Daily Archives

September 27, 2021

ଟିଏମସି ଆକ୍ରମଣ କରିଥିବା ଅଭିଯୋଗ କରି ଉପନିର୍ବାଚନକୁ ଘୁଞ୍ଚାଇବାକୁ ଦାବି କଲେ ବିିଜେପି ନେତା ଦିଲୀପ ଘୋଷ

କୋଲକାତା: ମତଦାନକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ପଶ୍ଚିମବଙ୍ଗ ବିଜେପି ନେତା ଦିଲୀପ ଘୋଷ ଭବାନୀପୁର ଉପନିର୍ବାଚନକୁ ଘୁଞ୍ଚାଇବାକୁ ଦାବି କରିଛନ୍ତି। ପ୍ରଚାର ବେଳେ ଟିଏମସି କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଏବଂ ବିଜେପି କର୍ମୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ କରି ଏଭଳି ଦାବି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଜିଲ୍ଲାରେ ଗୁଲାବ ବାତ୍ୟାର ପ୍ରଭାବ, ୭ଟି ଜିଲ୍ଲା ପ୍ରଭାବିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗୁଲାବ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ସମସ୍ତ ସାତୋଟି ବ୍ଲକରେ ଗୁଲାବ ତାର ପ୍ରକୋପ ଓ ତାଣ୍ଡବଲୀଳା ରଚାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛଗୁଡିକ ଉପୁଡି ପଡିଥିବା ବେଳେ ବହୁ ପାହାଡିଆ ନଦୀରେ ଜଳସ୍ତର ବଢିଛି। ବିଶେଷକରି ବଣ୍ଡାଘାଟି…
ଅଧିକ ଖବର ଦେଖନ୍ତୁ...

ବିସ୍ଫୋରକ ଲଗାଇ ପାକିସ୍ତାନରେ ଜିନ୍ନାଙ୍କ ପ୍ରତିମୂର୍ତ୍ତି ଉଡାଇଦେଲେ ଏହି ବିଦ୍ରୋହୀ ଗୋଷ୍ଠୀ

ନୂଆଦିଲ୍ଲୀ: ବିସ୍ଫୋରକ ଲଗାଇ ଉଡାଇଦେଲେ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ ମହମ୍ମଦ ଅଲି ଜିନ୍ନାଙ୍କ ପ୍ରତିମୂର୍ତ୍ତି | ରବିବାର ଦିନ ପାକିସ୍ତାନର ଗ୍ୱାଦାରରେ ଏହି ବୋମା ବିସ୍ଫୋରଣ ହୋଇଥିଲା | ପାକିସ୍ତାନରେ ନିଷିଦ୍ଧ ହୋଇଥିବା ବାଲୁଚ ଲିବରେସନ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ…
ଅଧିକ ଖବର ଦେଖନ୍ତୁ...

ପ୍ରତିିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି ଯୋଗୀ ସରକାର: ରାକେଶ ଟିକାୟତ

ନୂଆଦିଲ୍ଲୀ: ତିନି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିକୁ ନେଇ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନକୁ ଆଜି ବର୍ଷେ ପୁରିଛି। ଏକବର୍ଷ ପୂର୍ତ୍ତି ଅବସରରେ ଆଜି ‘ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା’ (ଏସ୍‌କେଏମ୍‌) ଭାରତ ବନ୍ଦ ଡାକରା ଦେଇଥିବା ବେଳେ ସାରା ଭାରତରେ ଏହାର ପ୍ରଭାବ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ରାଗରେ ନିଜ ଛୁଆକୁ ହତ୍ୟା କରି ଆତ୍ମହତ୍ୟାର ଭିଡିଓ ସମ୍ପର୍କୀୟଙ୍କୁ ପଠାଇଥିଲା ସ୍ବାମୀ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ତାର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଜ ଛୁଆକୁ ହତ୍ୟା କରିଥିଲା। ଆଉ ହତ୍ୟା କରିବା ପରେ ଏହି ଲୋମଟାଙ୍କୁରା ଘଟଣାର ଭିଡିଓ କରି ନିଷ୍ଠୁର ବାପା ନିଜ ସମ୍ପର୍କୀୟଙ୍କୁ ପଠାଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ତାମିଲନାଡୁର ସଲେମ ଜିଲ୍ଲାରୁ ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

ଭାରତ ବନ୍ଦ ସମୟରେ କୃଷକଙ୍କର ମୃତ୍ୟୁ, ହୃଦଘାତରେ ମୃତ୍ୟୁ ହୋଇଥିବାର କହିଲା ପୁଲିସ

ନୂଆଦିଲ୍ଲୀ: ଭାରତ ବନ୍ଦ ସମୟରେ ଚାଲିଗଲା କୃଷକଙ୍କ ଜୀବନ | ଦିଲ୍ଲୀ-ହରିୟାଣାର ସିଂଘୁ ସୀମାରେ ଆଜି ଜଣେ କୃଷକଙ୍କ ମୃତ୍ୟୁ ଘଟିଛି। ତେବେ ଦିଲ୍ଲୀ ପୁଲିସ କହିଛି ଯେ ହୃଦଘାତରେ ଚାଷୀଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୁଲିସ କହିଛି ଯେ ଶବ ବ୍ୟବଛେଦ ପରେ ହିଁ ଚାଷୀଙ୍କ…
ଅଧିକ ଖବର ଦେଖନ୍ତୁ...

ବିଜେପି ଛାଡ଼ି ଟିଏମସିରେ ଯୋଗ ଦେବା ନେଇ ହେଉଥିବା ଚର୍ଚ୍ଚା ଉପରେ ଏଭଳି ପ୍ରତିକ୍ରିୟା ରଖିଲେ ଲକେଟ ଚାଟାର୍ଜୀ

କୋଲକାତା: ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁରରେ ହେବ ଉପନିିର୍ବାଚନ। ଏହି ଆସନ ପାଇଁ ଟିଏମସିରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପ୍ରିୟଙ୍କା ଟିବ୍ରେୱାଲ। ତେବେ ମତଦାନକୁ ଆଉ ମାତ୍ର କିଛି ଦିନ ଥିବା ବେଳେ ଲ‌କେଟ…
ଅଧିକ ଖବର ଦେଖନ୍ତୁ...

ଏଣିକି କେଶ କି ଦାଢ଼ି କାଟିଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଲେ ତାଲିବାନୀ ସରକାର

ନୂଆଦିଲ୍ଲୀ:  ଏଣିକି କେଶ କି ଦାଢ଼ି କାଟିଲେ ପରିଣତି ଭୟାବହ ହେବ । ଆଫଗାନୀ ନାପିତଙ୍କୁ ଏପରି ଫରମାନ୍ ଶୁଣାଇଛି ତାଲିବାନୀ ସରକାର । ହେଲମନ୍ଦ ଅଞ୍ଚଳ ଓ କାବୁଲରେ ନାପିତଙ୍କ ଏକ ସଭା ଡାକି ସେମାନଙ୍କୁ ଏପରି ଆଦେଶ ଦେବା ପରେ ଏହାକୁ ନେଇ ଏବେ ଚାରିଆଡେ ଆଲୋଚନା । ଆଫଗାନିସ୍ତାନରେ ତାଲିବାନ୍…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟନ ଓ ପରିଭ୍ରମଣ ଦିବସ: ଓଡ଼ିଶାରେ ‘କାରାଭାନ୍ ପର୍ଯ୍ୟଟନ’

ଭୁବନେଶ୍ବର : ଓଡ଼ିଶାର ଯେକୌଣସି ପର୍ଯ୍ୟଟନ ସ୍ଥଳକୁ କିମ୍ବା ପ୍ରକୃତି, ପାହାଡ଼ ଘେରା ଅଞ୍ଚଳକୁ ଯିବାକୁ ଆଉ କୌଣସି ଅସୁବିଧା ହେବ ନାହିଁ। ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳ ପୁରୀ ହେଉ ବା କୋଣାର୍କ, କିମ୍ବା କୋରାପୁଟ ବା ଦାରିଙ୍ଗବାଡ଼ି; ଏବେ ନିର୍ଦ୍ବନ୍ଦ୍ବରେ ରହିବା, ଖାଇବା ପିଇବା ସୁବିଧା…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଭାରତ ବନ୍ଦ: ଦୋକାନଵଜାର ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ

ସୁନ୍ଦରଗଡ଼: ସଂଯୁକ୍ତ କିଶାନ ମୋର୍ଚ୍ଚାର ଆହ୍ବାନ କ୍ରମେ ସୁନ୍ଦରଗଡ଼ ଜିଲ୍ଲା ମହକୁମା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦୋକାନବଜାର, ସମସ୍ତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଵନ୍ଦ ଯୋଗୁଁ ଖଣିଜ ଓ ଅନ୍ୟ ପରିବହନ ମଧ୍ୟ ବନ୍ଦ ରହିଛି। କଂଗ୍ରେସ, ସିପିଆଇ ସହ ବିଭିନ୍ନ ରାଜନୈତିକ…
ଅଧିକ ଖବର ଦେଖନ୍ତୁ...