Daily Archives

July 17, 2021

୧୫ ଲକ୍ଷ କୃଷକଙ୍କୁ ବିଜୁଳି ବିଲରେ ରିହାତି ଦେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ‘ମୁଖ୍ୟମନ୍ତ୍ରୀ କିଷାନ ମିତ୍ର ଏନର୍ଜୀ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଆଜି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଥିବା ୧୫ ଲକ୍ଷ କୃଷକ ପରିବାରକୁ ପ୍ରତି ମାସର ବିଜୁଳି ବିଲ ଉପରେ ରାଜ୍ୟ ସରକାର ୧ ହଜାର ଟଙ୍କା ଛାଡ…
ଅଧିକ ଖବର ଦେଖନ୍ତୁ...

ରାତିରେ ଖାଇସାରି ଶୋଇଥିଲେ ଯୁବକ, ସାପ କାମୁଡ଼ାରେ ମୃତ 

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଝାଙ୍କରପାଲି ପଞ୍ଚାୟତ କଲିଆପାଲି ଗାଁର ରବୀନ୍ଦ୍ର ଭୋଇ(୩୩)ଙ୍କ ଶନିବାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, କୁଶଳୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ରବୀନ୍ଦ୍ର ଶୁକ୍ରବାର ରାତିରେ ଖାଇସାରି ଶୋଇଥିଲେ। ଏହି ସମୟରେ ଏକ…
ଅଧିକ ଖବର ଦେଖନ୍ତୁ...

କେବେ କାର୍ଯ୍ୟକାରୀ ହେବ ପ୍ରସ୍ତାବିତ ବ୍ରହ୍ମପୁର-ଫୁଲବାଣୀ ରେଳପଥ ନିର୍ମାଣ?

ଫୁଲବାଣୀ: ନିକଟରେ ଓଡ଼ିଶାର ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଦାୟିତ୍ବ ମିଳିଥିବାବେଳେ ଓଡ଼ିଶାର ବହୁ ପ୍ରତୀକ୍ଷିତ ରେଳପଥ ନିର୍ମାଣ ପାଇଁ ବିଭିନ୍ନ ଅଞ୍ଚଳବାସୀଙ୍କ ମନରେ ଆଶା ଦୃଢୀଭୂତ ହୋଇଛି। ଏହି ନ୍ୟାୟରେ ବ୍ରହ୍ମପୁର-ଫୁଲବାଣୀକୁ ସଂଯୋଗ କରୁଥିବା ପ୍ରସ୍ତାବିତ ରେଳପଥ…
ଅଧିକ ଖବର ଦେଖନ୍ତୁ...

ନୌସେନାରେ ସାମିଲ ହେଲା ଆମେରିକା ନିର୍ମିତ ଏମଏଚ୍ ୬୦-ଆର ରୋମିଓ ଲଢୁଆ ହେଲିକପ୍ଟର

ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ସାମିଲ ହୋଇଛି ୨ଟି ଆମେରିକା ନିର୍ମିତ ଏମଏଚ ୬୦-ଆର ରୋମିଓ ମଲଟିରୋଲ ହେଲିକପ୍ଟର । ଶୁକ୍ରବାର ନର୍ଦନ ଆଇଲାଣ୍ଡସ୍ଥିତ ଆମେରିକା ନୌସେନା ଘାଟିରେ ଅନୁଷ୍ଠିତ ଏକ ସମାରୋହରେ ଏହି ଦୁଇଟି ହେଲିକପ୍ଟରକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏହି ଅବସରରେ…
ଅଧିକ ଖବର ଦେଖନ୍ତୁ...

ମନଇଚ୍ଛା ବିଦ୍ୟୁତ କାଟିଲେ ଏଣିକି ଆପଣଙ୍କୁ ମିଳିବ କ୍ଷତିପୂରଣ, ମୋଦୀ ସରକାର ଆଣୁଛନ୍ତି ଏମିତି ଏକ ବିଲ

ନୂଆଦିଲ୍ଲୀ: ବିଦ୍ୟୁତ୍ ସେବା ଯୋଗାଉଥିବା କମ୍ପାନୀକୁ ନେଇ ଯଦି ଆପଣ ଖୁସି ନାହାଁନ୍ତି କିମ୍ବା ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସେବାକୁ ନେଇ ଆପଣ ଖୁସି ନୁହଁନ୍ତି, ତେବେ ଏଣିକି ଆପଣ ନିଜ ଇଚ୍ଛା ଅନୁଯାୟୀ ବିଦ୍ୟୁତ୍ କମ୍ପାନୀ ବଦଳାଇପାରିବେ | ଯେଭଳି ଜଣେ ମୋବାଇଲ ଅପରେଟର ବାଛିବାରେ…
ଅଧିକ ଖବର ଦେଖନ୍ତୁ...

ଅଫ୍‌ଲାଇନ୍‌ରେ ପଢ଼ିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ, ଜୁଲାଇ ୨୬ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର: ଗତ ଜୁନ୍ ମାସ ୨୧ ତାରିଖ ଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୟୁଟ୍ୟୁବ୍‌ରେ କ୍ଲାସ ଚାଲିଥିବା ବେଳେ ଆସନ୍ତା ୨୬ ତାରିଖ ଠାରୁ ସ୍କୁଲରେ ଅଫ୍‌ଲାଇନ୍‌ରେ ପାଠପଢ଼ା ଯିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କର ଅଫ୍‌ଲାଇନ୍ ପାଠପଢ଼ା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

୨୦୧୮ରେ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ମାମଲା : ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘରେ ପୁଣି ପହଞ୍ଚିଲା…

ନୂଆଦିଲ୍ଲୀ: ୨୦୧୮ ମସିହାରେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମୃତ୍ୟୁ ମାମଲା ଏବେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଅଡୁଆ ବଢାଇଛି । ଆଜି ପୁଣିଥରେ ପଶ୍ଚିମବଙ୍ଗ ସିଆଇଡି ପକ୍ଷରୁ ରାଜ୍ୟ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ଚଢାଉ କରାଯାଇଛି। ଏହା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ସରକାରୀ ସହାୟତା ମିଳିବା ପୂର୍ବରୁ ଆରପାରିକୁ ଚାଲିଗଲେ ଡାଗି ସାୟା 

ରା.ଉଦୟଗିରି: ଦେଖିବାକୁ ବୁଢା, ହେଲେ କାଗଜରେ ଭେଣ୍ଡିଆ ଶୀର୍ଷକ ଖବର 'ସମ୍ବାଦ'ରେ ପ୍ରକାଶନ ପରେ ନୂଆଗଡ ବ୍ଲକ୍‌ ଆତରସିଂ ପଞ୍ଚାୟତ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ତେବେ ଦୁର୍ଭାଗ୍ୟର ବିଷୟ ୬୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କା ଦାଗି…
ଅଧିକ ଖବର ଦେଖନ୍ତୁ...

ଡ୍ରୋନ-ନିରୋଧୀ ଜ୍ଞାନକୌଶଳର ବିକାଶ କରୁଛି ଡିଆରଡିଓ : ଅମିତ ଶାହା

ନୂଆଦିଲ୍ଲୀ :  ସୀମା ସେପଟୁ ଆସୁଥିବା ଡ୍ରୋନଗୁଡ଼ିକ ଭାରତୀୟ ସୁରକ୍ଷା ବାହିନୀ ପାଇଁ ଏକ ଆହ୍ବାନ ସଦୃଶ ହୋଇଛି  । ଏହି ଆହ୍ବାନର ମୁକାବିଲା ଲାଗି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ପକ୍ଷରୁ ଏକ ସ୍ବଦେଶୀ ଡ୍ରୋନ ନିରୋଧୀ ଜ୍ଞାନକୌଶଳର ବିକାଶ କରାଯାଉଛି ବୋଲି କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଆଜି ରାତି ସୁଦ୍ଧା ଘୋଷଣା ହୋଇପାରେ ପଞ୍ଜାବ କଂଗ୍ରେସର ନୂଆ ମୁଖିଆଙ୍କ ନାମ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ କିଏ ହେବ ସେ ନେଇ ଆଜି ଘୋଷଣା ହୋଇପାରେ | ଲଗାତାର କିଛି ଦିନ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ଆଜି ଅବସାନ ହୋଇପାରେ ବୋଲି କୁହାଯାଉଛି | ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ…
ଅଧିକ ଖବର ଦେଖନ୍ତୁ...