Daily Archives

October 15, 2021

୨୪ ଘଣ୍ଟାରେ ଭାରତରେ ୧୬,୮୬୨ କୋଭିଡ୍‌-୧୯ ସଂକ୍ରମଣ; ମୃତ୍ୟୁସଂଖ୍ୟା ୩୭୯

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୬ ହଜାରରୁ ଯଥେଷ୍ଟ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୩ ଶହରୁ ବହୁ ଅଧିକ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪…
ଅଧିକ ଖବର ଦେଖନ୍ତୁ...

ରକ୍ତ ସଂକ୍ରମଣ ସନ୍ଦେହରେ କାଲିଫର୍ଣ୍ଣିଆ ଡାକ୍ତରଖାନାରେ ଭର୍ତ୍ତି ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌…

ଓ୍ଵାସିଂଟନ୍‌: ରକ୍ତ ସଂକ୍ରମଣ ହୋଇଥିବା ସନ୍ଦେହରେ ମଙ୍ଗଳବାର ଦିନ କାଲିଫର୍ଣ୍ଣିଆରେ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିନ୍‌ଟନ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ‘ସିଏନ୍‌ଏନ୍‌’ ଗୁରୁବାର ଦିନ ରିପୋର୍ଟ କରିଛି। ‘ସିଏନ୍‌ଏନ୍‌’ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ୨୧ରୁ ଏକାଦଶ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବ: ବିଦ୍ୟାଳୟ ଓ…

ଭୁବନେଶ୍ୱର: ରାଜ୍ୟରେ ୨୧ରୁ ଏକାଦଶ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଞ୍ଜନ ଦାଶ । ପୂଜା ଛୁଟି ପରେ ଏହି ଦୁଇଟି ଶ୍ରେଣୀ ଖୋଲିବା ଲାଗି ଆନୁସଙ୍ଗିକ ପ୍ରସ୍ତୁତି କରିବାକୁ ଆସନ୍ତାକାଲି ବିଭାଗ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ଦୁଇ ସଙ୍ଗାତଙ୍କ ଶୋଚନୀୟ ମୃତ୍ୟୁ

ହରଭଙ୍ଗା: ଅଜଣା ଗାଡ଼ି ଧକ୍କାରେ ସାଙ୍ଗ ହୋଇ ଘରକୁ ଫେରୁଥିବା ଦୁଇ ସଙ୍ଗାତଙ୍କ ମୃତ୍ୟୁ ହୋଇଛି। ଏ ଖବର ଜଣାପଡ଼ିବା ପରେ ହରଭଙ୍ଗା ବ୍ଲକରେ ଶୋକର ଛାୟା ଖେଳିଯାଇଛି। ଦୁଇ ମୃତକ ହେଲେ ମୁଶାଡ଼ ଗ୍ରାମର ଝାଣ୍ଟୁ ଚରଣ ବେହେରା ଓ ବ୍ରାହ୍ମଣଗାଁର ଝାଣ୍ଟୁ ଭୋକ୍ତା। ପ୍ରାପ୍ତ ସୂଚନା ଅନୁଯାୟୀ ବୌଦ୍ଧ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇର ଆର୍ଥର୍‌ ରୋଡ୍‌ ଜେଲ୍‌ରେ କଏଦୀ ନମ୍ବର ୯୫୬ ଆର୍‌ୟନ୍‌ ଖାନ୍‌

ମୁମ୍ବାଇ: ଅଭିନେତା ଶାହରୁଖ୍‌ ଖାନ୍‌ଙ୍କର ପୁଅ ଆର୍‌ୟନ୍‌ ଖାନ୍‌ଙ୍କୁ ମୁମ୍ବାଇ ଆର୍ଥର୍‌ ଜେଲ୍‌ର ‘କ୍ୱାରେଣ୍ଟିନ୍‌ ବାରାକ’୍‌ରୁ ‘କମନ୍‌ ସେଲ୍‌’କୁ ସ୍ଥାନାନ୍ତରଣ କରାଯାଇ କଏଦୀ ନମ୍ବର ୯୫୬ ଭାବେ ଅବସ୍ଥାପିତ କରାଯାଇଛି। ଗତକାଲି ତାଙ୍କର ‘ସ୍ୱାବ୍‌’ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ…
ଅଧିକ ଖବର ଦେଖନ୍ତୁ...

କକା-ପୁତୁରାଙ୍କୁ ସାଇକେଲରୁ ଟାଣି ଦଳି ମାରିଲା ହାତୀ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେଢ଼ାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁରୁବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଛି। କକା ଓ ପୁତୁରା ରେଢ଼ାଖୋଲ-ନାକ୍ଟିଦେଉଳ ରାସ୍ତାରେ ଯାଉଥିବା ବେଳେ ହାତୀଟି ସାଇକେଲରୁ…
ଅଧିକ ଖବର ଦେଖନ୍ତୁ...

ମହାମାରୀ କରୋନା ସାଙ୍ଗକୁ ପାର୍ବଣ ବଜାରରେ ମହଙ୍ଗା ମାଡ଼, ହାଣ୍ଡିଶାଳରେ ଚଡ଼କ

ବ୍ୟାସନଗର : ମହାମାରୀ କରୋନା ସାଙ୍ଗକୁ ପାର୍ବଣ ବଜାରରେ ମହଙ୍ଗା ମାଡ଼ ଖାଉଟିଙ୍କ ଉପରେ ପ୍ରଭାବ ପକାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। କରୋନା ସମୟରେ ସାଧାରଣ ଲୋକେ ଜୀବିକା ହରାଇଥିବା ବେଳେ ଅଧିକାଂଶ ଲୋକଙ୍କର…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କ ସହ ଗୁଳିବିନିମୟ କରି ସେନା ସାଙ୍ଘାତିକ ଆହତ ହୋଇଥିବା ଅଧିକାରୀ ଓ ଯବାନ୍‌ ସହିଦ

ଶ୍ରୀନଗର: ଗୁରୁବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ଆତଙ୍କବାଦୀ ଦମନ ଅଭିଯାନ ସମୟରେ ସାଙ୍ଘାତିକ ଆହତ ହୋଇଥିବା ଜଣେ ସେନା ଅଧିକାରୀ ଓ ଯବାନ୍‌ ସହିଦ ହୋଇଛନ୍ତି। ସହିଦ ସେନା କର୍ମଚାରୀମାନେ ହେଲେ, ରାଇଫଲ୍‌ମ୍ୟାନ୍‌ ବିକ୍ରମ ସିଂହ ନେଗି ଏବଂ ଯୋଗମ୍ବର ସିଂହ। ଅଭିଯାନରେ ଭାଗ…
ଅଧିକ ଖବର ଦେଖନ୍ତୁ...

ଗ୍ରାମାଞ୍ଚଳରେ ଭୁଶୁଡ଼ିଲାଣି ସ୍ୱାସ୍ଥ୍ୟସେବା, ଭୂତକୋଠି ପାଲଟିଛି ସ୍ୱାସ୍ଥ୍ୟ ଉପକେନ୍ଦ୍ର

ଦଶପଲ୍ଲା : ଗ୍ରାମାଞ୍ଚଳରେ ସାଧାରଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ତଥା ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପଞ୍ଚାୟତରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରମାନ ସ୍ଥାପନ କରାଯାଇଛି। ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି…
ଅଧିକ ଖବର ଦେଖନ୍ତୁ...

‘ଅଲିଭ୍‌ ରିଡ୍‌ଲେ’ଙ୍କୁ ବିପଦ ଦେବୀ ମୁହାଣ, ନୀତି ପ୍ରଣୟନ ହେଉଛି, କାର୍ଯ୍ୟକାରୀ ହେଉନି

ପୁରୀ : ଦିନେ ଯେଉଁ ସ୍ଥାନ ଅଲିଭ୍‌ ରିଡ୍‌ଲେଙ୍କ ମିଳନସ୍ଥଳ ସାଜିଥିଲା, ତାହା ଏବେ ମରଣଯନ୍ତା। ହଜାର ହଜାର କଇଁଛଙ୍କ ମିଳନ ଓ ଅଣ୍ଡାଦାନର ଆକର୍ଷଣ କେନ୍ଦ୍ର ଏବେ ଏହି ଅତିଥି ଜୀବଙ୍କ ପାଇଁ ଅଲୋଡ଼ା। ଆଜି ବି ସେଇ ଦେବୀ ମୁହାଣ ଅଲିଭ୍‌ ରିଡ୍‌ଲେଙ୍କୁ ସ୍ବାଗତ ପାଇଁ ଅପେକ୍ଷା କରିଛି, କିନ୍ତୁ…
ଅଧିକ ଖବର ଦେଖନ୍ତୁ...