Daily Archives

October 3, 2021

ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢ଼ାଇବା ଘଟଣାରେ ମୃତ୍ୟୁସଂଖ୍ୟା ୮ ହେଲା, କେନ୍ଦ୍ରମନ୍ତ୍ରୀଙ୍କ…

ଲକ୍ଷ୍ମୀପୁର (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଆଜି (ରବିବାର) ଘଟିଯାଇଛି ଏକ ଅଭାବନୀୟ ଘଟଣା। କେନ୍ଦ୍ର ସରକାରଙ୍କର ନୂତନ କୃଷିନୀତିକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଉପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଗାଡ଼ି ଚଢ଼ାଇଦେବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

୪ ଲେନ୍ ହେବ ବ୍ରହ୍ମପୁର-ଜୟପୁର ରାଜପଥ, ୧୬ନଂ ଏନ୍ଏଚ୍ ସହ ଯୋଡ଼ିହେବ ବିଜୁ ଏକ୍ସପ୍ରେସ୍ ୱେ

ରାୟଗଡ଼ା: ଅବିଭକ୍ତ କୋରାପୁଟ ଜିଲ୍ଲାର ଲାଇଫ୍ ଲାଇନ୍ ଜୟପୁର-ବ୍ରହ୍ମପୁର ୩୨୬ ନଂ ଜାତୀୟ ରାଜପଥ ହେବ ୪ ଲେନ୍‌। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସଂପନ୍ନ ବୈଠକରେ ଏହି ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଛି। ୩୩୬ କିମି ବିଶିଷ୍ଟ ୪ ଲେନ୍ ରାଜପଥ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣା, ଜେଲ ଗଲେ ସ୍ବାମୀ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଚମ୍ପାମଳ ଗ୍ରାମର ସରୋଜ ଭୁକ୍ତା (୩୨)ଙ୍କ ସ୍ତ୍ରୀ ପ୍ରୀତି ମୁଖୀ (୨୩)ଙ୍କ ଶନିବାର ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ ପ୍ରୀତିଙ୍କ ସ୍ବାମୀ ସରୋଜଙ୍କୁ ଗିରଫ କରିଛି। ଶନିବାର ପ୍ରୀତିଙ୍କ ସନ୍ଦେହଜନକ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶକୁ ଗୋଚଲାଣ ବେଳେ ଚଢ଼ଉ; ୪୪ ଗୋରୁ ଉଦ୍ଧାର, ୧୦ ଗିରଫ

ଟିଟିଲାଗଡ଼: ଆନ୍ଧ୍ରପ୍ରଦେଶକୁ ଗୋଚାଲାଣ ସମୟରେ ଟିଟିଲାଗଡ଼ ପୁଲିସ ଚଢ଼ଉ କରି ୪୪ ଗୋରୁଙ୍କୁ ଉଦ୍ଧାର କରିବା ସହ ୧୦ ଜଣଙ୍କୁ ଗିରଫ କରିଛି। ଗିରଫ ସମସ୍ତ ଗୋରୁ ବ୍ୟବସାୟୀ ରାୟଗଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଟିଟିଲାଗଡ଼ ବ୍ଲକ୍‌ ଘୋଡ଼ାର, ବେଲପଦର ଆଦି ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

୨୦୨୨ ଡିସେମ୍ବରରୁ ଭାରତରେ ଆରମ୍ଭ ହେବ ଷ୍ଟାରଲିଙ୍କର ସେବା, ମିଳିବ ହାଇସ୍ପିଡ଼ ଇଣ୍ଟରନେଟ

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ଡିସେମ୍ବରରୁ ଭାରତରେ ବହୁପ୍ରତୀକ୍ଷିତ ଷ୍ଟାରଲିଙ୍କର ସେବା ଆରମ୍ଭ ହେବାକୁ ଯାଉଛି | ବିଶ୍ୱର ସବୁଠାରୁ ବଡ଼ ଧନୀ ଏଲୋନ୍ ମସ୍କଙ୍କ ନେତୃତ୍ୱାଧୀନ ସ୍ୟାଟେଲାଇଟ କମ୍ପାନୀ ଷ୍ଟାରଲିଙ୍କ ଆସନ୍ତା ବର୍ଷ ଡିସେମ୍ବରରୁ ଭାରତରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବ। ଇଣ୍ଟରନେଟ୍…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ପ୍ରଶାସନ ସହାୟତାରେ ଗାଁକୁ ଆସିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମର ଟିକୁନୁ ସେଠୀଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ ହୋଇଥିଲା। ତେବେ ଜିଲ୍ଲା ପ୍ରଶାସନ ସହାୟତାରେ ଏହି ପ୍ରବାସୀ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଥିବା ଜଣାଯାଇଛି। ଟିକୁନୁ ତିନି ମାସ ପୂର୍ବରୁ କାମ ପାଇଁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

କିଆକଟା ପୋଲରେ ଦୁର୍ଘଟଣା: ମହାନଦୀରେ ଅଧ୍ୟାପକଙ୍କ ପତ୍ନୀ ନିଖୋଜ 

ବୌଦ୍ଧ: ଶନିବାର ରାତିରେ ମହାନଦୀର କିଆକଟା ପୋଲ ଉପରେ କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ ପଛପଟେ ବସିଥିବା ଅଧ୍ୟାପକଙ୍କ ପତ୍ନୀ ମହାନଦୀ ଗର୍ଭକୁ ଛିଟିକି ପଡ଼ିଛନ୍ତି। ଘଟଣା ପରେ ଦମକଳ ବାହିନୀ ଓ ଓଡ୍ରାଫ ଦଳ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ସହ ଅଧିକ ସମୟ କାଟିବେ। ରାଜନୀତିରେ ସଫଳତା ମିଳିବ। ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ବୃଷ: କାର୍ଯ୍ୟକ୍ଷେତ୍ରରେ କାମ ପୂରା କରିବାରେ ସମୟ ଲାଗିବ। ରାଜନୀତି ଆୟୋଜନରେ ଭାଗ ନେବାର ଅବସର ପାଇବେ। ଆପଣଙ୍କ ମନ ପୂଜାପାଠରେ ଲାଗିବ।…
ଅଧିକ ଖବର ଦେଖନ୍ତୁ...

ନଦୀରେ ବୁଡି ଯୁବକ ମୃତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ବୁଚିଆଗୁଡ଼ା ଗ୍ରାମର ଜଣେ ଯୁବକ ଗତକାଲି ଶନିବାର ଅପରାହ୍ନରେ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। ଯୁବକ ବୁଚିଆଗୁଡ଼ା ଗ୍ରାମର ଯୁଗଳ ଭତରା (୨୩)। ଏନେଇ ମୃତ ଯୁଗଳଙ୍କ ଭାଇ ସୋମନାଥ ଡାବୁଗାଁ ଥାନାରେ ଏତଲା ଦେବା…
ଅଧିକ ଖବର ଦେଖନ୍ତୁ...