Daily Archives

October 12, 2021

୧୮ବର୍ଷରୁ କମ ବୟସ୍କଙ୍କଠାରେ ଜରୁରୀ ବ୍ୟବହାର ଲାଗି କୋଭାକ୍ସିନ ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କୋଭାକ୍ସିନକୁ ମିଳିଲା ଅନୁମତି। ୨ ବର୍ଷରୁ ୧୮ବର୍ଷ ବୟସର ପିଲାମାନଙ୍କ ଲାଗି ଜରୁରିକାଳୀନ ବ୍ୟବହାର ପାଇଁ କୋଭାକ୍ସିନ୍ ଟିକାକୁ  ଅନୁମତି ଦେଲା ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)। ଏହି ଟିକାକୁ ଭାରତ ବାୟୋଟେକ୍ ଏବଂ ଆଇସିଏମ୍ଆର୍ ମିଳିତ ଭାବେ ତିଆରି କରିଛନ୍ତି। ଏହି ଟିକାର…
ଅଧିକ ଖବର ଦେଖନ୍ତୁ...

ମାନବିକ ଅଧିକାର କ୍ଷେତ୍ରରେ କିଛି ଲୋକଙ୍କ ‘ଚୟନାତ୍ମକ ବ୍ୟବହାର’ ଗଣତନ୍ତ୍ର ପାଇଁ ବିପଦ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଏନଏଚଆରସିର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। କୌଣସି ଦଳ ବା କୌଣସି ନେତାଙ୍କ ନାଁ ନନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କିଛି ଲୋକଙ୍କୁ ଗୋଟିଏ ଘଟଣାରେ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀଙ୍କ ଆଖି ଆଗରେ ପାଣିରେ ବୁଡ଼ି ପ୍ରାଣ ହରାଇଲେ ସ୍ୱାମୀ

ବରଗଡ଼: ବରଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଆଖି ଆଗରେ ସ୍ୱାମୀ ପାଣିରେ ବୁଡ଼ିଯାଇଛନ୍ତି। ଏଭଳି ଅଘଟଣ ଘଟିଛି, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ତୁରା ଗ୍ରାମ ପ୍ରଧାନ ଟିକ୍ରା ଗାଁର। ସେହି ଗ୍ରାମର ଦେବାନନ୍ଦ ସାହୁ ଓ ସ୍ତ୍ରୀ ମାନିତା ସାହୁ ଆଜି ସକାଳ ୬ ଟା ସମୟରେ ଗାଧୋଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା ସଂଖ୍ୟା ବଢ଼ୁଥିବାରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କଲା ଏନଆଇଏ

ନୂଆଦିଲ୍ଲୀ: କଶ୍ମୀରରେ ସାଧାରଣ ନାଗରିକ ହତ୍ୟା ବଢ଼ିବା ପପରେ ଏବେ ସକ୍ରିୟ ହୋଇଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)। ଏହାକୁ କମାଇବା ପାଇଁ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଏନଆଇଏ। ଆଜି କଶ୍ମୀରର ୧୬ଟି ସ୍ଥାନରେ ଏନଆଇଏ ଚଢ଼ାଉ କରିଥିବା ଜଣାପଡ଼ିଛି। ଆତଙ୍କବାଦୀ ଆକ୍ରମଣ ସହ…
ଅଧିକ ଖବର ଦେଖନ୍ତୁ...

କୋଭିଡ ଗାଇଡଲାଇନକୁ ଠିକ୍ ଭାବେ ପାଳନ କରନ୍ତୁ: ଡିଏମଇଟି

ଭୁବନେଶ୍ବର: କୋଭିଡ ସମୟରେ ପାର୍ବଣ ଆଉ ଜୀବନ ଭିତରେ ଯୁଦ୍ଧ ଚାଲିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି। ସେ ଆହୁରି କହିଛନ୍ତି, ଆମେ କେତେ ଦୂର ନିଜକୁ ସୁରକ୍ଷା ଦେବା, ଆଉ କେତେ ଦୂର ପାର୍ବଣ ଖୁସି ମଜଲିସିରେ ପାଳିବା ତାହା ଆମ ଉପରେ ନିର୍ଭର କରେ। ଗତକାଲି ହାଟ ଓ ବଜାରଗୁଡ଼ିକରୁ…
ଅଧିକ ଖବର ଦେଖନ୍ତୁ...

ନବରାତ୍ରିରେ ବିସ୍ଫୋରଣ ଯୋଜନା କରୁଥିବା ଆତଙ୍କବାଦୀକୁ ଗିରଫ କଲା ଦିଲ୍ଲୀ ପୁଲିସ

ନୂଅ‌ାଦିଲ୍ଲୀ: ଦିଲ୍ଲୀରୁ ଗିରଫ ହେଲା ପାକିସ୍ତାନ ଆତଙ୍କବାଦୀ । ବଡ ଧରଣର ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅସ୍ରଫ ଓରଫ୍ ଅଲିକୁ  ଗିରଫ କରିଛି। ଏହି ଆତଙ୍କବାଦୀ ରାଜଧାନୀରେ ଆକ୍ରମଣ କରିବାର…
ଅଧିକ ଖବର ଦେଖନ୍ତୁ...

ଯବାନ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳା କ୍ୟାଡରଙ୍କ ସମେତ ୩ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼ ସୀମାନ୍ତବର୍ତ୍ତୀ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ରିଜର୍ଭ ଫରେଷ୍ଟରେ ଯବାନ-ମାଓବାଦୀଙ୍କ ଭିତରେ ଆଜି ସକାଳେ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଏହି ସୂଚନା ଦେଇଛନ୍ତି। ଗୁଇନ୍ଦା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ସଙ୍କଟ ଆଶଙ୍କା ମଧ୍ୟରେ ଅମିତ ଶାହାଙ୍କ ପରେ ଆଜି କୋଇଲା ପରିସ୍ଥିତିର ସମୀକ୍ଷା କରିବ ପ୍ରଧାନମନ୍ତ୍ରୀଙ୍କ…

ନୂଆଦିଲ୍ଲୀ: ଭାରତରେ କୋଇଲା ଅଭାବକୁ ନେଇ ବିଦ୍ୟୁତ ସଙ୍କଟ ଦେଖାଦେବାର ଆଶଙ୍କା ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଆଜି ଏକ ସମୀକ୍ଷା ବୈଠକ କରିବାର ସମ୍ଭାବନା ରହିଛି। ଗତକାଲି କୋଇଲା ଅଭାବକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମୀକ୍ଷା ବୈଠକ କରିଥିଲେ। ଏହା ପରେ…
ଅଧିକ ଖବର ଦେଖନ୍ତୁ...

ବର୍ତ୍ତମାନ ୮୦ ପ୍ରତିଶତ କରୋନା ସଂକ୍ରମଣ ଲକ୍ଷଣବିହୀନ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ପ୍ରତେକ ଦିନ ୨୦୦ ରୁ ୩୦୦ ଭିତରେ ସଂକ୍ରମଣ ରହିଆସୁଛି। ଏମିତି କି କିଛି ମାତ୍ରାରେ ଆର ଭ୍ୟାଲୁ ବଢିଛି। ହେଲେ ହସ୍ପିଟାଲ ଆଡମିସନ ଗୁରୁତର…
ଅଧିକ ଖବର ଦେଖନ୍ତୁ...