Daily Archives

July 25, 2021

ଶିଶୁପାଳଗଡ଼ ଅଞ୍ଚଳରେ ବେକରେ ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା

ଧଉଳି: ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ଅଞ୍ଚଳରେ ଘରଭଡ଼ା ନେଇ ରହୁଥିବା ସ୍ମୃତିରଞ୍ଜନ ନାୟକ (୨୫) ନାମକ ଜଣେ ଯୁବକ ଆଜି ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକ ସ୍ମୃତିରଞ୍ଜନଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ତଳକୁ ଓହ୍ଲାଇଥିଲେ। ହେଲେ ସେତେବେ‌ଳକୁ ସ୍ମୃତିରଞ୍ଜନଙ୍କ…
ଅଧିକ ଖବର ଦେଖନ୍ତୁ...

୩ମାସ ହେବ ୧୧ବର୍ଷର ପୁଅ ସହ ମହିଳା କଟକରେ ନିଖୋଜ

ଜୟପୁର: ଗତ ଏପ୍ରିଲ ୨୩ତାରିଖ ଦିନ ଜୟପୁର ଟାଉନଥାନା ଅର୍ନ୍ତଗତ ଡଙ୍ଗାଗୁଡାର ପ୍ରଦ୍ୟୁମ୍ନ ନନ୍ଦଙ୍କ ପତ୍ନୀ ଶର୍ମିଷ୍ଠା ବିଷୋଇ(୩୫) ଓ ୧୧ବର୍ଷର ପୁଅ ରୁଦ୍ରାଂଶକୁ ଧରି ଚାକିରି କରିବାକୁ କଟକ ଯାଇଥିଲେ। ସେବେ ଠାରୁ ମା ଓ ପୁଅ ଦୁହେଁ ନିଖୋଜ ଥିବା ଟାଉନଥାନାରେ ଅଭିଯୋଗ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଅଟୋ ଏବଂ ମାରୁତି ଅଲ୍ଟୋ ମୁହାଁମୁହିଁ ଧକ୍କା; ଜଣେ ମୃତ

ପାଟଣାଗଡ଼: ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତାର ସରମୁହାଣ ଓ ଭଇଁଷା ମଧ୍ୟରେ ଏକ ଅଟୋ ଏବଂ ମାରୁତି ଅଲ୍ଟୋ ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅଟୋ ଚାଳକକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।…
ଅଧିକ ଖବର ଦେଖନ୍ତୁ...

ମାଲିକଙ୍କ ଠାରୁ ଗାଳି ଶୁଣିବା ପରେ ପ୍ଲାଟଫର୍ମର ବାଲକୋନିରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା

ଫରିଦାବାଦ: ଫରିଦାବାଦର ସେକ୍ଟର ୨୮ ମେଟ୍ରୋ ଷ୍ଟେସନରେ ଗତ ଶନିବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ ହାଏ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ମହିଳାଙ୍କ ଏହି ଡ୍ରାମା ହେତୁ ଲୋକଙ୍କ ଯାତାୟାତରେ ବି ଅସୁବିଧା ହୋଇଥିଲା। ଘଟଣାସ୍ଥଳରେ ପୁଲିସ ଓ ସିଆଇଏସଏଫ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା…
ଅଧିକ ଖବର ଦେଖନ୍ତୁ...

ଅଶ୍ଳୀଳ ଫିଲ୍ମ ସୁଟିଂ ମାମଲା: ରାଜଙ୍କ ଅଫିସର ୪ ଜଣ କର୍ମଚାରୀ ହୋଇପାରନ୍ତି ସାକ୍ଷୀ!

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ସୁଟିଂ ମାମଲାରେ ଗିରଫ ହୋଇଥିବା ଜଣାଶୁଣା ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ବର୍ତ୍ତମାନ ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ହେପାଜତରେ ଅଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଜାଗ୍ରେ ରାଜଙ୍କୁ ପଚରାଉଚରା କରାଯାଉଛି। ତେବେ…
ଅଧିକ ଖବର ଦେଖନ୍ତୁ...

ଭାଇକୁ ବନ୍ଧୁକ ମୁନରେ ବନ୍ଧକ ରଖି ଭଉଣୀ ସହିତ ଚାରିଜଣ ଯୁବକ କଲେ ଗଣଦୁଷ୍କର୍ମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଜନପଦ ମୁଜଫରନଗରରେ ଭାଇକୁ ବନ୍ଧୁକ ମୁନରେ ଅଟକ ରଖି ୪ଜଣ ଯୁବକ ଭଉଣୀ ସହିତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଦୁଷ୍କର୍ମ ସମୟର ଭିଡିଓ ପ୍ରସ୍ତୁତ କରି ଦୁଷ୍କର୍ମକାରୀ ଯୁବତୀଙ୍କୁ ଧମକ ବି ଦେଇଥିଲେ। ଅଭିଯୋଗ ହେବା ପରେ ପୁଲିସ ଏହି…
ଅଧିକ ଖବର ଦେଖନ୍ତୁ...

ପାଇକ ବିଦ୍ରୋହର ଗାଥାକୁ ନିଖୁଣ ଭାବେ ଦେଖାଇ ପ୍ରଥମ ହେଲା ନୃତ୍ୟ ନୈବେଦ୍ୟ, ପୁରସ୍କାର ଘୋଷଣା କଲେ ସାଂସଦ ସୋନାଲ…

ଭୁବନେଶ୍ୱର: ପୁଣି ସର୍ବଭାରତୀୟ ସ୍ତରରେ ଓଡ଼ିଶା ଆଣିଲା ସୁନାମ । ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶୀ ନୃତ୍ୟ । ପାଇକ ବିଦ୍ରୋହରେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥାକୁ ଓଡ଼ିଶୀ ଛାନ୍ଦରେ ପରିବେଷଣ କରି ପ୍ରଥମ ପୁରସ୍କାର ହାତେଇଛି ଭୁବନେଶ୍ୱରର ନୃତ୍ୟ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ସୀମାନ୍ତରେ ଗୁଳିବିନିମୟ; ଜଣେ ନକ୍ସଲ ନିହତ, ବନ୍ଧୁକ ସହ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତାଗୁମ୍ଫା ଅଂଚଳରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଚିନ୍ତାଗୁମ୍ଫା ଥାନା…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟି-୨୦: ଟସ୍ ଜିଣି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ ଜାରି

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । କଲମ୍ବୋସ୍ଥିତ ଆର୍ ପ୍ରେମ୍‌ଦାସା ଷ୍ଟାଡିୟମରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ହୋଇଛି । ଶିଖର ଧୱନଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପଡ଼ିଆକୁ ଓହ୍ଲାଇଛି । ଟସ୍ ଜିଣି ଶ୍ରୀଳଙ୍କା ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ବୈଠକରେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରି ହଙ୍ଗାମା କଲେ ସମର୍ଥକ

ଜୟପୁର: ରାଜସ୍ଥାନରେ ଗେହଲଟ୍ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବାର ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ କଂଗ୍ରେସ ନେତା ସଚିନ ପାଇଲଟଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି | ଆଜି ରାଜସ୍ଥାନର ପିସିସି ସଭାପତି ତଥା ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଏକ…
ଅଧିକ ଖବର ଦେଖନ୍ତୁ...