତ୍ରା କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ମହାରାଷ୍ଟ୍ରର ଏକ ଛୋଟ ସହର କଲ୍ୟାଣରେ ଜନ୍ମଗ୍ରହଣ କରିଥିବା ସଂଜଲ ଗାୱଡେ ଚର୍ଚ୍ଚାରେ | ଆମାଜନ ପ୍ରତିଷ୍ଠାତା ତଥା ବିଲିୟନାୟାର…
ଅଧିକ ଖବର ଦେଖନ୍ତୁ...

ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହର ମରାମତି ପାଇଁ ପୀଠରେ ପହଁଚିଲେ ବୈଷୟିକ ଟିମ

ଆରଡି: ଦୀର୍ଘବର୍ଷ ପରେ ଆରମ୍ଭ ହେବାକୁ ଯାଉଛି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ଓ ପୀଠର ସମ୍ପ୍ରସାରଣ କାର୍ଯ୍ୟ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା। ମନ୍ଦିର ଗର୍ଭଗୃହର ମରାମତି ଓ ପୀଠର ଉନ୍ନତିକରଣ ପାଇଁ କାର୍ଯ୍ୟଭାର ନେଇଥିବା…
ଅଧିକ ଖବର ଦେଖନ୍ତୁ...

‘ରାତି ସରି ସରି ଯାଉଛି’ର ଟ୍ରେଲର୍ ରିଲିଜ୍

ଭୁବନେଶ୍ବର: ମଞ୍ଜରୀ ମୁଭିଜ୍ ଏବଂ ଅମୀୟ ପଟ୍ଟନାୟକ ପ୍ରଡକସନ୍ସର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ନୂଆ ଓଡ଼ିଆ ସିନେମା ‘ରାତି ସରି ସରି ଯାଉଛି’ର ଟ୍ରେଲର୍ ରିଲିଜ୍ ହୋଇଛି। ଏହାର ଟ୍ରେଲରରେ ନାୟକ-ନାୟିକାଙ୍କ ଜବରଦସ୍ତ ରୋମାନ୍ସ ସାଙ୍ଗକୁ ଖଳନାୟକ ରାଇମୋହନଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ପାଦରେ ମାସ୍କ ପିନ୍ଧିଛନ୍ତି ମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ପରିସ୍ଥିତି କ’ଣ ହୋଇଛି ତାହା ସମସ୍ତଙ୍କୁ ଜଣା। କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ସରକାର ଲକଡାଉନ, ସଟଡାଉନ ଭଳି ନିୟମ ଜାରି କରିଥିବା ବେଳେ ଟିକାକରଣକୁ ବୃଦ୍ଧି କରିଛନ୍ତି। ଏସବୁ ‌ସତ୍ତ୍ବେ ସରକାର ବାରମ୍ବାର ଲୋକମାନଙ୍କୁ ସାମାଜିକ ଦୂରତା…
ଅଧିକ ଖବର ଦେଖନ୍ତୁ...

 ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍‌ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଶିଶୁର ଜୀବନ ବଞ୍ଚାଇବା ପାଇଁ ୧୬ମହଲାରୁ ତଳକୁ ଫିଙ୍ଗି ଦେଲା ମା’

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ଗିରଫ ପରେ ହିଂସା ଜାରି ରହିଛି। ଅନେକ ସହରର ଲୋକ ଏହାକୁ ବିରୋଧ କରୁଛନ୍ତି। ଏଯାବତ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ପରିସ୍ଥିତି ବହୁତ ଖରାପ ରହିଥିବା କୁହାଯାଉଛି। ଏହି କ୍ରମରେ ଏକ ଦୁଃଖଦ ଘଟଣା…
ଅଧିକ ଖବର ଦେଖନ୍ତୁ...