୭୫ତମ ସ୍ୱାଧୀନତା ଦିବସକୁ ବର୍ଷ ସାରା ପାଳନ କରିବ କଂଗ୍ରେସ

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ କମିଟିରେ ମିଳିଲା ସ୍ଥାନ

ଭୁବନେଶ୍ବର: ଦେଶର ୭୫ତମ ସ୍ୱାଧୀନତା ଦିବସକୁ ବର୍ଷ ସାରା ପାଳନ କରିବ ଭାରତୀୟ ଜାତୀୟ କଂଗ୍ରେସ । ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସେମିନାର, କୁଇଜ ସହ ମାରାଥନ, ପଦଯାତ୍ରା ଓ ଫିଲ୍ମ ଦେଖାଇବାର କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ଓଡିଶାର ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ କମିଟିରେ ସ୍ଥାନ ମିଳିଛି ।

ସମ୍ବନ୍ଧିତ ଖବର