Daily Archives

October 17, 2021

‘ରଦ୍ଦ ହେଉ ଭାରତ-ପାକିସ୍ତାନ ମ୍ୟାଚ’; ଜାଣନ୍ତୁ କାହିଁକି ଟ୍ୱିଟରରେ ଏଭଳି ଦାବି କରୁଛନ୍ତି ଲୋକେ

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ଟି-୨୦ ବିଶ୍ୱକପ । ଅକ୍ଟୋବର ୨୪ ତାରିଖରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ହେଲେ ଏବେ ଏହି ମ୍ୟାଚକୁ ରଦ୍ଦ କରିବା ପାଇଁ ପ୍ରଶଂସକମାନେ ଦାବି କରିଛନ୍ତି । ଟ୍ୱିଟରରେ ଏବେ ଟ୍ରେଣ୍ଡ କରୁଛି, ଭାରତ-ପାକିସ୍ତାନ ମ୍ୟାଚକୁ ରଦ୍ଦ କରାଯାଉ । ଗତ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷା ଓ କାଳବୈଶାଖୀ ପାଇଁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା,…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଅହମ୍ମଦ ଶାହା ଅହମ୍ମଦଜାଇଙ୍କ ୭୮ ବର୍ଷ ବୟସରେ ହେଲା ଦେହାନ୍ତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଅହମ୍ମଦ ଶାହା ଅହମ୍ମଦଜାଇଙ୍କ ୭୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି। ଅହମ୍ମଦ ଶାହା ଅହମ୍ମଦଜାଇ ୧୯୯୨ରୁ ୧୯୯୪ ପର୍ଯ୍ୟନ୍ତ ଆଫଗାନିସ୍ତାନ ସରକାରରେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ୪ କୋଟି ଟପିଲା; ସବୁଠୁ ଆଗରେ ଓଡ଼ିଶା

ଭୁବନେଶ୍ୱର: ମାତ୍ର ଦୁଇ ମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ୪ କୋଟିରୁ ଅଧିକ ଅସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ସର୍ବାଧିକ ସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସର୍ବାଗ୍ରେ ରହିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଏହି ପୋର୍ଟାଲରେ ଓଡ଼ିଶାର ୮୮…
ଅଧିକ ଖବର ଦେଖନ୍ତୁ...

‘ପୂର୍ବୋଦୟ’ ସ୍ୱପ୍ନକୁ ସାକାର କରିବା ପାଇଁ ଯୁବପିଢିଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ଜରୁରୀ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଭାରତର ସାମଗ୍ରିକ ବିକାଶ ପାଇଁ ‘ପୂର୍ବୋଦୟ’ର କଳ୍ପନା କରିଛନ୍ତି ଏବଂ ଏହାର କେନ୍ଦ୍ରବିନ୍ଦୁରେ ଓଡ଼ିଶା ରହିଛି । ମାତ୍ର ‘ପୂର୍ବୋଦୟ’ର ସ୍ୱପ୍ନକୁ ସାକାର କରିବା ପାଇଁ ଯୁବପିଢିଙ୍କୁ ଗୁଣାତ୍ମକ ଶିକ୍ଷା ସହ ଉଚ୍ଚ ଶିକ୍ଷା ପାଇଁ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସୀମାର ୪୦୦ ମିଟର ଭିତରେ ଉଡ଼ିଲା ନେପାଳ ବିମାନ, କିଛି ଏମିତି କାରଣ ଦେଲା ନେପାଳ

ନୂଆଦିଲ୍ଲୀ: ଭାରତୀୟ ସୀମା ମଧ୍ୟକୁ ପୁଣିଥରେ ପଶିଲା ନେପାଳ ବିମାନ । ପାକିସ୍ତାନ ପରେ ହଠାତ୍ ନେପାଳ ବିମାନକୁ ଭାରତ ସୀମାରେ ଉଡୁଥିବାର ଦେଖି ସୁରକ୍ଷାବାହିନୀ ଏବେ ହାଇ ଆଲର୍ଟରେ ଅଛନ୍ତି। ମିଳିଥିବା ସୂଚନା ମୁତାବକ, ନେପାଳକୁ ଲାଗି ରହିଥିବା ବିହାରର ମହାରାଜଗଞ୍ଜ ଜିଲ୍ଲାରେ ନେପାଳର ଏକ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ାର ଇଷ୍ଟ ଦେବତା ‘କଣାଭୈରା’ଙ୍କ ଉପରେ ଏ ପର୍ଯ୍ୟନ୍ତ ହୋଇନାହିଁ ବିଶେଷ ଗବେଷଣା

ନୂଆପଡ଼ା: ନୂଆପଡ଼ା ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ "କଣାଭୈରା"। କେଉଁ ଆବହମାନ କାଳରୁ "କଣାଭୈରା"ଙ୍କୁ ଦେବତା ରୂପେ ପୂଜାର୍ଚ୍ଚନା କରାଯାଏ ଓ ଆଞ୍ଚଳିକ ପରିଭାଷା ଅନୁସାରେ "ମହାରାଜ" ରୂପେ ବିଦିତ। ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୮ କି ମି ଦୂରତାରେ…
ଅଧିକ ଖବର ଦେଖନ୍ତୁ...

ଖଡ଼ିଆଳ ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁନୀତି ଅଭିଯୋଗ: ମୃତ ମହିଳାଙ୍କ ନାମରେ ଟଙ୍କା ଆତ୍ମସାତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ପଦାକୁ ଆସିଛି। ନୂଆପଡ଼ା ଜିଲ୍ଲାରେ ଜଣେ ମୃତ ମହିଳାଙ୍କ ନାମରେ ପୁରୁଣା ଆବାସ ଦେଖାଇ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏହା ଉପରେ ତଦନ୍ତ ପାଇଁ ଆଜି ତୁଲାରାମ ହଂସ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ସମୀର ଓ୍ଵାଙ୍ଖେଡ଼େଙ୍କୁ ଗୌରବାନ୍ଵିତ କରିବେ ବୋଲି ‘ଏନ୍‌ସିବି’ ହାଜତରେ କାଉନ୍‌ସେଲିଙ୍ଗ୍‌ ବେଳେ ପ୍ରତିଶ୍ରୁତି…

ମୁମ୍ବାଇ: ‘ଏନ୍‌ସିବି’ ମୁମ୍ବାଇ ୟୁନିଟ୍‌ର ଜୋନାଲ୍‌ ଡାଇରେକ୍ଟର୍‌ ସମୀର ଓ୍ଵାଙ୍ଖେଡ଼େଙ୍କୁ ଦିନେ ନା ଦିନେ ଗୌରବାନ୍ଵିତ କରିବେ ବୋଲ ‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌ କେସ୍‌’ରେ ଗିରଫ ହୋଇ ‘ନାକ୍ରୋଟିକ୍ସ୍‍ କଣ୍ଟ୍ରୋଲ୍‌ ବ୍ୟୁରୋ’ର ହାଜତରେ କାଉନ୍‌ସେଲିଙ୍ଗ୍‌ ବେଳେ ଆର୍‌ୟନ୍‌ ଖାନ୍‌…
ଅଧିକ ଖବର ଦେଖନ୍ତୁ...

ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲା: ୪ ଦିନିଆ ରିମାଣ୍ଡରେ ଯିବେ ଗିରଫ ୩ ଅଭିଯୁକ୍ତ

ଭୁବନେଶ୍ୱର: ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କମିସନରେଟ ପୁଲିସ। ଏଥିଲାଗି ଭୁବନେଶ୍ୱର ଜେଏମଏଫସି ଅନୁମତି ଦେଇଥିବା ଜଣାଯାଇଛି। କମିସନରେଟ ପୁଲିସ ତିନି ଅଭିଯୁକ୍ତଙ୍କର ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଅକ୍ଟୋବର ୧୭…
ଅଧିକ ଖବର ଦେଖନ୍ତୁ...