Daily Archives

October 1, 2021

ସେପ୍ଟେମ୍ବରରେ ଦେଶରେ ଜିଏସଟି ରାଜସ୍ବ ୧.୧୭ ଲକ୍ଷ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ : ନିକଟରେ ଶେଷ ହୋଇଥିବା ସେପ୍ଟେମ୍ବର ମାସରେ ଦେଶର ଜିଏସଟି ରାଜସ୍ୱ ରେକର୍ଡ ୧ ଲକ୍ଷ ୧୭ ହଜାର କୋଟି ଟପିଯାଇଛି  ।  ଏହା ସେପ୍ଟେମ୍ବର ୨୦୨୦ ତୁଳନାରେ ୨୩ ପ୍ରତିଶତ ଅଧିକ ହୋଇଥିବାବେଳେ ପୂର୍ବମାସ ଅର୍ଥାତ ଅଗଷ୍ଟ ୨୦୨୧  ତୁଳନାରେ  ପ୍ରାୟ ୪ ପ୍ରତିଶତ ଅଧିକ ।  ଅଗଷ୍ଟରେ ୧.୧୨…
ଅଧିକ ଖବର ଦେଖନ୍ତୁ...

ନକଲି ଆଧାରକାର୍ଡ଼ ଦେଖାଇ ଯୁବତୀଙ୍କୁ ବିବାହ କରିବା ପରେ ଜବରଦସ୍ତ କରାଇଦେଲେ ଧର୍ମ ପରିବର୍ତ୍ତନ

ନୂଆଦିଲ୍ଲୀ: ନକଲି ଆଧାରକାର୍ଡ଼ ଦେଖି ବିଶ୍ୱାସ ଜନ୍ମାଇଲେ ଓ ପରେ ବିବାହ ମଧ୍ୟ କଲେ | ଏହା ପରେ ଦେଖାଇଲେ ନିଜର ଅସଲ ରୂପ | ଯୁବତୀଙ୍କ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଇଲେ | ଶେଷରେ ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ଗିରଫ କଲା | ଆଉ ଏବେ କୋର୍ଟ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିଛନ୍ତି |…
ଅଧିକ ଖବର ଦେଖନ୍ତୁ...

ଧୋନୀ ଓ କୋହଲିଙ୍କ ଠାରୁ ଅଧିକ ରହିବ ନୀରଜଙ୍କ ବ୍ରାଣ୍ଡ ଭାଲ୍ୟୁ !

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଜାଭଲିନ ଖେଳାଳି ନୀରଜ ଚୋପ୍ରା ଏବେ ଜଣେ ଷ୍ଟାର ହୋଇଯାଇଛନ୍ତି । ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜଙ୍କ ଜୀବନରେ ଅକଳ୍ପନୀୟ ଲୋକପ୍ରିୟତା ବୃଦ୍ଧି ପାଇଛି । ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ ନୀରଜଙ୍କ…
ଅଧିକ ଖବର ଦେଖନ୍ତୁ...

ଟାଟା ସନ୍ସ ଏୟାରଇଣ୍ଡିଆ ନିଲାମରେ ବିଜୟୀ ହୋଇଥିବା ଖବରରେ ସତ୍ୟତା ନାହିଁ : ସରକାର

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବିମାନସେବା କମ୍ପାନି ଏୟାରଇଣ୍ଡିଆ ନିଲାମରେ ଟାଟା ସନ୍ସ ବିଜୟୀ ହୋଇଛି ବୋଲି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ଏ ସମ୍ପର୍କରେ ଏକ ଟ୍ବିଟ କରି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନସ୍ଥ ପୁଞ୍ଜିନିବେଶ ଓ ରାଷ୍ଟ୍ରାୟତ୍ତ…
ଅଧିକ ଖବର ଦେଖନ୍ତୁ...

ରାୱତ ଯିବେ ଚୌଧୁରୀ ଆସିବେ!

ଚଣ୍ଡୀଗଡ଼: ପଞ୍ଜାବରେ କଂଗ୍ରେସ ପିସିସି ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା ପରେ ବର୍ତ୍ତମାନ ରାଜ୍ୟ ପ୍ରଭାରୀଙ୍କୁ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛି। ପଞ୍ଜାବରେ ରାଜନୈତିକ କନ୍ଦଳ ସମୟରେ ରାହୁଲ ଗାନ୍ଧୀ ଏବଂ ପଞ୍ଜାବ କଂଗ୍ରେସ ନେତାଙ୍କ ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା…
ଅଧିକ ଖବର ଦେଖନ୍ତୁ...

ଘରର ସମସ୍ତ ପୁଅ ପିଲାଙ୍କୁ ପାର୍ଲେଜି ବିସ୍କୁଟ ଖାଇବାକୁ ଦିଅ, ଗୁଜବ ଉଠିବା ପ‌ରେ ତେଜରାତି ଦୋକାନରେ ଲୋକଙ୍କ ପ୍ରବଳ…

ନୂଆଦିଲ୍ଲୀ: ବିହାରର ସୀତାମଢି ଜିଲ୍ଲାରେ ପାର୍ଲେଜି ବିସ୍କୁଟ ସହିତ ଜଡ଼ିତ ଗୁଜବ ‌ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି। ଗୁଜବ ଉଠିଛି କି  ଘରେ ଯେତେବି ପୁଅ ପିଲା ଅଛନ୍ତି ସେମାନଙ୍କୁ ପାର୍ଲେଜି ବିସ୍କୁଟ ଖୁଆଇବାକୁ ହେବ। ନଚେତ ଅନେକ ସମସ୍ୟା ଦେଖା ଦେଇପାରେ। ଏହାପରେ ପାର୍ଲେଜି ବିସ୍କୁଟ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା: ୨ ମୃତ

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ରେ ୨ ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ହୋଇଥିବା କୁହାଯାଇଛି। ଗୁଣୁପୁର ଆଡୁ ବାଇକଟି ଆସୁଥିବା ବେଳେ, ରାସ୍ତାର ଏକ ମୋଡ଼…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ପରେ ବଢ଼ିଛି ନିଶା ଜନିତ ମାନସିକ ରୋଗ

ଭୁବନେଶ୍ୱର : ଭାରି ଛାନିଆ ଲାଗୁଛି, ତେଣୁ ଏଥିରୁ ରକ୍ଷା ପାଇଁ କିଛି ଲୋକ ତମାଖୁ, ବ୍ରାଉନସୁଗର କିମ୍ବା ମଦ୍ୟପାନକୁ ଆପଣାଇ ନେଉଛନ୍ତି। ସାମୟିକ ଭାବରେ ଏଥିରୁ ମୁକ୍ତି ମିଳୁଥିଲେ ବି ସେହି ଛାନିଆ ରୋଗ ସହିତ ଆହୁରି ଅନେକ ମାନସିକ, ଶାରୀରିକ ସମସ୍ୟା ଜଟିଳ ହୋଇ ପଡ଼ୁଛି। ରାଜ୍ୟରେ ଏଭଳି…
ଅଧିକ ଖବର ଦେଖନ୍ତୁ...

ତାଳଦଣ୍ଡା କେନାଳ ପାର୍ଶ୍ବରେ ଖୋଲିବ ନିମନ୍ତ୍ରଣ!

କଟକ: କଟକ ସହରବାସୀ ପାଇପାରିବେ ଖାଣ୍ଟି ଓଡ଼ିଆ ଖାଦ୍ୟର ସ୍ବାଦ। ପଖାଳ, ବଡି ଚୁରା, ବେସର ମାଛ ପରି ପାରଂପାରିକ ଓଡ଼ିଆ ଖାଦ୍ୟ ଏବେ କଟକିଆଙ୍କ ହାତ ପାହାନ୍ତାରେ ମିଳିବ। ଏଥିପାଇଁ ସହରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ତରଫରୁ ଖୁବଶୀଘ୍ର ଖୋଲିବାକୁ ଯାଉଛି ରେସ୍ତୋରାଁ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ-ଅର୍ବାନ୍‌ ୨.୦’ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ବଚ୍ଛ ଭାରତ ଅଭିଯାନ-‘ଅର୍ବାନ୍‌ ୨.୦’ ଏବଂ ‘ଅଟଳ ମିସନ୍‌ ଫର୍‌ ରିଜୁଭେନେସନ୍‌ ଆଣ୍ଡ୍‌ ଅର୍ବାନ୍‌ ଟ୍ରାନ୍‌ସଫର୍ମେସନ୍‌ ୨.୦’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇ ନିଜ…
ଅଧିକ ଖବର ଦେଖନ୍ତୁ...