Daily Archives

July 26, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମରେ ବ୍ୟସ୍ତ ରହିବା ଯୋଗୁଁ ପିଲାପିଲିଙ୍କୁ କମ୍ ସମୟ ଦେଇପାରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ନବ ବିବାହିତଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଦୀର୍ଘ ଦିନରୁ କାମରେ ଲାଗି ରହିଥିବା ବାଧା ଦୂର ହୋଇଯିବ। କୌଣସି କାମରେ ବନ୍ଧୁର ସହାୟତା ନେଇପାରନ୍ତି। ଗୃହିଣୀଙ୍କୁ ପରିବାରର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ମନ୍ଦିର ଓ ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷା ପାଇଁ ଦିଆଯାଇଛି ୩୬୩ ଲକ୍ଷ ଟଙ୍କା: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାରେ ଥିବା ମନ୍ଦିର ଏବଂ ପୁରୁଣା କୀର୍ତ୍ତିରାଜିର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ କେନ୍ଦ୍ର ସରକାର କେତେ ଟଙ୍କା ଦେଇଛନ୍ତି | ଏହା ସହ ଓଡ଼ିଶାର କଳାହାଣ୍ଡି ଓ ନୂଆପଡା ଜିଲ୍ଲା ରେ ଥିବା ମନ୍ଦିର ସହ ଓଡ଼ିଶାରେ ର ଅନ୍ୟ ସ୍ଥାନ ରେ ଥିବା କୀର୍ତ୍ତିରାଜିର ବିକାଶ ପାଇଁ…
ଅଧିକ ଖବର ଦେଖନ୍ତୁ...

ଲିଜ୍ ଜମିରେ ପ୍ରସ୍ତାବିତ ସିଫୁଡ୍ ପାର୍କ ନିର୍ମାଣ ବିରୋଧରେ ବିକ୍ଷୋଭ

ଖୋର୍ଦ୍ଧା : ରାଜ୍ୟ ସରକାର ଜଟଣୀ ନିକଟରେ ମେଣ୍ଢାଶାଳ ଠାରେ ଏକ ଉନ୍ନତମାନର ମତ୍ସ୍ୟଚାଷ ସମ୍ପର୍କିତ ଶିଳ୍ପ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଇଡକୋ ପକ୍ଷରୁ ଜମି ଚିହ୍ନଟ କରାଯାଇଛି । ତେବେ ଚିହ୍ନଟ ଜମିରେ ନିଜର ମାଲିକାନା ଦାବି କରି ଆଜି ଶତାଧିକ ଲୋକ ଜଟଣୀ ବିଧାୟକ ସୁରେଶ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌

ରାଉରକେଲା: କେ.ବଲାଙ୍ଗ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ନାବାଳିକା(୧୬)ଙ୍କୁ ମାଓବାଦୀ ନାଁରେ ଧମକଚମକ ଦେଇଥିଲା। ପରେ ନାବାଳିକାଙ୍କୁ ଟେକି ନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିଲା ସଞ୍ଜୀବ ବାର୍ଲା(୩୦)। ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଜଜ୍ ତଥା ପ୍ରିଜାଇଡିଂ ଅଫିସର(ପକ୍ସୋ…
ଅଧିକ ଖବର ଦେଖନ୍ତୁ...

ୟୁରୋପର ଅଧିକାଂଶ ଅଞ୍ଚଳରେ ଅଧିକ ସଂକ୍ରାମକ ଭାରିଆଣ୍ଟ ପାଲଟିଲାଣି ଡେଲଟା: ‘ହୁ’

ନୂଆଦିଲ୍ଲୀ: ୟୁରୋପର ଅଧିକାଂଶ ସ୍ଥାନରେ କୋଭିଡ -୧୯ର ଡେଲଟା ଭାରିଆଣ୍ଟ ବର୍ତ୍ତମାନ ଅଧିକ ସଂକ୍ରାମକ ହେବାରେ ଲାଗିଛି | ଆଜି ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସତର୍କ କରାଇବା ସହ ସଂକ୍ରମଣକୁ ରୋକିବା ପ୍ରୟାସକୁ ଆହୁରି ଦୃଢ କରାଯିବା ଆବଶ୍ୟକ ବୋଲି କହିଛି। 'ହୁ'ର ଆଞ୍ଚଳିକ…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ଆକ୍ରମଣ ପରେ ଗାଁରୁ ତଡ଼ିଲେ

ଆନନ୍ଦପୁର : ଘରେ ପଶି ଆକ୍ରମଣ କରିବା ପରେ ଗାଁରୁ ତଡ଼ିଦେଲେ। ଏବେ ଗାଁକୁ ଆସିଲେ ମାରିବାକୁ ଧମକ ଦେଉଛନ୍ତି। ପୁଲିସ ନ୍ୟାୟ ପ୍ରଦାନ କରୁ ନଥିବାରୁ ହାଟଡିହି ବ୍ଲକ୍‌ ଗେଡ଼ମା ପଞ୍ଚାୟତ ଜଳସରପୁର ଗ୍ରାମର ଜଣେ ଯୁବତୀ ଚମ୍ପାବତୀ ଜେନା ଆଜି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ଅଧିକ ଖବର ଦେଖନ୍ତୁ...

କୁଖ୍ୟାତ ସୁନ୍ଦର ଭାଟିର ସଦସ୍ୟ ଥିବା ଦୁଇଭାଇଙ୍କ ୧.୯୦କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ପୁଲିସ କୁଖ୍ୟାତ ସୁନ୍ଦର ଭାଟି ଗ୍ୟାଙ୍ଗରେ ସାମିଲ ଥିବା  ଦୁଇଭାଇଙ୍କ ପାଖାପାଖି ୧.୯୦କୋଟିର ସମ୍ପତ୍ତି ବ୍ୟାଜାପ୍ତ କରିଛି। ପୁଲିସ ଗ୍ୟାଙ୍ଗଷ୍ଟର ଆକ୍ଟ ଜରିଆରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। କୁଖ୍ୟାତ ସୁନ୍ଦର ଭାଟି ଗ୍ୟାଙ୍ଗର ସଦସ୍ୟ ନବୀନ ଭାଟି ଓ ପ୍ରବୀଣ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଘରୋଇ ସହାୟିକାଙ୍କୁ ନେଇ ଲୋକସଭାରେ ପ୍ରଶ୍ନ କଲେ ଭୁବନେଶ୍ୱର ସାଂସଦ

ନୂଆଦିଲ୍ଲୀ: ଓଡ଼ିଶାରେ ଗତ ପାଞ୍ଚ ବର୍ଷ ମଧ୍ୟରେ କେତେ ଜଣ ଘରୋଇ ସହାୟିକା କାମ କରୁଛନ୍ତି ଓ କୋଭିଡ ମହାମାରୀ ଯୋଗୁଁ ସେମାନଙ୍କ ଉପରେ କଣ ପ୍ରଭାବ ପଡିଛି ସେ ନେଇ ଲୋକସଭାରେ ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ସେହିପରି କୋଭିଡ ଯୋଗୁଁ ହୋଇଥିବା ଲକଡାଉନ ପାଇଁ…
ଅଧିକ ଖବର ଦେଖନ୍ତୁ...

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବା ଉପରେ ରୋକ ଲଗାଇଲେ ଓଡିଶା ମାନବାଧିକାର ଆୟୋଗ

ଭୁବନେଶ୍ବର : ଆସନ୍ତା ଜୁଲାଇ ୩୦ ତାରିଖରୁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୩୯ ଜଣ ଭିନ୍ନକ୍ଷମ ପିଲାଙ୍କୁ ମାଟ୍ରିକ ପରୀକ୍ଷା ଦେବା ନିର୍ଦ୍ଦେଶକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଓଡିଶା ମାନବାଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କମିଶନ ବୋର୍ଡ ଓ ଏହାର…
ଅଧିକ ଖବର ଦେଖନ୍ତୁ...

ଘରକୁ ଫେରିଲେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ, ଦିଲ୍ଲୀ ଏୟାରପୋର୍ଟରେ କରାଗଲା ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ସ୍ୱଦେଶ ଫେରିଲେ ଚାନୁ । ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ ଆଜି ଆସି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଭାରତ ମତ କି ଜୟ ସ୍ଲୋଗାନ ଦେଇ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...