Daily Archives

September 15, 2021

ବୌଦ୍ଧ: ପ୍ରବଳ ବ‌ର୍ଷାରେ ପୋଖରୀ ଘାଇ ଭାଙ୍ଗି ବ୍ୟାପକ ଚାଷଜମି ଜଳମଗ୍ନ

ହରଭଙ୍ଗା:  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତର ଭଗାମୁଣ୍ଡା ଗାଁ ଉପର ମୁଣ୍ଡରେ ଥିବା ପୋଖରୀ (ମୁଣ୍ଡାବନ୍ଧ)ର ଘାଇ ଭାଙ୍ଗି ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ଧାନଗଛ ନଷ୍ଟ ହୋଇ ଯାଇଥିବା ଅଭିଯୋଗ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ କହିବାନୁ ମତେ ଗତ ୨୦୨୦ ମସିହାରେ ଏହି ବନ୍ଧର ଖନନ…
ଅଧିକ ଖବର ଦେଖନ୍ତୁ...

ପାତାଳି ଶ୍ରୀକ୍ଷେତ୍ରର ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌

ଉଲୁଣ୍ଡା: ବୀରମହାରାଜପୁର ଥାନା ଅନ୍ତର୍ଗତ ପାତାଳି ଶ୍ରୀକ୍ଷେତ୍ରରେ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ପାହାଡ଼ ଉପରେ ଥିବା ଜଗନ୍ନାଥ ମନ୍ଦିର କବାଟ ତାଲା ଖୋଲିବା ସହ ନିକଟରେ ଥିବା ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଦୁର୍ବୃତ୍ତମାନେ ମନ୍ଦିରରୁ ୩୦ ମିଟର ଦୂରକୁ ନେଇ ଲୁହା…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି: ମିଳିଲା ୬୯.୯୦ ଲକ୍ଷ, ୫୪ ଗ୍ରାମ ସୁନା ଓ ୫ କେଜି ରୂପା 

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ହୁଣ୍ଡି ଆଜି ଖୋଲିଛି। ୧୧ ମାସର ବ୍ୟବଧାନ ପରେ ମନ୍ଦିର ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତିକ୍ରମେ  ହୁଣ୍ଡି ଖୋଲି ଟଙ୍କା ଗଣତି କରାଯାଇଛି। ଚଳିତ ଥର ହୁଣ୍ଡିରୁ ମିଳିଥିବା ଟଙ୍କାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାକୁ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ଦୁର୍ବୁତ୍ତର ଛୁରାମାଡ଼ରେ ଜଣେ ଆହତ, ଏମ୍‌ସରେ ଭର୍ତ୍ତି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଆଜି ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ତମାଣ୍ଡୋ ଥାନା ନିକଟରେ ବ୍ୟକ୍ତି ଜଣକ ଛୁରାମାଡ଼ର ଶିକାର ହୋଇଛନ୍ତି। ଛୁରାମାଡ଼ରେ ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ସ୍ଥାନୀୟ ବାଲିଆପଡ଼ାର ହୋଇଥିବା ବିଶ୍ବସ୍ତ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଆଉ ୩ ଆତଙ୍କବାଦୀଙ୍କୁ ଗିରଫ କଲା ଏଟିଏସ, ଦୁଇ ଦିନରେ ୯ ଜଣଙ୍କୁ ଗିରଫ କଲାଣି ଏଟିଏସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଏଟିଏସ୍ ଆଜି ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶ ପ୍ରତାପଗଡରୁ ମହମ୍ମଦ ଇମତିଆଜ, ରାଏବରେଲିରୁ ଜମିଲ ଖତରୀ ଏବଂ ପ୍ରୟାଗରାଜରୁ ମହମ୍ମଦ ତାହିରକୁ ଗିରଫ କରାଯାଇଛି। ଏହାପୂର୍ବରୁ ସେପ୍ଟେମ୍ବର ୧୪ ରେ ଅର୍ଥାତ ଗତକାଲି ୬ ଜଣଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

କନକ ଟିଭି କ୍ୟାମେରାମ୍ୟାନ୍‌ ସୁମନ୍ତଙ୍କ ପତ୍ନୀଙ୍କୁ ୧୫ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ

ରାଉରକେଲା:  କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା କନକ ଟିଭିର ରାଉରକେଲା କ୍ୟାମେରା ମ୍ୟାନ୍‌ ସୁମନ୍ତ କୁମାର ମହାନ୍ତିଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନ୍‌ଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ଆଜି…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧଙ୍କୁ ଧକ୍କା ଦେଇ କ୍ଷେତରେ ପଶିଲା କାର

ହରଭଙ୍ଗା: ଆଜି ଦିନ ସାଢେ ୧୧ଟା ସମୟରେ ବୀରନରସିଂହପୁର ପେଟ୍ରୋଲ ଟାଙ୍କି ସମ୍ମୁଖ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥରେ ଜଣେ ବୃଦ୍ଧଙ୍କୁ ଧକ୍କା ଦେଇ ଏକ କାର ରାସ୍ତା ପାର୍ଶ୍ଵରେ ଥିବା କ୍ଷେତକୁ ପଶି ଯାଇଥିବା ଦେଖିବାକୁ ମିଳିଛି। କାର ଧକ୍କାରେ ଗୁରୁତର ଆହତ ହୋଇ ବିରାମଚନ୍ଦ୍ରପୁର ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ହାୱଡା-ମୁମ୍ବାଇ ଲାଇନ ୧୨ ଘଣ୍ଟା ଠପ୍‌, ୨ ଟ୍ରେନ୍‌ ବାତିଲ, ଅଟକି ରହିଲା ୧୪

ରାଉରକେଲା: ପ୍ରାୟ ଅଧିକାଂଶ ଟ୍ରେନ୍ ରହଣି ଦାବିରେ ସ୍ଥାନୀୟ ଲୋକ ଗଡପୋଷ ଷ୍ଟେସନ ରେଳଲାଇନରେ ଧାରଣା ହାୱଡା-ମୁମ୍ବାଇ ମାର୍ଗରେ ପ୍ରାୟ ୧୨ ଘଣ୍ଟା ଟ୍ରେନ୍‌ ଚଳାଚଳ ଠପ୍‌ ହୋଇଯାଇଥିଲା। ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ହାୱଡା-ମୁମ୍ବାଇ ରେଳଲାଇନର ଉଉଭ ଅଫ୍‌ ଓ ଡାଉନ୍‌ ଲାଇନ୍‌ରେ…
ଅଧିକ ଖବର ଦେଖନ୍ତୁ...

ନିୟମ ଉଲଂଘନ କରିଥିବାରୁ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ନିର୍ବାଚନ ଆୟୋଗର ନୋଟିସ

କୋଲକାତା: ଅଡ଼ୁଆରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ। ଭବାନୀପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଦୁଇ ଦିନ ମଧ୍ୟରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ଆସିଛି ନିର୍ବାଚନ ଆୟୋଗଙ୍କ ନୋଟିସ। ବୁଧବାର ଜାରି ନୋଟିସରେ ରିଟର୍ଣ୍ଣିଂ ଅଫିସର କହିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...

ବିଜେପି, ଆରଏସଏସର ଲୋକ ହିନ୍ଦୁ ନୁହଁନ୍ତି, କେବଳ ଧର୍ମକୁ ବ୍ୟବହାର କରନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଏହି ଲୋକମାନେ ହିନ୍ଦୁ ନୁହଁନ୍ତି, ସେମାନେ କେବଳ ହିନ୍ଦୁ ଧର୍ମ ବ୍ୟବହାର କରନ୍ତି। କଂଗ୍ରେସର ମହିଳା ୱିଙ୍ଗ ଅଲ ଇଣ୍ଡିଆ…
ଅଧିକ ଖବର ଦେଖନ୍ତୁ...