Daily Archives

October 15, 2021

ଖୋର୍ଦ୍ଧା ଜିଲ୍ଲାରେ ଲାଗୁଛି ଗଛ, ବଢ଼ୁନି ସବୁଜିମା

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଅଧୀନରେ ଗତ ୨ ବର୍ଷରେ ପ୍ରାୟ ୨୦ଲକ୍ଷ ଚାରା ଲାଗିଛି। କିନ୍ତୁ ଜିଲ୍ଲାରେ ଜଙ୍ଗଲର ଆୟତନ କିମ୍ବା ଜିଲ୍ଲାର ସବୁଜିମା ବଢ଼ୁନାହିଁ। ୨୦୨୦ ବନ ବିଭାଗର ରିପୋର୍ଟ ଅନୁସାରେ, କଟକର ବାଙ୍କି, ଖୋର୍ଦ୍ଧା ଜିଲ୍ଲା (ଭୁବନେଶ୍ବର ସିଟି, ଚନ୍ଦକା, ଚିଲିକା ୱାଇଲଡ…
ଅଧିକ ଖବର ଦେଖନ୍ତୁ...

ଆଜି ଦେଶର ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିଜୟାଦଶମୀର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୫ତାରିଖ ଅପରାହ୍ନ ପ୍ରାୟ ୧୨ଟା ୧୦ ମିନିଟ୍‍ ସମୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ପ୍ରଦାନ କରିବେ, ଯାହା ସାତୋଟି ନୂତନ ପ୍ରତିରକ୍ଷା କମ୍ପାନୀକୁ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁ ଢାଞ୍ଚାରେ ବ୍ରହ୍ମପୁରରେ ହେବ ସ୍ମାର୍ଟ ରୋଡ଼

ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ସ୍ମାର୍ଟରୋଡ୍‌ ଯୋଜନାରେ ବ୍ରହ୍ମପୁର ମହାନଗର ନିଗମର ୧୦ଟି ରାସ୍ତାକୁ ପ୍ରାଥମିକ ପର୍ଯ୍ୟାୟରେ ସାମିଲ କରାଯାଇଛି। ଅନ୍ୟାନ୍ୟ ରାସ୍ତା ଠାରୁ ଏହା ସ୍ବତନ୍ତ୍ର ରହିବ ବୋଲି ଜଣାଯାଇଛି। ରାସ୍ତା, ନାଳନର୍ଦ୍ଦମା ସାଂଗକୁ ଦୁର୍ଘଟଣା ରୋକିବାକୁ ଦୃଷ୍ଟିରେ ରଖି…
ଅଧିକ ଖବର ଦେଖନ୍ତୁ...

ଆଜି ଦଶହରା: ମହାମାରୀ କରୋନା କଟକଣା ପାଇଁ ଦେବୀ ଦର୍ଶନରୁ ଭକ୍ତ ବଞ୍ଚିତ

ଭୁବନେଶ୍ୱର: ମହାମାରୀ କରୋନା କଟକଣା ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣର ମାହୋଲ ‌ସାରା ରାଜ୍ୟରେ ଦେଖିବାକୁ ମିଳୁନାହିଁ। ମହାମାରୀ ନେଇ ପ୍ରଶାସନ ଜାରି କରିଥିବା ସମସ୍ତ କଟକଣା ସହକାରେ ପୂଜା କରାଯାଉଛି। କେବଳ ଦେବୀ ଦୁର୍ଗାଙ୍କ ନୀତିକାନ୍ତି କରାଯାଉଥିବା ବେଳେ, ସାଧାରଣ ଦର୍ଶନ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର ଜିଲ୍ଲାରେ ୩୭୪ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ କୋଠା ନାହିଁ

ନବରଙ୍ଗପୁର : ସରକାର ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ପ୍ରାକ୍ ଶିକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି। ତେଣୁ ଶିଶୁଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଖେଳନା ଠାରୁ ଆରମ୍ଭ କରି ବିଭିନ୍ନ ଉପକରଣ ପ୍ରଦାନ କରୁଛନ୍ତି। ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ, ରୋଷେଇ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରସୀମାନ୍ତ ସୁମାଣ୍ଡିରେ ମାଡ଼ୁଛି ଡେଙ୍ଗୁ

ଚିକିଟି : କ‌ରୋନା ମହାମାରୀର ଆତଙ୍କ ନଥମୁଣୁ ଚିକିଟି ବ୍ଲକ୍ ତଥା ଆନ୍ଧ୍ର ସୀମାନ୍ତ ସୁମାଣ୍ଡିରେ ‌ଡେଙ୍ଗୁ ଜ୍ବର ଭୟାନକ ଭାବେ ବ୍ୟାପିବାରେ ଲାଗିଛି। ମାସକ ଭିତରେ ଏହି ଗ୍ରାମରୁ ପ୍ରାୟ ୨୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ୯ ଜଣ ସୁସ୍ଥ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରୁ ଫେରିଥିବା…
ଅଧିକ ଖବର ଦେଖନ୍ତୁ...

୧୧୨ ଦିନ ମଧ୍ୟରେ ଦେଶର ୭୩୬ଟି ଜିଲ୍ଲାରେ ରେକର୍ଡ ସଂଖ୍ୟକ ୨୪୯୪ଟି ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ : ଦେଶର ୭୩୬ଟି ଜିଲ୍ଲାର ସରକାରୀ ଡାକ୍ତରଖାନାଗୁଡ଼ିକରେ ୧୧୨ ଦିନ ମଧ୍ୟରେ ରେକର୍ଡ  ସଂଖ୍ୟକ ୨୪୯୪ଟି ପ୍ରେସର ସ୍ବିଙ୍ଗ ଆଡସୋର୍ପସନ (ପିଏସଏ) ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ଏହି ସବୁ ଅକ୍ସିଜେନ ପ୍ଲାଣ୍ଟରୁ ଦୈନିକ ୩,୩୨୪ ଟନ୍ ଅମ୍ଳଜାନ ଉତ୍ପାଦନ ହେଉଛି। ଏସବୁ…
ଅଧିକ ଖବର ଦେଖନ୍ତୁ...

ଆନନ୍ଦପୁର ମ୍ୟୁନିସିପାଲିଟିରେ ସହରାଞ୍ଚଳ ବିକାଶ ବାଟବଣା: ଉଦ୍‌ଘାଟନର ବର୍ଷେ ପରେ ମଧ୍ୟ ଲୋକଙ୍କ କାମରେ ଆସିପାରୁ…

ଆନନ୍ଦପୁର : ଆନନ୍ଦପୁର ମ୍ୟୁନିସିପାଲିଟିରେ କିଭଳି ସହରାଞ୍ଚଳ ବିକାଶ ବାଟବଣା ହୋଇଛି ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଉଦ୍‌ଘାଟନର ବର୍ଷେ ପରେ ମଧ୍ୟ ଶାଳପଡ଼ା ଇନ୍ଦିରା ଗାନ୍ଧୀ ପଡ଼ିଆରେ ନିର୍ମାଣ ହୋଇଥିବା ଟାଉନ୍‌ହଲ ଲୋକଙ୍କ କାମରେ ଆସିପାରୁ ନାହିଁ। ନିର୍ମାଣ କାମ କରିଥିବା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ତିନି ଦିନ ଲାଗି ରହିବ ବର୍ଷା; କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟକୁ ନେଇ ଯେଉଁ ବାତ୍ୟା ଆଶଙ୍କା କରାଯାଉଥିଲା ତାହା ଟଳିଛି । ଏବେ ଘୂର୍ଣ୍ଣବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି କିନ୍ତୁ ବାତ୍ୟାରେ ପରିଣତ ହେବାର ଆଶଙ୍କା ନାହିଁ । ତେବେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ…
ଅଧିକ ଖବର ଦେଖନ୍ତୁ...

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ଅଭାବ: ପାଠ ପାଇଁ ମୂଲ ଲାଗୁଛନ୍ତି ଛାତ୍ରୀ

କାଳିଆପାଣି : ପାଦେପାଦେ ସବୁ‌ କ୍ଷେତ୍ରରେ ଅଭାବଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅଷ୍ଟମ ଶ୍ରେଣୀର ଆଦିବାସୀ ଛାତ୍ରୀ ପାଲ ବଣ୍ଡରା। ସୁକିନ୍ଦା ବ୍ଲକ କଂସ ପଞ୍ଚାୟତ କୋଇପଶି ପାଖ ଗୁରୁଜଙ୍ଗପାଳ ବସ୍ତିରେ ତାଙ୍କର ଜନ୍ମ। ଛୋଟବେଳୁ ବାପା ନାରଣ ବଣ୍ଡରାଙ୍କୁ ହରାଇଥିଲେ। ଏବେ ସେ ଟିକରପଡ଼ାର…
ଅଧିକ ଖବର ଦେଖନ୍ତୁ...