Daily Archives

November 5, 2021

ନବରଙ୍ଗପୁର ଜିଲ୍ଲାରେ ସୂଚନା ପ୍ରଯୁକ୍ତି ଓ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର: ଇଲୋ‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାର ସୂଚନା ପ୍ରଯୁକ୍ତି ଏବଂ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଆଜି ଅପରାହ୍ନରେ ଜିଲ୍ଲା ସର୍କିଟ୍ ହାଉସ ଠାରେ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ଆର୍ଥିକ ଅନିୟମିତତା ଅଭିଯୋଗରେ ଅନଶନ: ପ୍ରଧାନଶିକ୍ଷକ ନିଲମ୍ବିତ, ସହକାରୀ ଶିକ୍ଷକଙ୍କ ବଦଳି

ଖପ୍ରାଖୋଲ: ବଲାଙ୍ଗରା ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ପଡ଼ିଆବାହାଲ ପଞ୍ଚାୟତ ୟୁଜି ହାଇସ୍କୁଲର ପ୍ରଧାନଶିକ୍ଷକ ଅଶୋକ ବାରିକ ଆର୍ଥିକ ଅନିୟମିତତା କରିଥିବା ଅଭିଯୋଗ କରି ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଆନ୍ଦୋଳନ କରିଥିଲେ। ଗତ ମାସ ୭ ତାରିଖରୁ ସ୍କୁଲରେ ତାଲା ପକାଇ ସମ୍ମୁଖରେ ଧାରଣା…
ଅଧିକ ଖବର ଦେଖନ୍ତୁ...

ଅଦିନିଆ ବର୍ଷାରେ ପାଚିଲା ଧାନ ନଷ୍ଟ, ଚାଷୀ ହତାଶ

ବୈପାରିଗୁଡା:  ଅଦିନିଆ ବର୍ଷା ଯୋଗୁଁ ବୈପାରିଗୁଡା ବ୍ଲକରେ ଫସଲ ହାନୀ ଘଟିଥିବାରୁ ଚାଷୀ ହତାଶ ହୋଇ ପଡିଛନ୍ତି। ମୈସୁମୀ ଓଡ଼ିଶାରୁ ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇ ସାରିଥିଲେ ମଧ୍ୟ ଗତ ଦୁଇଦିନ ଧରି ବୈପାରିଗୁଡା ବ୍ଲକରେ ଅଦିନିଆ ବର୍ଷା ହେବା ଫଳରେ ପାଚିଲା ଧାନ ନଷ୍ଟ ହେବା ନେଇ ଆଶଙ୍କା…
ଅଧିକ ଖବର ଦେଖନ୍ତୁ...

ମମିତା ମେହେର ହତ୍ୟା ମାମଲା, ନ୍ୟାୟ ଦାବିରେ ପଦଯାତ୍ରା ଓ ପ୍ରତିବାଦ ସଭା

ଚୁଡ଼ାପାଲି: ବଲାଙ୍ଗୀର ସଦର ବ୍ଲକ୍‌ ଚୁଡ଼ାପାଲି ମେହେରପଡ଼ାଠାରେ ମମିତା ମେହେର ହତ୍ୟା ମାମଲାର ପୀଡ଼ିତାଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ ସହ ହତ୍ୟାକାରୀ ଓ ଷଡ୍‌ଯନ୍ତ୍ରକାରୀମାନଙ୍କୁ କଠୋର ଦଣ୍ଡବିଧାନ ଦାବିରେ ଚୁଡ଼ାପାଲି କଂଗ୍ରେସ ଓ ସ୍ଥାନୀୟ ମେହେର ସମାଜ ପକ୍ଷରୁ ପଦଯାତ୍ରା ଓ ପ୍ରତିବାଦ…
ଅଧିକ ଖବର ଦେଖନ୍ତୁ...

ଟଙ୍କଧର ଦକ୍ଷିଣ-ପୂର୍ବ କୋଇଲା ଖଣି ବୋର୍ଡ ନିର୍ଦ୍ଦେଶକ 

ସୁନ୍ଦରଗଡ଼: ବିଜେପି ଯୁବନେତା ଟଙ୍କଧର ତ୍ରିପାଠୀଙ୍କୁ ଦକ୍ଷିଣ-ପୂର୍ବ କୋଇଲା ଖଣି ବୋର୍ଡ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଭାରତ ସରକାରଙ୍କ କୋଇଲା ମନ୍ତ୍ରାଳୟ ନଭେମ୍ବର ୧ ତାରିଖରେ ଏହି ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରି ଦକ୍ଷିଣ-ପୂର୍ବ କୋଇଲା ଖଣି ବୋର୍ଡ…
ଅଧିକ ଖବର ଦେଖନ୍ତୁ...

ଖରାପ ଜିନିଷ ପିଇଲେ ଏମିତି ହେବ: ମଦମୃତ୍ୟୁକୁ ନେଇ ଏଭଳି କହିଲେ ନୀତୀଶ କୁମାର

ପାଟନା: ବିହାରରେ ବିଷାକ୍ତ ମଦ ଯୋଗୁଁ ଲଗାତାର ଲୋକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ ବୟାନ ସାମ୍ନାକୁ ଆସିଛି। ରାଜ୍ୟରେ ମଦ ନିଷେଧାଦେଶର ସମୀକ୍ଷା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି। ନୀତିଶ କହିଛନ୍ତି ଯେ ଆମେ ବାରମ୍ବାର କହୁଛୁ ଯଦି ଆମେ ଭୁଲ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ଥାନା ଦ୍ବାରସ୍ଥ ହେଲେ ପତ୍ନୀ

ରିଆମାଳ: ପରିବାର ପ୍ରତିପୋଷଣ ପାଇଁ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବାଲିଜୋରିରୁ ତାମିଲନାଡୁକୁ କାମ କରିବାକୁ ଯାଇଥିବା ଯୁବକଙ୍କ ସନ୍ଦେହଜନକ ମୃ୍ତ୍ୟୁ ହୋଇଛି। ଏ ନେଇ ପତ୍ନୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ବାଲିଜୋରି ଗ୍ରାମର ସ୍ୱର୍ଗତ ଅଇଁଠୁ ପ୍ରଧାନଙ୍କ ପୁଅ ଭୀମସେନ ପ୍ରଧାନ (୩୦) ଆଜକୁ ୩…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲା ପୁଲିସର ଚଢ଼ଉ, ୫ ଥାନା ଅଞ୍ଚଳରୁ ୧.୩୦ ଲକ୍ଷର ବାଣ ଜବତ

ସୁନ୍ଦରଗଡ଼: ସବୁଜ ବାଣ ବ୍ୟତୀତ ଅନ୍ୟସବୁ ବାଣ ବିକ୍ରି ଉପରେ କଟକଣା ଜାରି କରିଥିଲେ ରାଜ୍ୟ ସରକାର। କିନ୍ତୁ ଉଭୟ ଦୋକାନୀ ଓ ଲୋକଙ୍କୁ ସବୁଜ ବାଣ କ’ଣ ସେ ସମ୍ପର୍କରେ ପ୍ରଶାସନ ଅବଗତ କରାଇ ନଥିବାରୁ ସମସ୍ତେ ଦ୍ବନ୍ଦ୍ବରେ ପଡ଼ି ଯାଇଥିଲେ। ତେବେ ଏସ୍ଥିତିରେ ସୁନ୍ଦରଗଡ଼ରେ କୌଣସି ଗୋଟିଏ ବି…
ଅଧିକ ଖବର ଦେଖନ୍ତୁ...

ଭାରତ ଛାଡ଼ିବା ଖବରକୁ ଅମ୍ବାନି ପରିବାରର ଖଣ୍ଡନ

ମୁମ୍ବାଇ : ଭାରତ ଛାଡ଼ିବା ଖବରକୁ ଖଣ୍ଡନ କରିଛନ୍ତି ମୁକେଶ ଅମ୍ବାନିଙ୍କ ପରିବାର । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଜାରି ଏକ ବୟାନରେ କୁହାଯ଼ାଇଛି ଯେ ମୁକେଶ ଅମ୍ବାନି କିମ୍ବା ତାଙ୍କ ପରିବାର ଲଣ୍ଡନ କିମ୍ବା ବିଶ୍ବର ଅନ୍ୟ କୌଣସି ସ୍ଥାନକୁ ଯ଼ିବାର କୌଣସି ଯୋଜନା ନାହିଁ । ଲଣ୍ଡନରେ…
ଅଧିକ ଖବର ଦେଖନ୍ତୁ...

୭୫ତମ ସ୍ୱାଧୀନତା ଦିବସକୁ ବର୍ଷ ସାରା ପାଳନ କରିବ କଂଗ୍ରେସ

ଭୁବନେଶ୍ବର: ଦେଶର ୭୫ତମ ସ୍ୱାଧୀନତା ଦିବସକୁ ବର୍ଷ ସାରା ପାଳନ କରିବ ଭାରତୀୟ ଜାତୀୟ କଂଗ୍ରେସ । ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସେମିନାର, କୁଇଜ ସହ ମାରାଥନ, ପଦଯାତ୍ରା ଓ ଫିଲ୍ମ ଦେଖାଇବାର କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ…
ଅଧିକ ଖବର ଦେଖନ୍ତୁ...