Daily Archives

October 24, 2021

ପ୍ରସ୍ତୁତ ହେଲା ସୋଲାର ଗନ, ବିନା ଯବାନଙ୍କ ସହାୟତାରେ ଶତ୍ରୁଙ୍କୁ ମାରିପାରିବ ଗୁଳି

ନୂଆଦିଲ୍ଲୀ: ସୀମାରେ ନିୟୋଜିତ ଯବାନଙ୍କୁ ସାହାଯ୍ୟ କରିବା ପାଇଁ ଖୁବ ଶୀଘ୍ର ଦେଶର ସୀମାରେ ଏକ ଶକ୍ତିଶାଳୀ ଅସ୍ତ୍ର ନିୟୋଜିତ ହେବ | ଏହି ଅସ୍ତ୍ର ହେଉଛି ସୌର ବନ୍ଧୁକ ବା ସୋଲାର ଗନ | ଏହା ଏକ ଇଲେକ୍ଟ୍ରୋନିକ୍ ମେସିନ୍ ବନ୍ଧୁକ ହୋଇଥିବାବେଳେ ଏହାକୁ ପରିଚାଳନା କରିବା ପାଇଁ କୌଣସି ମଣିଷଙ୍କର…
ଅଧିକ ଖବର ଦେଖନ୍ତୁ...

ଖାଇବା ତେଲର ମୂଲ୍ୟ ହ୍ରାସ ସୁନିଶ୍ଚିତ କରିବା ଲାଗି ପୁଣିଥରେ ରାଜ୍ୟମାନଙ୍କୁ ପତ୍ର ଲେଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ଖାଇବା ତେଲର ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ଲାଗି ଏସବୁ ସାମଗ୍ରୀର ଭଣ୍ଡାରଣ (ଷ୍ଟକ) ସୀମା ନିର୍ଦ୍ଧାରଣ କରିଛନ୍ତି। ଏ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା ଲାଗି ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହିବାର ଆବଶ୍ୟକତା ଅଛି। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ବୃଷ: ପୂର୍ବ ବ୍ୟବସାୟ ଚୁକ୍ତିରୁ ଅଚାନକ ଲାଭ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି…
ଅଧିକ ଖବର ଦେଖନ୍ତୁ...

ଲଗାଯାଇଥିବା ମିଥ୍ୟା ଆରୋପକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ମୁମ୍ବାଇ ପୁଲିସ କମିସନରଙ୍କୁ…

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଛାଡ଼ିବା ପାଇଁ ୨୫କୋଟି ଟଙ୍କା ଦାବି କରିଥିବା ନେଇ ଆରୋପ ଲାଗିବା ପରେ ଏବେ ଅଡ଼ୁଆରେ ଏନସିବି ମୁଖ୍ୟ ସମୀର ୱାଙ୍ଖେଡେ। କେପି ଗୋସାବୀଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ବୋଲି ଦାବି କରୁଥିବା ପ୍ରଭାକର ସେଲ୍‌ ଏକ ସତ୍ୟପାଠରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଚଢ଼ଉ: ୫ ଗିରଫ, ୧୩୫ ଲିଟର ଦେଶୀ ମଦ ଜବତ

ରାଉରକେଲା: ସହରର ବିଭିନ୍ନ ସ୍ଥାନରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଉଛି। ଏହାସହ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଭାନ୍ଦା ମାହାଲି, ବାଲାକାର ସିଂହ, ରାମଜିତ ଲାକ୍ରା, ଅଜୟ କିଶାନ ଓ ଗୌରୀ ମୁଣ୍ଡାରୀ।…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପୂର୍ବରୁ ସୀମାର ପୁନଃନିର୍ଦ୍ଧାରଣ କରିବା ଭୁଲ ହେବ: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: ଗତକାଲି ଜମ୍ମୁ-କଶ୍ମ‌ୀରରେ ପ୍ରଥମେ ସୀମାର ପୁନଃନିର୍ଦ୍ଧାରଣ ଓ ପରେ ରାଜ୍ୟ ମାନ୍ୟତା ଦେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ। ଆଜି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏହାକୁ ବିରୋଧ କରିବା ସହ ପ୍ରଥମେ ଜମ୍ମୁ-କଶ୍ମ‌ୀରକୁ ରାଜ୍ୟ ମାନ୍ୟତା ଦେଇ ପରେ ସୀମାର…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ହାଇୱା ଚାଳକଙ୍କ ମୃତ୍ୟୁ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ଯୋଡ଼ା-ବଡ଼ବିଲ ରାସ୍ତାର ହୋଟେଲ ଦି ୱାର୍ଲଡ ସମ୍ମୁଖରେ ଦୁର୍ଘଟଣାରେ ଜଣେ ହାଇୱା ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିନି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ୧୧.୪୫ରେ ବଡ଼ବିଲରୁ ଭଦ୍ରାସାହି ଆଡ଼କୁ ଯାଉଥିବା ଏକ କ୍ୟାମ୍ପର ଗାଡ଼ି ହୋଟେଲ ଦି…
ଅଧିକ ଖବର ଦେଖନ୍ତୁ...

ଡ୍ରୋନ୍ ରେ ଆସିବ ପାର୍ସଲ: ପୂରଣ ହେବ ମୋଦୀଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ଖୁବଶୀଘ୍ର ଡ୍ରୋନରେ ଆପଣଙ୍କ ପାର୍ସଲ ବା ଚିଠି ଆସିପାରେ | ଚେନ୍ନାଇ ଭିତ୍ତିକ ଷ୍ଟାର୍ଟଅପ୍ ଗରୁଡ଼ ଏରୋସ୍ପେସ୍ ଏହି ସେବା ଆଣିବାକୁ ଯାଉଛି | ନିକଟରେ ଏହି ଷ୍ଟାର୍ଟଅପର ସିଇଓ ଅଗ୍ନିଶ୍ୱର ଜୟପ୍ରକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଆଉ ଜୟପ୍ରକାଶ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ପୋଖରୀରୁ ଯୁବତୀଙ୍କ ହାତବନ୍ଧା ଶବ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ପଣ୍ତାପଡ଼ା: କେନ୍ଦୁଝର ଜିଲ୍ଲା ପଣ୍ତାପଡ଼ା ଥାନା ବସନ୍ତପୁର ପଞ୍ଚାୟତ ବୁଢ଼ାଖମଣ ସାହିର ଏକ ପରିତ୍ୟକ୍ତ ଗାଡ଼ିଆରୁ ହାତବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣଙ୍କ ହେଲେ ସେହି ସାହିର ଧୀର ଦଣ୍ତପାଟଙ୍କ ଝିଅ ରିନା ଦଣ୍ତପାଟ (୨୦)। ତାଙ୍କୁ ଦୁଷ୍କର୍ମ ପରେ…
ଅଧିକ ଖବର ଦେଖନ୍ତୁ...

ୟୁପିରୁ ଚିହ୍ନଟ ହେଲା ରାଜ୍ୟର ପ୍ରଥମ ଜିକା ରୋଗୀ, ଯାଞ୍ଚ ପାଇଁ ଦିଲ୍ଲୀରୁ ପହଞ୍ଚିଲା ଦଳ

ଲକ୍ଷ୍ନୌ: କରୋନା ପରେ ଚିନ୍ତା ବଢ଼ାଇଲାଣି ଜିକା ଭୂତାଣୁ। କେରଳ ଓ ମହାରାଷ୍ଟ୍ର ପରେ ଏବେ ଉତ୍ତରପ୍ରଦେଶରେ ପ୍ରବେଶ କଲା ଜିକା ଭୂତାଣୁ।ୟୁପିର କାନପୁରରୁ ରାଜ୍ୟର ପ୍ରଥମ ଜିକା ଭୂତାଣୁ ଦ୍ବାରା ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଛି। ଜିକା ରୋଗୀ ଚିିହ୍ନଟ ହେବା ପରେ ଦିଲ୍ଲୀର ଏକ ବିଶେଷଜ୍ଞ ଦଳ…
ଅଧିକ ଖବର ଦେଖନ୍ତୁ...