Daily Archives

October 10, 2021

ଆଇପିଏଲ୍‌ କ୍ୱାଲିଫାୟର-୧: ଚେନ୍ନାଇ ଆଗରେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୪ତମ ସଂସ୍କରଣରେ କ୍ୱାଲିଫାୟର-୧ ପାଇଁ ଆଜି ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍‌ସ (ଡିସି) ମଧ୍ୟରେ ମୁହାଁମୁହିଁ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଟସ୍‌…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିହୀନ ହୋଇ ବି ଦେଖନ୍ତୁ କିପରି ଗରମ ତେଲରେ କଦଳୀ ଚିପ୍ସ ଛାଣୁଛନ୍ତି ବୃଦ୍ଧ

ନୂଆଦିଲ୍ଲୀ: କଠିନ ପରିଶ୍ରମ ଏବଂ ନିଷ୍ଠା କଦାପି ବୃଥା ଯାଏନାହଁ, ବୋଲି କଥାରେ ରହିଛି। ସୋସିଆଲ ମିଡିଆରେ ଜଣେ ଦୃଷ୍ଟିହୀନ ବୃଦ୍ଧଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ହୋ‌ଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ବୃଦ୍ଧ ତାଙ୍କ ଦୃଷ୍ଟିଶକ୍ତି ହରାଇ ଦେଇଛନ୍ତି। ତଥାପି ପ୍ରତିଦିନ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ବି ଦେଖାଦେଇପାରେ କୋଇଲା ସଙ୍କଟ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସ୍ଥିତି ଜଣାଇଲା ଉତ୍କଳ ଚ୍ୟାମ୍ବର ଅଫ୍…

ଭୁବନେଶ୍ୱର: ଓଡ଼ିଶାରେ ବି କୋଇଲା ସଙ୍କଟ । କୋଇଲାର ନିଅଣ୍ଟ ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି, ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ । ତୁରନ୍ତ ଏହାର ସମାଧାନ କରାନଗଲେ ରାଜ୍ୟର ବହୁ ଶିଳ୍ପ ପ୍ରଭାବିତ ହେବ ବୋଲି ଚିଠିରେ ଲେଖିଛି ୟୁସିସିଆଇ । ସେପଟେ…
ଅଧିକ ଖବର ଦେଖନ୍ତୁ...

ଲଖିମପୁର ହିଂସା ମାମଲାରେ ଆଶିଷ ମିଶ୍ରାଙ୍କୁ ଜେରା : ପ୍ରଶ୍ନର ଠିକ ଉତ୍ତର ପାଇଲାନି ପୁଲିସ୍, ଜାଣନ୍ତୁ କିପରି ଥିଲା…

ନୂଆଦିଲ୍ଲୀ:  ଲଖିମପୁର ଖେରି ହିଂସା ମାମଲାରେ ଦ୍ୱିତୀୟ ମାମଲା ରୁଜୁ କରିଛି ୟୁପି ପୁଲିସ । ତେବେ ଦ୍ୱିତୀୟ ଏତଲାରେ କେବଳ ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣାର ଉଲ୍ଲେଖ ଥିବାରୁ, ଯୋଗୀ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି । ସେପଟେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ୧୪…
ଅଧିକ ଖବର ଦେଖନ୍ତୁ...

ଟିଟିଲାଗଡ଼ରେ ବ୍ୟସ୍ତ ହୋଇ ଚଳନ୍ତା ଟ୍ରେନରୁ ଡେଇଁଲେ ଯୁବକ, ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଜିଆରପି

ଟିଟିଲାଗଡ଼: ବ୍ୟସ୍ତ ହୋଇ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଥିବା ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଜିଆରପି ଉଦ୍ଧାର କରିଛି। ଆଜି ଭୋର ସକାଳ ୫ଟାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧିନସ୍ଥ ଟୁବାପଡା…
ଅଧିକ ଖବର ଦେଖନ୍ତୁ...

ସନ୍ତାନ ଜନ୍ମ କରିବାକୁ ଅଧିକାଂଶ ମହିଳାଙ୍କର ଇଚ୍ଛା ନାହିଁ, ଯାହାକି ଭଲ ନୁହେଁ: କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ

ବାଙ୍ଗାଲୋର: କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଡ.କେ ସୁଧାକର ଏଭଳି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ସୁଧାକର ଆଜି କହିଛନ୍ତି ଯେ ଆଧୁନିକ ଭାରତୀୟ ମହିଳାମାନେ ଅବିବାହିତ ରହିବାକୁ ଚାହାଁନ୍ତି ଏବଂ ବିବାହ କଲେ ବି ସନ୍ତାନଟିଏ ଜନ୍ମ କରିବାକୁ ଚାହାଁନ୍ତି ନାହିଁ।…
ଅଧିକ ଖବର ଦେଖନ୍ତୁ...

ଫାରୁକ୍‌ ଅବଦୁଲ୍ଲାଙ୍କୁ ଝଟ୍‌କା: ନ୍ୟାସନାଲ କନଫରେନ୍ସ ଛାଡ଼ିଲେ ୨ ବରିଷ୍ଠ ନେତା; ଯୋଗଦେବେ ବିଜେପିରେ

ଜାମ୍ମୁ: ନ୍ୟାସନାଲ କନଫରେନ୍ସ (ଏନ୍‌ସି)ର ସୁପ୍ରିମୋ ଫାରୁକ୍‌ ଅବଦୁଲ୍ଲାଙ୍କୁ ଆଜି ଲାଗିଛି ଏକ ଶକ୍ତ ଝଟକା। ଦଳର ଦୁଇ ପ୍ରମୁଖ ନେତା ଦେବେନ୍ଦ୍ର ରାଣା ଏବଂ ସୁରଜିତ ସିଂ ସ୍ଲାଥିଆ ଆଜି (ରବିବାର) ଦଳରୁ ଇସ୍ତଫା ଦେଇଥିବାରୁ ଜାମ୍ମୁରେ ଦଳ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପୁଣି…
ଅଧିକ ଖବର ଦେଖନ୍ତୁ...

ଓକିଲ ସଂଘ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ଓ ବୃକ୍ଷରୋପଣରେ ଯୋଗଦେଲେ ଜିଲ୍ଲା ଦୌରାଜଜ୍‌

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ ଶଶିକାନ୍ତ ମିଶ୍ର ଆଜି ଭଞ୍ଜନଗର କୋର୍ଟ ପରିଦର୍ଶନ କରିବା ସହ ଓକିଲ ସଂଘ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣରେ ଯୋଗଦେଇ ଉତ୍ସାହିତ କରିଥିଲେ। ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଡଃ. ଅରୁଣ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇଥିଲେ, ନଦୀରେ ବୁଡ଼ି କଲେଜ ଛାତ୍ରୀ ମୃତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁରେ ଜଣେ କଲେଜ ପଢୁଆ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। କଲେଜ ଛାତ୍ରୀଙ୍କର ଆଜି ସକାଳ ୮ଟାରେ ନଦୀ ପାଣିରେ ବୁଡି ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ହେଲେ ଟୁନି ପନକା। ସୂଚନା ଅନୁଯାୟୀ ବୋରିଗାଁ ଡୁମର ପନକାଙ୍କ ଝିଅ ଟୁନି ଆଜି…
ଅଧିକ ଖବର ଦେଖନ୍ତୁ...

ରାଜାବଗିଚା ପରେ ବାଦାମବାଡି ଛକ: ଫାଟିଲା ପାଣି ପାଇପ, ରାସ୍ତା ଜଳାର୍ଣ୍ଣବ

କଟକ: ରାଜ୍ୟର ଐତିାହାସିକ ସହର ‘କଟକ’ର ରାଜାବଗିଚା ପରେ ବାଦାମବାଡ଼ି ଛକରେ ପୁଣି ପାଣି ପାଇପ ଫାଟିଛି। ପାଣି ପାଇପ ଫାଟିବାରୁ ରାସ୍ତା ଉପରେ ପାଣିର ସୁଅ ଛୁଟିଥିଲା। ଫଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିଲା। ସେପଟେ ବାଦାମବାଡି କଟକର ପ୍ରମୁଖ ରାସ୍ତା ହୋଇଥିବାରୁ ରାସ୍ତାରେ…
ଅଧିକ ଖବର ଦେଖନ୍ତୁ...