Daily Archives

July 18, 2021

ଏଣିକି ଦିଲ୍ଲୀ ଓ ମୁମ୍ବାଇରେ ବ୍ୟବହାର ହୋଇପାରିବ ନାହିଁ ଚୋରା ମୋବାଇଲ, ଏହି ଟେକନିକରେ ପୁଲିସ କରିଦେବ ବ୍ଲକ

ନୂଆଦିଲ୍ଲୀ: ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ୍ ଫୋନ ଆଉ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବ୍ୟବହୃତ ହୋଇପାରିବ ନାହିଁ | ପୁଲିସ ନିକଟରେ ରିପୋର୍ଟ ଦାଖଲ ହେବା ମାତ୍ରେ ଏଭଳି ମୋବାଇଲ୍ ହ୍ୟାଣ୍ଡସେଟକୁ କଳା ତାଲିକାଭୁକ୍ତ କରିବା ସହିତ (ଆଇଏମଇଆଇ)IMEI ନମ୍ବରକୁ ବ୍ଲକ କରାଯିବ।…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରୁ ୩୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୩୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୩୧୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେନଣ୍ଟାଇନରୁ ୬୯ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୪୯ଜଣ ରହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ୨୪୯୨ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୪

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୨୪୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୪ ଜଣ ଅଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ…
ଅଧିକ ଖବର ଦେଖନ୍ତୁ...

ନ୍ୟୁଜ ୱେବସାଇଟ ବିରୋଧରେ ଦେଶବିରୋଧୀ ଷଡଯନ୍ତ୍ରର ଅଭିଯୋଗ ଆଣିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ: ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ନ୍ୟୁଜ୍ ୱେବସାଇଟ ନାମରେ ଦେଶ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ 'ନ୍ୟୁଜ୍ କ୍ଲିକ୍' ନାମକ ଏକ ୱେବସାଇଟ୍ ଭାରତକୁ ବଦନାମ କରିବା ପାଇଁ କାର୍ଯ୍ୟ କରୁଛି। ସମ୍ବିତ ଏହା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

୧୧ ଲକ୍ଷର ଛେଳି ଖାଉଛି କାଜୁ ଓ ବାଦାମ

ନୂଆଦିଲ୍ଲୀ: ନିକଟରେ ଏକ ବ୍ୟୟବହୁଳ ଛେଳିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଛେଳିର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ବ୍ୟୟ ବହୁଳ ଛେଳିକୁ ଆସନ୍ତା ବକରି-ଇଦରେ ବଳି ପକାଯିବ । ତେବେ ଆଗାମୀ ୨୦ ତାରିଖରେ ମୁସଲମାନଙ୍କ ପର୍ବ ବକରି-ଇଦ୍ ବା ଇଦ-ଉଲ ଜୁହା ପାଳନ ହେବ । ଏହିଦିନ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନିକିଆ: ଭାରତ ଆଗରେ ୨୬୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା  

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । କଲମ୍ବୋସ୍ଥିତ ଆର୍ ପ୍ରେମ୍‌ଦାସା ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୃଙ୍ଖଳାର ପ୍ରଥମ ମୁକାବିଲା ହୋଇଛି । ଆୟୋଜକ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନରେ ଥିବା ଭାରତୀୟ ସମ୍ପତ୍ତିକୁ ଟାର୍ଗେଟ କରିବା ପାଇଁ ପାକ ସଂଗ୍ରାମୀ ଓ ତାଲିବାନକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ଅଶାନ୍ତି ଓ ଆକ୍ରମଣ ବୃଦ୍ଧି ସହିତ ସୁରକ୍ଷା ବ୍ୟବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଏବେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ନିଜ ସଂଗ୍ରାମୀ ଏବଂ ତାଲିବାନକୁ ଗତ ୨୦ ବର୍ଷ ମଧ୍ୟରେ ଭାରତ ଦ୍ୱାରା ନିର୍ମିତ କୋଠା ଏବଂ…
ଅଧିକ ଖବର ଦେଖନ୍ତୁ...

ଲାଲଗଡରେ ପୁଲିସ ଡିଜି; ବିଏସଏଫ ଏବଂ ପୁଲିସ ସହ ରୁଦ୍ଧଦ୍ବାର ବୈଠକରେ ମାଓ ଦମନ ସମୀକ୍ଷା

ମାଲକାନଗିରି: ଲାଲଗଡରେ ପୁଲିସ ଡିଜି ଅଭୟ। ଆଜି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ଟେମରୁପାଲ୍ଲୀ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ସେଠାରେ ବିଏସଏଫଙ୍କ  ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ କରିଥିଲେ। ଛତିଶଗଡ ନକ୍ସଲଙ୍କ ପାର୍ଦୁର୍ଭାବ ଏହି ଅଂଚଳରେ ବଢୁଥିବାରୁ ଡିଜି ଅଭୟ…
ଅଧିକ ଖବର ଦେଖନ୍ତୁ...

ଚାକିରିରୁ ଛଟେଇ ହୋଇଥିବା କର୍ମଚାରୀଙ୍କ ପାଇଁ ବଡ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାକିରିରୁ ଛଟେଇ ହୋଇଥିବା କର୍ମଚାରୀଙ୍କ ପାଇଁ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ | ମଧ୍ୟପ୍ରଦେଶ ବୁନ୍ଦେଲଖଣ୍ଡର ଏକ ବ୍ୟାଙ୍କର କର୍ମଚାରୀଙ୍କ ଛଟେଇ ବାବଦରେ ରାୟ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଶିଳ୍ପ ବିବାଦ ଆଇନର ଧାରା ୨୫ଏଫ ର ସର୍ତ୍ତ ପାଳନ କରାଯାଇନଥାଏ, ତେବେ ଏପରି…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ହେତୁ ଟୋକିଓ ଅଲମ୍ପିକ ବିପଦରେ!

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପାଇଁ ପୁଣି ବିପଦ ବଢେଇଲାଣି କରୋନା ସଂକ୍ରମଣ। ରବିବାର ସୁଦ୍ଧା ଜଣେ ସାମ୍ବାଦିକଙ୍କୁ ମିଶାଇ ଟୋକିଓ ଅଲିମ୍ପିକ୍ସରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ଜଣାପଡିଛି । କେବଳ କ୍ରିଡାଗ୍ରାମର ୩ଜଣ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ଚିନ୍ତା ବଢି…
ଅଧିକ ଖବର ଦେଖନ୍ତୁ...