Daily Archives

July 17, 2021

ମାଓ ସଚିବ ଅରୁଣାଙ୍କ ପ୍ରେସ ବିଜ୍ଞପ୍ତି; ମାଓ କମାଣ୍ଡର ସୁଧିର ରାଜାକୁ ପାର୍ଟିରୁ ନିଳମ୍ବିତ ନେଇ ସୂଚନା

ମାଲକାନଗିରି: ନକ୍ସଲ ସଂଗଠନ ଏବେ ଦୁର୍ବଳ ହେବାକୁ ଲାଗିଛି। ଗୋଟିଏ ଦିଗରେ କରୋନାର ପ୍ରକୋପ ଜାରି ରହିଥିବା ବେଳେ ବଡ ବଡ ନେତାଙ୍କ ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଇଛି।ଗତ କିଛି ଦିନ ତଳେ ମାଓ କମାଣ୍ଡର ବିନୋଦର ମୃତ୍ୟୁ, ରାମନ୍ନାର ପୁଅ ରଂଜିତର ଆତ୍ମସମର୍ପଣ ଭଳି ଘଟଣା ଘଟିବା ପରେ ଏବେ ବିଶାଖା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଆଫଗାନ ରାଷ୍ଟ୍ରଦୂତଙ୍କ କନ୍ୟାଙ୍କୁ ଅପହରଣ, ନିର୍ଯ୍ୟାତନା

ଇସଲାମାବାଦ : ପାକିସ୍ତାନରେ ଅବସ୍ଥାପିତ ଆଫଗାନ ରାଷ୍ଟ୍ରଦୂତ ନଜିବୁଲ୍ଲା ଅଲିକିଲଙ୍କ କନ୍ୟା ସିଲସିଲା ଅଲିକିଲଙ୍କୁ କେତେକ ଅଜ୍ଞାତ ବ୍ୟକ୍ତି ଅପହରଣ କରି ନିର୍ଯ୍ୟାତନା ଦେଇଥିବା ଜଣାପଡ଼ିଛି । ଅପହରଣକାରୀମାନେ ସିଲସିଲାଙ୍କୁ ପରେ ଛାଡ଼ିଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ୨ ଘଣ୍ଟା ଲୋକଙ୍କ ଅଭିଯୋଗ ଶୁଣିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ

ଲଖନଉ: ଅଫିସରେ ବସି ପ୍ରତିଦିନ ୨ ଘଣ୍ଟା (ସକାଳ ୧୦ଟାରୁ ୧୨ଟା) ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ପ୍ରତିଦିନ ସକାଳେ ତାଙ୍କ କାର୍ଯ୍ୟାଳୟରେ ଦୁଇ ଘଣ୍ଟା ବସି ଜନସାଧାରଣଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ସଂଶୋଧିତ ମୂଲ୍ୟ ସହ କୋଭାକ୍ସିନ ଓ କୋଭିସିଲ୍ଡର ୬୬କୋଟି ଡୋଜ କିଣିବ କେନ୍ଦ୍ର

ନୂଆଦିଲ୍ଲୀ: ଟିକା ନେଇ ସବୁଠୁ ବଡ଼ ଅର୍ଡର ଦେଲେ କେନ୍ଦ୍ର ସରକାର । ୧୪ ହଜାର ୫୦୫ କୋଟି ଟଙ୍କାର ୬୬ କୋଟି ଡୋଜ୍ ପାଇଁ ବରାଦ ଦେଇଛନ୍ତି କେନ୍ଦ୍ର ସରକାର। ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ୍ ଡୋଜ୍ ପାଇଁ ଏହି ଅର୍ଡର ଦିଆଯାଇଛି | ତେବେ ୬୬ କୋଟି ଡୋଜ୍ କ୍ରୟ ପାଇଁ ମୂଲ୍ୟ ସଂଶୋଧନ କରାଯାଇଛି |…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ଅଭିନବ ପ୍ରତିବାଦ, ପେଟ୍ରୋଲ ଲିଟର ପିଛା ବିକିଲା ୮୦ ଟଙ୍କା

ବନ୍ତଳା: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ରାଜ୍ୟ ସାରା ପ୍ରଦର୍ଶନ କରୁଛି । ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଥିବା ବେଳେ କଂଗ୍ରେସ ଆଜି ପେଟ୍ରୋଲ ଲିଟର ପିଛା ୮୦ ଟଙ୍କାରେ ବିକ୍ରିକରି ଅଭିନବ ବିରୋଧ ପ୍ରଦର୍ଶନ କରିଛି । ଅନୁଗୁଳ ଜିଲ୍ଲା ବନ୍ତଳାରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ୧୫ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ 

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି । ଏଥିରେ  ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ…
ଅଧିକ ଖବର ଦେଖନ୍ତୁ...

ସମ୍ବର ମାଂସ ବିକ୍ରି ପାଇଁ ପ୍ରସ୍ତୁତି ବେଳେ ବନ ବିଭାଗର ଅତର୍କିତ ଚଢାଉ, ଅଭିଯୁକ୍ତ ଗିରଫ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝାରଖମଣ ଗ୍ରାମରେ ଜୈନିକ ଯୁବକ ଜଙ୍ଗଲୀ ସମ୍ବର ମାଂସ ବିକ୍ରି ପାଇଁ ଘରେ ପଲିଥିନରେ ପ୍ୟାକିଂଙ୍ଗ କରୁଥିବା ସୂଚନା ପାଇ ବନ ବିଭାଗ ଆଜି ଭୋର ସକାଳେ  ଅତର୍କିତ ଚଢାଉ କରିଥିଲା। ଘଟଣାସ୍ଥଳରୁ ବନ ବିଭାଗ ଅଭିଯୁକ୍ତ ସନ୍ତୋଷ କୁମାର ସାହୁକୁ…
ଅଧିକ ଖବର ଦେଖନ୍ତୁ...

୨୧ରେ ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶା ସମେତ ୬ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୨୧ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ମଧ୍ୟ ଏହି ଲଘୁଚାପ ସୃଷ୍ଟି ହେବା ସମ୍ପର୍କରେ ସ୍ପଷ୍ଟ କରିଛି । ସ୍କାଏମେଟ…
ଅଧିକ ଖବର ଦେଖନ୍ତୁ...

ଚୁପଚାପ ଆସିଲେ ୧୭ କିଲୋ ସୁନା ସହ ୫ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ଲୁଟେରା

ଆଗ୍ରା: ଶନିବାର ଦିନ ଆଗ୍ରାସ୍ଥିତ ମନପୁରମ ଗୋଲ୍ଡ ଲୋନ କମ୍ପାନୀରେ ଏକ ବଡ ଧରଣର ଡକାୟତି ହୋଇଛି | ଲୁଟେରାମାନେ ୧୭ କିଲୋଗ୍ରାମ ସୁନା ଏବଂ ନଗଦ ୫ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯିବା ଘଟଣା ସାରା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ସହରର କମଳା ନଗରରେ ଅବସ୍ଥିତ ଏହି କମ୍ପାନୀର ଶାଖାରେ…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟିହେଲା ଇଫକୋ ଅଧିକାରୀଙ୍କ କାର, ୨ ମୃତ, ୨ ଗୁରୁତର

କୁଜଙ୍ଗ: ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ଇଫ୍‌କୋ କାରଖାନାର ଜନୈକ ଅଧିକାରୀଙ୍କ କାର କୁଜଙ୍ଗ ଥାନା ଅନ୍ତର୍ଗତ କଟକ-ପାରାଦ୍ବୀପ ରାଜ୍ୟ ରାଜପଥର ଚୌଧୁରୀଗଡା ନିକଟରେ ଏକ ଗଛରେ ପିଟିହୋଇ ଥିବା ଜଣାପଡ଼ିଛି। ଏହି ଘଟଣାରେ କାରର ଚାଳକଙ୍କ ସମେତ ଇଫ୍‌କୋ ଅଧିକାରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...