Daily Archives

October 28, 2021

ଗିରଫଦାରୀରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମାଗିଥିଲେ ସମୀର ୱାଙ୍ଖେଡେ, ଏଭଳି ରାୟ ଶୁଣାଇଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟିି ମାମଲାର ଯାଞ୍ଚ କରୁଥିବା ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ଆଜି ବମ୍ବେ ହାଇକୋର୍ଟଙ୍କ ଦ୍ବାରାସ୍ଥ ହୋଇଥିଲେ। ଆରୟନଙ୍କୁ ଛାଡ଼ିବା ପାଇଁ ଲାଞ୍ଚ ନେଇଥିବା ନେଇ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ହୋଇଛି ସେହି ମାମଲାରେ ଗିଗିରଫଦାରୀରୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୪୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୫୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୩୦୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୬୫୪ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ମାଈ ହାତୀର ମୃତଦେହ ଠାବ, ବୃଦ୍ଧଙ୍କୁ କଚାଡ଼ି ଦେଲା ଦନ୍ତା

ଗଁଦିଆ/ହିନ୍ଦୋଳ: ରାଜ୍ୟର ଅନ୍ୟ ସ୍ଥାନ ଭଳି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ହାତୀ-ମଣିଷ ଲଢ଼େଇ ଜାରି ରହିଛି। କପିଳାସ ବନାଂଚଳ ଅନ୍ତର୍ଗତ ରମେଇ ସଂରକ୍ଷିତ ଜଂଗଲରେ ଏକ ମାଈ ହାତୀର ମୃତଦେହ ଠାବ ହୋଉଛି। ବନ ବିଭାଗର ପାଟ୍ରୋଲିଂ ଟିମ୍‌ ଆଜି ମାଈ ହାତୀର ମୃତଦେହ ଠାବ କରିଛନ୍ତି। ୧୭ଟିକିଆ…
ଅଧିକ ଖବର ଦେଖନ୍ତୁ...

ମମିତାଙ୍କ ହତ୍ୟାକାରୀଙ୍କୁ ଫାଶୀ ନମିଳିବା ଯାଏଁ ଲଢିବ କଂଗ୍ରେସ: ରଣଦୀପ ସୂର୍ଯ୍ୟେୱାଲା

ନୂଆଦିଲ୍ଲୀ: ମମିତା ମେହେର ହତ୍ୟା ମାମଲାରେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା । ଆଜି କଳାହାଣ୍ଡି ଗସ୍ତ କରି ମମିତାଙ୍କ ପରିବାରକୁ ଭେଟିଛି କଂଗ୍ରେସର ଏକ ପ୍ରତିନିଧି ଦଳ । ଅସହାୟ ବାପା ମା’ଙ୍କୁ ଭେଟିବା ପରେ ଶାସକ ଦଳକୁ ସମାଲୋଚନା କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବିଏସଏଫ ଏଡିଜିଙ୍କ ସ୍ବାଭିମାନ ଅଂଚଳ ଗସ୍ତ, ମାଓ ଦମନ ନେଇ ପୁଲିସ ସହ ରୁଦ୍ଧଦ୍ବାର ବୈଠକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ଆଜି ବିଏସଏଫ ଏଡିଜି ବି.ଭି.ରାମଶାସ୍ତ୍ରୀ ପହଞ୍ଚିଥିଲେ।ସେ ସ୍ବାଭିମାନ ଅଂଚଳର ଜାନବାଇ ଏବଂ ହନ୍ତାଲଗୁଡା ଠାରେ ରହିଥିବା ବିଏସଏଫ କ୍ୟାମ୍ପରେ ପହଞ୍ଚି ଯବାନଙ୍କ ମନବଳ ବଢାଇଥିଲେ। ସ୍ବାଭିମାନ ଅଂଚଳରେ ନକ୍ସଲଙ୍କର ଗତିବିଧି ସଂପର୍କରେ ଏକ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୯ରେ ବିକିଙ୍କ ହାତ ଧରିବେ କ୍ୟାଟ୍ରିନା! ଏହି ରାଜ୍ୟର ୭୦୦ବର୍ଷ ପୁରୁଣା ଦୁର୍ଗରେ ହେବ ବିବାହ

ମୁମ୍ବାଇ: ବଲିଉଡରେ ଏବେ ଚର୍ଚ୍ଚାରେ ରହିଛନ୍ତି ପ୍ରେମୀଯୁଗଳ ଅଭିନେତା ବିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ। କୌଣସି ଫିଲ୍ମ ପାଇଁ ନୁହେଁ ବରଂ ନିଜ ବିବାହକୁ ନେଇ ଦୁହେଁ ଚର୍ଚ୍ଚାରେ ରହିଛନ୍ତି। ଗତ କିଛି ଦିନ ହେଲାଣି ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କେବେ…
ଅଧିକ ଖବର ଦେଖନ୍ତୁ...

ନୀରଜ ଚୋପ୍ରାଙ୍କୁ ଏଭଳି ଉତ୍ତର ଦେଲା ଶିଶୁ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ -୨୦୨୧ରେ ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳି ନୀରଜ ଚୋପ୍ରାଙ୍କ ସହିତ ଜଡ଼ିତ କିଛି ନା କିଛି ଖବର ପ୍ରତିଦିନ ସାମ୍ନାକୁ ଆସିଥାଏ। ଚଳତ ବର୍ଷ ନୀରଜଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ଚୟନ କରାଯାଇଛି। ସୋସିଆଲ ମିଡିଆରେ ତାଙ୍କ ଫଟୋ ଓ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ସଂସଦରେ ଉଠିବ ମମିତା ମେହେର ମୃତ୍ୟୁ ପ୍ରସଙ୍ଗ: ରଣଦୀପ ସିଂହ ସୁରଜେୱାଲା

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ମାମଲା  ସଂସଦର ପ୍ରସଙ୍ଗ ହେବ। ଏଥି ପାଇଁ କଂଗ୍ରେସ ଅଧ୍ୟକ୍ଷା ଆମକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଗସ୍ତରେ ଥିବା କଂଗ୍ରେସ ସାଧାରଣ ସମ୍ପାଦକ ତଥା…
ଅଧିକ ଖବର ଦେଖନ୍ତୁ...

ଆବାସ ଯୋଜନାରୁ ବଞ୍ଚିତ ଅକ୍ଷୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଲେ ଅନଶନ 

ଭଦ୍ରକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ଜଣେ ବ୍ୟକ୍ତି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିଛନ୍ତି। ସବୁ ପ୍ରକାର ଯୋଗ୍ୟତା ରଖିଥିବା ଏଇ ବ୍ୟକ୍ତି ଜଣଙ୍କୁ ଜାଣିଶୁଣି ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ ବୋଲି ଅନଶନକାରୀ ଅକ୍ଷୟ ସେଠୀ…
ଅଧିକ ଖବର ଦେଖନ୍ତୁ...

ଆରୟନ ଖାଁଙ୍କୁ ଜାମିନ ଦେଲେ ବମ୍ବେ ହାଇକୋର୍ଟ, ଆସନ୍ତା କାଲି ମୁକୁଳିବା ସମ୍ଭାବନା

ମୁମ୍ବାଇ : କ୍ରୁଜ ଜାହାଜ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆରୟନ ଖାଁଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ତିନିଦିନ ଧରି ଶୁଣାଣି କରିବା ପରେ ହାଇକୋର୍ଟ ଆଜି ଅପରାହ୍ଣରେ ଆରୟନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆରୟନଙ୍କ ସମେତ ମୁନମୁନ…
ଅଧିକ ଖବର ଦେଖନ୍ତୁ...