Daily Archives

November 2, 2021

ବଜରଙ୍ଗ ଦଳ ଓ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଜଗତସିଂହପୁର ଟାଉନ୍: ହୃତାତ୍ମା ଦିବସ ଉପଲକ୍ଷେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ଏବଂ ‘ସମ୍ବାଦ’ ଆମ ଓଡ଼ିଶାର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୮୦ ୟୁନିଟ୍ ରକ୍ତ ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

ତେଲ ଦରରେ ନିଆଁ: ଜୟପୁରରେ ପେଟ୍ରୋଲ ୧୧୫. ୫୧ ଓ ଡିଜେଲ ୧୧୨ ଟଙ୍କା ୬ ପଇସା

ଜୟପୁର: ତେଲ ଦରରେ ଲାଗିଛି ନିଆଁ। ଉପଭୋକ୍ତା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଅତିଷ୍ଟ ହେଲେଣି। ପ୍ରତ୍ୟେକ ଦିନ ୨୦ ରୁ ୫୦ ପଇସା ପର୍ଯ୍ୟନ୍ତ ଦରବୃଦ୍ଧି ହେବା ସହ ପେଟ୍ରୋଲ ୧୩୦ ଟଙ୍କା ଆଡ଼କୁ ଅଗ୍ରସର ହେଲାଣି। ଜୟପୁରରେ ସାଧାରଣ ହିନ୍ଦୁସ୍ଥାନ ପେଟ୍ରୋଲିୟମର ପେଟ୍ରୋଲ ଲିଟର ପିଛା ୧୧୫…
ଅଧିକ ଖବର ଦେଖନ୍ତୁ...

ବାପା ବୟସର ହେବି, ତଥାପି ସେ ମୋତେ ଗାଳି କଲେ: ଇସ୍ତଫାପତ୍ରରେ ଅଭିଯୋଗର ଚିଠା ଲେଖିଦେଲେ କ୍ୟାପଟେନ

ଚଣ୍ଡୀଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସରୁ ଇସ୍ତଫା ଘୋଷଣା କରି ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ସେ ପୂର୍ବତନ କ୍ରିକେଟରଙ୍କୁ ପାକିସ୍ତାନର ଶୁଭେଚ୍ଛୁ ତଥା ଅସ୍ଥିର ମାନସିକ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ବିଜେପି ଛାଡି ଇସ୍ରାଏଲରେ ନିର୍ବାଚନ ଲଢ଼ିବେ ମୋଦୀ !

ନୂଆଦିଲ୍ଲୀ: ବିଜେପି ଓ ଭାରତ ଛାଡ଼ି ମୋଦୀ ଇସ୍ରାଏଲ ଯିବେ ଓ ସେଠାରେ ନିର୍ବାଚନ ଲଢ଼ିବେ | ଶୀର୍ଷକ ପଢି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? ତେବେ ଏହା କେ‌ବେ ବି ଘଟିବ ନାହିଁ| ଅସଲ ଘଟଣାଟି ଜ‌ାଣନ୍ତୁ। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଓ ପରିବେଶ…
ଅଧିକ ଖବର ଦେଖନ୍ତୁ...

ଧନତେରାସ୍‌: ସୁନା କିଣିବାକୁ ଦୋକାନରେ ଭିଡ଼

ରାଉରକେଲା: ଆଜି ଥିଲା ଧନତେରାସ୍‌। ଏହି ଦିନ ସୁନା, ରୁପା, କଂସାବାସନ ଆଦି ସାମଗ୍ରୀ କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ଲୋକଙ୍କ ବିଶ୍ବାସ ରହିଛି। ଏଥିସହ ବର୍ଷ ସାରାଶୁଭ ଫଳ ମିଳିଥାଏ। ମହାମାରୀ କରୋନା ସତ୍ତ୍ବେ ବେଶ୍ ଚଳଚଞ୍ଚଳ ହୋଇଥିଲା ସ୍ମାର୍ଟ ସିଟି। ମିନି ଇଣ୍ଡିଆ…
ଅଧିକ ଖବର ଦେଖନ୍ତୁ...

ଅନଲାଇନ୍ ପରୀକ୍ଷା ଦାବିରେ କଲେଜରେ ତାଲା, ଧାରଣା ଦେଲେ ଛାତ୍ରୀ, ଗଣିତ ପରୀକ୍ଷା ବାତିଲ୍

ରାୟଗଡ଼ା: ଅନଲାଇନ୍ ପରୀକ୍ଷା ଦାବିରେ ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜିଦରେ ଅଟଳ ଛାତ୍ରୀ ମହାବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିବା ଯୋଗୁ ଆଜି ଗଣିତ ପରୀକ୍ଷାକୁ କଲେଜ କର୍ତ୍ତୃପକ୍ଷ ବାତିଲ୍ କରିଛନ୍ତି। ଆପୋଷ ଆଲୋଚନା ପରେ ଆନ୍ଦୋଳନ…
ଅଧିକ ଖବର ଦେଖନ୍ତୁ...

ମେଗା ରକ୍ତଦାନ ଶିବିର: ରକ୍ତଦାନ କଲେ ୧୨୭ ଜଣ ଯବାନ-ପ୍ରତିରକ୍ଷା କର୍ମଚାରୀ

ବାଲେଶ୍ବର/ଚାନ୍ଦିପୁର: ଚାନ୍ଦିପୁର ସ୍ଥିତ ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା(ପିଏକ୍ସଇ)ର ୧୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଏକ ମେଗା ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ପିଏକ୍ସଇ ହସ୍ପିଟାଲରେ ଅନୁଷ୍ଠିତ ଏହି ଶିବିରକୁ ପିଏକ୍ସଇର ନିର୍ଦେଶକ ଡି କେ…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସିର ଆଦେଶନାମା ଜାରି: ଜଳାଶୟରେ ଛଠପୂଜା ମନା, ପୟାଶ୍ରାଦ୍ଧ ସହ ପିଣ୍ଡଦାନକୁ ବାରଣ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗତବର୍ଷ ଭଳି ଚଳିତ ଥର ମଧ୍ୟ ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ବାର ଓ ବିନ୍ଦୁସାଗରରେ ପୟା ଶ୍ରାଦ୍ଧ ଓ ପିଣ୍ଡଦାନକୁ ବାରଣ କରାଯାଇଛି। କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବିଏମ୍‌ସିର…
ଅଧିକ ଖବର ଦେଖନ୍ତୁ...

ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷିତ ; ନୀରଜ ଚୋପ୍ରା, ପ୍ରମୋଦ ଭଗତଙ୍କୁ ଖେଳରତ୍ନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବର୍ଷ ୨୦୨୧ ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରିଛନ୍ତି । ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ଓ ପାରା ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଓଡ଼ିଶାର ପ୍ରମୋଦ ଭଗତଙ୍କ ସମେତ ମୋଟ ୧୨ଜଣ ପାଇବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ସେହିପରି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଉନ୍ନତରେ ଲାଗି ରହିଥିବା ବାଧା ଦୂର ହେବ। ଅନ୍ୟ ରାଜ୍ୟକୁ ଯାଇପାରନ୍ତି। ସମାଜରେ ଲୋକେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା କରିବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ବୃଷ: ଭାବିଥିବା କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ…
ଅଧିକ ଖବର ଦେଖନ୍ତୁ...