Daily Archives

November 22, 2021

ସେୟାର ବଜାର ନିବେଶ ନାଁରେ ଠକିନେଲା ୧୫.୮୧ ଲକ୍ଷ ଟଙ୍କା, ସାଇବର ଠକକୁ ଗୁଜରାଟରୁ ବାନ୍ଧିଲା ପୁଲିସ

ରାଉରକେଲା : ସେୟାର ବଜାରରେ ନିବେଶ କରିବା ନାଁରେ ୧୫ ଲକ୍ଷ ୮୧ ହଜାର ଟଙ୍କା ଠକେଇ ଘଟଣାରେ ରାଉରକେଲା ସାଇବର ଥାନାକୁ ମିଳିଛି ସଫଳତା । ଠକେଇର ମାଷ୍ଟରମାଇଣ୍ଡକୁ ଗୁଜରାଟରୁ ବାନ୍ଧିଛି ସାଇବର ଥାନା ପୁଲିସ। ଗିରଫ ଠକ ଜଣକ ହେଉଛି ଗୁଜରାଟ ମେହେସେନା ଜିଲ୍ଲା ଭିସାନଗର ଅନ୍ତର୍ଗତ ଭାଲକ୍‌ର ରାଭଲ…
ଅଧିକ ଖବର ଦେଖନ୍ତୁ...

୨୦୨୧-୨୨ ଖରିଫ ଋତୁରେ ୧୫ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ

ଖୋର୍ଦ୍ଧା: ୨୦୨୧-୨୨ ଖରିଫ ଋତୁରେ ଖୋର୍ଦ୍ଧା ଜିଲ୍ଲାରୁ ୧୫ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଶତକଡ଼ା ୮୦ ଭାଗ ଧାନ ସଂଗ୍ରହ ପାଇଁ ଅଗ୍ରୀମ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି। ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଗଞ୍ଜେଇ ଅମଳ କରିବାରୁ ଋତୁ ଆସିଥିବାରୁ ପୁଲିସ ଏବଂ ଅବକାରୀ ବିଭାଗ ତତ୍ପରତା ଦେଖାଉଛି। ଲଗାତାର ପ୍ରତିଦିନ ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ଅଧିକାରୀ ମାନେ ଚଢାଉ କରି ଗଞ୍ଜେଇ ଗଛ ନଷ୍ଟ କରିବାରେ ସଫଳ ହେଉଛନ୍ତି। ବିଶେଷକରି ଚିତ୍ରକୋଣ୍ଡା ଥାନା…
ଅଧିକ ଖବର ଦେଖନ୍ତୁ...

ପାନ ମସାଲା କମ୍ପାନିକୁ ଲିଗାଲ ନୋଟିସ ପଠାଇଲେ ବିଗ୍ ବି

ମୁମ୍ବାଇ : ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ପାନ ମସାଲା ଉତ୍ପାଦନକାରୀ କମଲା ପସନ୍ଦକୁ ଆଇନଗତ ନୋଟିସ ପଠାଇଛନ୍ତି । ଏହି କମ୍ପାନି ସହିତ ତାଙ୍କ ଚୁକ୍ତିକୁ ରଦ୍ଦ କରାଯାଇଥିଲେ ବି ପାନ ମସାଲା ବିଜ୍ଞାପନ ଦେଖାଇଚାଲିଥିବାରୁ ବିଗ ବି ଏହି ପଦକ୍ଷେପ ନେଇଛନ୍ତି । ଏହି କମ୍ପାନି ସହ ତାଙ୍କର…
ଅଧିକ ଖବର ଦେଖନ୍ତୁ...

୧୨ ଦାବି ନେଇ ଧାରଣାରେ ବସିଲେ ଅଙ୍ଗନୱାଡି କର୍ମୀ, ବର୍ଷାକୁ ବେଖାତିର

ଧର୍ମଗଡ:  ଆଜି ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ ଆସୋସିଏସନର ଆହ୍ୱାନ କ୍ରମେ ୧୨ ଦାବି ନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଙ୍ଗନୱାଡି କର୍ମୀମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। ଉକ୍ତ ସମୟରେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ବର୍ଷାରେ ଭିଜି ଭିଜି ଧାରଣା ଜାରି ରହିଥିଲା । ୧୨…
ଅଧିକ ଖବର ଦେଖନ୍ତୁ...

ଟେସଲାର ସିଇଓ ୬ମାସର ପୁଅକୁ କୋଳରେ ଧରି ଆରମ୍ଭ କଲେ ମିଟିଂ

ନୂଆଦିଲ୍ଲୀ: ଆମେରିକାର ଇଲେକ୍ଟ୍ରିକ ବାହାନ ନିର୍ମାତା ଟେସଲାର ସିଇଓ ଏଲନ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି। ସୋସିଆଲ ମିଡିଆରେ ଏଲନଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ଏକ ଭର୍ଚୁଆଲ ମିଟିଂ କରୁଥିବା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଉଛି ସେ ମିଟିଂ କରୁଥିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ଦୁଇ ଝିଅଙ୍କୁ ଅସଦାଚରଣ ମାମଲାରେ ଜେଲ ଗଲା ବାପା

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ପୁଲିସ ନିଜର ଦୁଇ ନାବାଳିକା ଝିଅକୁ ଅସଦାଚରଣ କରିବା ମାମଲାରେ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ୟଭିଚାରୀ ଅଭିଯୁକ୍ତ ବାପା ଜଣକ ହେଲେ ବାଲିଅନ୍ତା ଥାନା ଅଞ୍ଚଳର। ତେବେ କୋର୍ଟରେ ଅଭିଯୁକ୍ତଙ୍କର ଜାମିନ ଖାରଜ…
ଅଧିକ ଖବର ଦେଖନ୍ତୁ...

ଟିକା ନିଅ, ନଚେତ୍ ମର : ଲୋକଙ୍କୁ ଜର୍ମାନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚେତାବନୀ

ବର୍ଲିନ  :  ‘ଟିକା ନିଅ, ନୋଚେତ ମର’ ନିଜ ଦେଶବାସୀଙ୍କୁ ଏପରି କଠୋର ଚେତାବନୀ ଶୁଣାଇଛନ୍ତି ଜର୍ମାନିର ସ୍ବାସ୍ଥ୍ୟମନ୍ତ୍ରୀ ଜେନ ସ୍ପାନ । ଲୋକମାନଙ୍କୁ ସତର୍କ କରି ସେ କହିଛନ୍ତି ଯେ ଚଳିତ ଶୀତଋତୁ ଶେଷସୁଦ୍ଧା ଜର୍ମାନୀରେ ଟିକା ନେଇ ସୁସ୍ଥ ହୋଇଥିବା ଲୋକ ଥିବେ ଅଥବା ଟିକା ନ ନେଇ ମୃତ୍ୟୁବରଣ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରସଙ୍ଗ: ରାଜ୍ୟ ନିର୍ବାଚନ କମିସନଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

କଟକ: ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିକୁ ବିରୋଧ କରି ଦାୟର ମାମଲାରେ ରାଜ୍ୟ ନିର୍ବାଚନ କମିସନଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ, ହତ୍ୟା ଉଦ୍ୟମ ଘଟଣା: ବଡ଼ ମେଡିକାଲ ଆଇସିୟୁରେ ଜୀବନ ସହ ଲଢ଼ୁଛନ୍ତି ନାବାଳିକା

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଇଲାକାରେ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଗତକାଲି ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଥାନାରେ ଅଭିଯୁକ୍ତ ସଂପର୍କୀୟକୁ ପଚରାଉଚରା ଜାରି ରହିଥିବା ବେଳ‌େ ତଥ୍ୟ ସଂଗ୍ରହ ହୋଇଛି। ଅନ୍ୟପଟେ ପୀଡ଼ିତା ନାବାଳିକା ବ୍ରହ୍ମପୁର ବଡ଼…
ଅଧିକ ଖବର ଦେଖନ୍ତୁ...