Daily Archives

November 16, 2021

ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ କୋରାପୁଟ ବିଧାୟକ, ବିକାଶମୂଳକ କାମ ଉପରେ କଲେ ସମୀକ୍ଷା

ବୈପାରିଗୁଡା: କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରିଗୁଡା ବ୍ଲକର ଦୁର୍ଗମ ଅଞ୍ଚଳ ରୂପେ ପରିଚିତ ଚିପାକୁର ପଞ୍ଚାୟତରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ ସରକାରୀ ଗସ୍ତରେ ଯାଇ ପହଞ୍ଚିଥିଲେ। ଚିପାକୁର ପଞ୍ଚାୟତରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଗୁଡ଼ିକର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲାର ଆଉ ୮୩ଟି ସ୍ମାର୍ଟସ୍କୁଲ୍‌ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ୫-ଟି ଯୋଜନାରେ ରୂପାନ୍ତରୀକରଣ ହୋଇଥିବା ଆଉ ୮୩ଟି ସ୍ମାର୍ଟସ୍କୁଲ୍‌କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡ଼୍‌ରେ ଲୋକାର୍ପିତ କରିଛନ୍ତି। ଚକାଚକ୍ ସ୍ମାର୍ଟ୍‌ କ୍ଲାସରୁମ୍ ସାଙ୍ଗକୁ ଇ-ଲାଇବ୍ରେରି, ଆଧୁନିକ ବିଜ୍ଞାନଗାର, କମ୍ପୁଟର ଲ୍ୟାବ୍‌,…
ଅଧିକ ଖବର ଦେଖନ୍ତୁ...

ଟିପିସିଓଡିଏଲ୍ ପକ୍ଷରୁ କଟକର ନରାଜରେ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ମଙ୍ଗଳବାରଦିନ କଟକ ଜିଲ୍ଲାର ନରାଜ ଗ୍ରାମ ପଂଚାୟତର ତଳଗଡ଼ ଗ୍ରାମରେ ଏହାର ପ୍ରଥମ ଧନ୍ଦାମୂଳକ ପ୍ରଶିକ୍ଷଣ ତଥା ଟ୍ୟୁଟୋରିଆଲ କେନ୍ଦ୍ର ଖୋଲାଯାଇଛି ।  …
ଅଧିକ ଖବର ଦେଖନ୍ତୁ...

୫ହଜାର କିଲୋ ଗୋରୁ ମାଂସ ଜବତ, ସଦର ପୁଲିସ ଚୁପ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅଧୀନ ଦଳେଇପୁଟ ନିକଟ ପେଟ୍ରୋଲ୍ ପମ୍ପ ନିକଟରୁ ଗତକାଲି ବିଳମ୍ବିତ ରାତିରେ ଏକ କଂଟେନରରୁ ୫ହଜାର କିଲୋଗ୍ରାମ ଗୋରୁ ମାଂସ ଜବତ କରାଯାଇଛି । ଖୋର୍ଦ୍ଧା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ନିୟମିତ ଭାବେ ଗୋରୁ ମାଂସ ଚାଲାଣ ହେଉଥିବା ଓ ଏନେଇ ଧରପଗଡ଼…
ଅଧିକ ଖବର ଦେଖନ୍ତୁ...

ମାଗଣାରେ ସ୍କୁଲ, କଲେଜ ଯିବେ ଛାତ୍ରଛାତ୍ରୀ: କୋଇଡ଼ା ବ୍ଲକରେ ୫ଟି ବସ୍‌ ଶୁଭାରମ୍ଭ କଲା ଜିଲ୍ଲା ପ୍ରଶାସନ

ରାଉରକେଲା: ଖଣି ପ୍ରଭାବିତ କୋଇଡ଼ା ବ୍ଲକର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଓ କଲେଜ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରାଯାଇଛି। କୋଇଡ଼ା ବ୍ଲକ୍ କାର୍ଯ୍ୟାଳୟଠାରେ ଆଜି ଏହି ମାଗଣା ବସ୍ ସେବାକୁ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଉଦ୍‌ଘାଟନ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ କାମକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି କିଙ୍ଗ ଖାନ, ନିର୍ଦେଶକଙ୍କ ଆଗରେ ରଖିଲେ ଏଭଳି ସର୍ତ୍ତ

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପରିବାର ଗତ କିଛି ଦିନ ହେବ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଡ୍ରଗ୍ସ ମାମଲାରେ ପୁଅ ଆରୟନ ଖାନ ଧରାପଡ଼ିବା ପରେ, ତାଙ୍କୁ ଜାମିନରେ ଆଣିବା ପାଇଁ ଶାହାରୁଖ ବହୁ ଉଦ୍ୟମ କରିଥିଲେ। ଯେତେବେଳେ ଆରୟନ ଧରାପଡିଥିଲେ, ଶାହରୁଖ ଖାନ୍ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ବାଇକରୁ ଯୁବତୀଙ୍କୁ ଫିଙ୍ଗି ଦେଇ ଯୁବକ ଫେରାର

ଧଉଳି: ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ଅଧୀନ ଦୟାନଦୀ ବନ୍ଧ ଲିଙ୍ଗିପୁର ରାସ୍ତାରେ ବାଇକରେ ଯାଉଥିବା ଯୁବକ ଯୁବତୀଙ୍କୁ ସଂପର୍କୀୟ ପିଛା କରିବାରୁ ଧରପଡ଼ିଯିବା ଭୟରେ ଯୁବତୀଙ୍କୁ ଫିଙ୍ଗି ଯୁବକ ଫେରାର ହୋଇଯାଇଛି। ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ…
ଅଧିକ ଖବର ଦେଖନ୍ତୁ...

ଉଗାଣ୍ଡା : ପ୍ରମୋଦ ଭଗତ ରହୁଥିବା ହୋଟେଲ ନିକଟରେ ବୋମା ବିସ୍ଫୋରଣ, ଭାରତୀୟ ପାରା-ବ୍ୟାଡମିଣ୍ଟନ ଟିମ ସୁରକ୍ଷିତ

ଭୁବନେଶ୍ବର : ଉଗାଣ୍ଡାର ରାଜଧାନୀ କାମ୍ପାଲାରେ ଆଜି ଦୁଇଟି ବୋମା ବିସ୍ଫୋରଣ ହେବାରୁ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଛି ଓ ୩୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ବୋଲି ସ୍ଥାନୀୟ ପୁଲିସ କହିଛନ୍ତି । ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି ।…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ଅସୁସ୍ଥ, ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର

ରାୟଗଡ଼ା: ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ଅସୁସ୍ଥ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଆଜି ଶ୍ରୀ ହିମିରିକାଙ୍କୁ ୧୦୮ ଆମ୍ବୁଲାନସ୍ ଜରିଆରେ ଭୁବନେଶ୍ବର ଆପୋଲୋ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ହିଁ ଶ୍ରୀ ହିମିରିକା ଡାଇବେଟିସ୍, କିଡନୀ ରୋଗରେ ପୀଡ଼ିତ ଥିବାରୁ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମମିତା ମେହେରଙ୍କ ପରିବାର, ମାମଲାର ନିରପେକ୍ଷ ତଦନ୍ତ ପାଇଁ କଲେ ଦାବି

କଟକ: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ୍‌ସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା ହାଇକୋର୍ଟରେ ପହଞ୍ଛିଛି। ମମିତା ମେହେରଙ୍କ ପରିବାର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ‌ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...