Daily Archives

November 26, 2021

୨୭୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ: ଲାଲବାଗ ଥାନା ପୋଲିସ ହାତରେ ଧଳା ଜହର ବ୍ୟବସାୟୀ। ଗତକାଲି ପୁଲିସ ବ୍ୟବସାୟୀକୁ ଗିରଫ କରିବା ସହିତ ତା ନିକଟରୁ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ। ଗିରଫ ହୋଇଥିବା ଅଭିଯୁକ୍ତ ଜିତେନ୍ଦ୍ର ବସ୍ତିଆ ଓରଫ ରାଜା ନାମରେ କମିସନରେଟ ପୁଲିସର…
ଅଧିକ ଖବର ଦେଖନ୍ତୁ...

ଗତ ୭୫ ବର୍ଷରେ ଏସସିବି ଆମର ବହୁତ ସେବା କରିଛି, ଏବେ ଫେରାଇବା ପାଳି ଆମର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗତ ୭୫ ବର୍ଷରେ କଟକ ବଡ଼ ମେଡିକାଲ (ଏସସିବି) ଆମକୁ ବହୁତ ସହାୟତା କରିଛି, ବହୁତ ଲୋକଙ୍କ ଜୀବନ ବଞ୍ଚାଇଛି । ଏବେ ଏହାକୁ ସହାୟତାର ପାଳି ଆମର । ଏହାକୁ ଏମ୍ସ ପ୍ଲସରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏସସିବିର ପ୍ଲାଟିନମ ଜୁବୁଲି ସମାରୋହ…
ଅଧିକ ଖବର ଦେଖନ୍ତୁ...

ଓକିଲ ବିବାହ ନିୟମ ସହ ସମ୍ବିଧାନର ଧାରା ଲେଖି ଛାପିଲେ ନିଜ ବିବାହ କାର୍ଡ

ନୂଆଦିଲ୍ଲୀ: ସମସ୍ତେ ନିଜ ବିବାହକୁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ କରିବାକୁ ଚାହାଁନ୍ତି । ଏଥିପାଇଁ ସେମାନେ ବିଭିନ୍ନ ପ୍ରକାରର  ଉପାୟ ଆପଣାଇ ଥାଆନ୍ତି। ତେବେ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜ ବିବାହ କାର୍ଡ ଦ୍ବାରା ଲୋକଙ୍କୁ ସଚେତନତା ବର୍ତ୍ତା ବି ଦେଇଥାଆନ୍ତି। । ନିକଟରେ ଜଣେ…
ଅଧିକ ଖବର ଦେଖନ୍ତୁ...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ବାଲେଶ୍ବର ଓ ଭଦ୍ରକ ଜିଲ୍ଲା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଓ ଭର୍ଚୁଆଲ ମାଧ୍ୟମରେ ଭଦ୍ରକ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ବାଲେଶ୍ବରର ୨୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଭଦ୍ରକର ୧୧ ଲକ୍ଷରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରୁ ୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସଂଖ୍ୟା ଧୀରେଧୀରେ କମିକମି ଆସୁଛି। ଗତକାଲି ରାଜ୍ୟ ରାଜଧାନୀରେ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟ ରାଜଧାନୀ‌ରେ କରୋନା ସଂକ୍ରମିତଙ୍କ…
ଅଧିକ ଖବର ଦେଖନ୍ତୁ...

ଏକ୍ସପାଏରୀ ଔଷଧକୁ ନେଇ ଆସିଲା ମାର୍ଗଦର୍ଶିକା: ପ୍ରତିଦିନ ଏକ୍ସପାଏରୀ ତାରିଖ ଯାଞ୍ଚ କରିବେ ମେଡିସିନ୍ ଷ୍ଟୋର

ନୂଆଦିଲ୍ଲୀ: ଏକ୍ସପାୟାରୀ ମେଡିସିନର ବଣ୍ଟନ ଓ ବ୍ୟବହାର ସମ୍ପର୍କରେ ବାରମ୍ବାର ଅଭିଯୋଗ ଆସିବା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏନେଇ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ସବୁ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ ଓ ମେଡିକାଲ କଲେଜର କର୍ତ୍ତୁପକ୍ଷମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଡେଲଟା ଭାରିଆଣ୍ଟଠାରୁ ମାରାତ୍ମକ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନିଉ ଭାରିଆଣ୍ଟ, ଚିନ୍ତାରେ ‘ହୁ’

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଡେଲାଟା ଭାରିଆଣ୍ଟଠାରୁ ଏହା ଅଧିକ ମାରାତ୍ମକ ବୋଲି କୁହାଯାଇଥିବା ବେଳେ ଏହାର ନାଁ ଏବେ ନିଉ ଭାରିଆଣ୍ଟ ବୋଲି ଦିଆଯାଇଛି। ପୂର୍ବରୁ କରୋନାର ବିଭିନ୍ନ ଭାରିଆଣ୍ଟର ନାଁ…
ଅଧିକ ଖବର ଦେଖନ୍ତୁ...

ଗୋଡ଼ କଟିଥିବା ଟ୍ରକ ଚାଳକ ପୂର୍ଣ୍ଣକୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

ଜୟପୁର : ଟ୍ରକରେ ଗୋଡ଼ କଟିଥିବା ଚାଳକ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀଙ୍କୁ ସହାୟତାର ହାତ ବଢ଼ାଇଲା ଜିଲ୍ଲାପ୍ରଶାସନ। ଆଜି ଜିଲ୍ଲାପାଳ ଓ ସିଡିଏମଓଙ୍କ ନିର୍ଦେଶରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୂର୍ଣ୍ଣଙ୍କୁ ନିଆଯାଇଥିଲା। ତାଙ୍କୁ ଆମ୍ବୁଲାନସ ଯୋଗେ ପାରାବେଢ଼ା ରେଭିନ୍ୟୁ କଲୋନୀ ଘରୁ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଭାରତରେ ବୁଲା କୁକୁରଙ୍କ ସଂଖ୍ୟା କେତେ ଜାଣନ୍ତି କି ? ତଥ୍ୟ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ !

ନୂଆଦିଲ୍ଲୀ: ଦେଶରେ ବୁଲା କୁକୁର ଏବଂ ବିଲେଇଙ୍କ ସଂଖ୍ୟାକୁ ନେଇ ଏକ ନୂତନ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ପ୍ରାୟ ୬.୨କୋଟି ହୋଇଥିବାବେଳେ ବିଲେଇଙ୍କ ସଂଖ୍ୟା ପ୍ରାୟ ୯୧ ଲକ୍ଷ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଦେଶର ଜନତାଙ୍କ…
ଅଧିକ ଖବର ଦେଖନ୍ତୁ...

ପୁଟିନଙ୍କ ଭାରତ ଗସ୍ତ ସମୟରେ ଉଠିପାରେ ଏସ୫୦୦ କ୍ରୟ ପ୍ରସଙ୍ଗ

ନୂଆଦିଲ୍ଲୀ: ଡିସେମ୍ବର ୬ ରେ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିବେ। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ପୁଟିନ ଏକବିଂଶତମ ଭାରତ-ଋଷ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ…
ଅଧିକ ଖବର ଦେଖନ୍ତୁ...