Daily Archives

December 2, 2021

ମଝି ସମୁଦ୍ରରେ ଦିଗ ବଦଳାଇବ କି ବାତ୍ୟା ‘ଜୱାଦ’?

ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଶୁକ୍ରବାର ସଂଧ୍ୟା ସୁଦ୍ଧା ଏହା…
ଅଧିକ ଖବର ଦେଖନ୍ତୁ...

ଫାଟିଗଲା ଚକ, ବିମାନକୁ ପେଲିଲେ ଯାତ୍ରୀ: ଦେଖନ୍ତୁ ଭିଡିଓ 

ନୂଆଦିଲ୍ଲୀ: ଆପଣମାନେ ଅନେକ ଥର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚାରି ଚକିଆ ଯାନ ବା ବସ ଓ ଟ୍ରକ ଲୋକ ପେଲୁଥିବାର ଦେଖିଥିବେ |ହେଲେ କେବେ ବିମାନକୁ ପେଲାଯାଉଥିବାର ଦେଖିଛନ୍ତି କି? ବୋଧେ ଏଭଳି ଦୃଶ୍ୟ ଦେଖିନଥିବେ | ତେବେ ବର୍ତ୍ତମାନ ନେପାଳରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯେତେବେଳେ…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଇଛି ବାତ୍ୟା, ୪ ତାରିଖ ସକାଳେ ସ୍ଥଳଭାଗ ଛୁଇଁବା ସମ୍ଭାବନା : ଆଇଏମଡି

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ଜଓ୍ବାଦ ଉତ୍ତର-ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ-ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହା ପରେ ବାତ୍ୟା ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଆଞ୍ଚଳିକ ପାଣିପାଗ ବିଭାଗର ସଂଧ୍ୟା…
ଅଧିକ ଖବର ଦେଖନ୍ତୁ...

୧୧ଥର ବିବାହ ହୋଇ ସାରିଲାଣି, ଏବେ ୫୨ ବର୍ଷରେ ନୂଆ ବର ଖୋଜୁଛନ୍ତି ମହିଳା

ନ୍ୟୁୟର୍କ: ୧୧ଥର ବିବାହ କରିସାରିଲେଣି । ଏବେ ପୁଣିଥରେ ବିବାହ କରିବାକୁ ବର ଅପେକ୍ଷାରେ ମହିଳା । ଶୁଣିବାକୁ ଅଜବ ଲାଗୁଥିଲେ ବି କଥାଟା କିନ୍ତୁ ସତ । ପୁରୁଷଙ୍କ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିବା ମଧ୍ୟ ଏକ ସାକ୍ଷାତକାରରେ କହିଛନ୍ତି ଏହି ମହିଳା। ଘଟଣା ଆମେରିକାର । ‘ଦ ମିରର…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକୀୟ ଗବେଷଣାଗାରରେ ଚିହ୍ନଟ ହେବାର ୧୪ତମ ଦିନରେ ଭାରତରେ ଧରାପଡ଼ିଲା ‘ଓମିକ୍ରନ୍’

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାସ୍ଥିତ ଲାନସେଟ ଲ୍ୟାବରେ ନଭେମ୍ବର ୧୯ତାରିଖ ଦିନ ଓମିକ୍ରନ୍ ପ୍ରଜାତିକୁ ପ୍ରଥମେ ଚିହ୍ନଟ କରିଥିଲେ ବୈଜ୍ଞାନିକ ରାକ୍ଟେଲ ଭିଆନା। ଆଜି ହେଉଛି ଡିସେମ୍ବର ୨ ତାରିଖ ଆଉ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଭାରତରେ ୨ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ଘୋଷଣା କରିଛି।…
ଅଧିକ ଖବର ଦେଖନ୍ତୁ...

ସାଇକୃପା କଲେଜରେ ୫୭ ଜଣ କରୋନା ପଜିଟିଭ୍‌, ଅଧ୍ୟକ୍ଷଙ୍କ ନାଁରେ ଏତଲା

ଢେଙ୍କାନାଳ: ସ୍ଥାନୀୟ ସାଇକୃପା ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ଆଜି ପୁଣି ୨୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ‌ହୋଇଛନ୍ତି। ଏଥି ସହିତ ଏହି କଲେଜରେ ସଂକ୍ରମିତଙ୍କ ସଂଖ୍ୟା ୫୭ରେ ପହଞ୍ଚିଛି। କଲେଜ ଅଧ୍ୟକ୍ଷ ତଥା ମାଲିକ ଅନ୍ନଦା ପ୍ରସାଦଙ୍କ ନାଁରେ ଏତଲା  ଦିଆଯାଇଛି। ଟାଉନ୍‌ ଥାନାରେ…
ଅଧିକ ଖବର ଦେଖନ୍ତୁ...

ଓମିକ୍ରନକୁ ଭୟ କରିବାର କାରଣ କଣ ? ଉତ୍ତର ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ : ସାରା ବିଶ୍ବରେ ଏବେ ଆତଙ୍କ ଖେଳାଇଛି କରୋନାର ନୂଆ ପ୍ରଜାତି ଓମିକ୍ରନ । ଭାରତରେ ଆଜି ଏହି ପ୍ରଜାତିର ଦୁଇଟି ମାମଲା ଚିହ୍ନଟ ହୋଇଛି । ଏହା ପରେ ଭାରତରେ ବି ଆତଙ୍କ ଖେଳିଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଓମିକ୍ରନକୁ ନେଇ ଏହି ଆତଙ୍କର କାରଣ କ’ଣ ? ଏହି ପ୍ରଶ୍ନର ଉତ୍ତର…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ ୨ ‘ଓମିକ୍ରନ୍’ ସଂକମିତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଲା, ‘ଓମିକ୍ରନ୍ ରିସ୍କ’ ଦେଶରୁ ଓଡ଼ିଶା ଫେରିଛନ୍ତି…

ଭୁବନେଶ୍ବର: ଆଜି ସଂଧ୍ୟାରେ କର୍ଣ୍ଣାଟକରେ ଦୁଇ ‘ଓମିକ୍ରନ୍’  ସଂକମିତ ଚିହ୍ନଟ ହେବାପରେ ଭାରତୀୟମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଓଡ଼ିଶାରେ ବି ‘ଓମିକ୍ରନ୍’  ସଂକମିତ ଚିହ୍ନଟ ହେବା ଆଶଙ୍କା ଦେଖାଦେଇଛି। ସାରକାରୀ ତଥ୍ୟ ଅନୁସାରେ,  ‘ଓମିକ୍ରନ୍ ରିସ୍କ’ ଦେଶରୁ ବର୍ତମାନ ସୁଦ୍ଧା ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ମତେ ଲାଗୁନି ୨୦୨୪ରେ କଂଗ୍ରେସ ୩୦୦ରୁ ଅଧିକ ଆସନ ଜିତିବ: କଂଗ୍ରେସ ନେତା ଗୁଲାମ ନବି ଆଜାଦ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ ୨୦୨୪ ଲୋକସଭା ନିର୍ବାଚନରେ ​​କଂଗ୍ରେସ ଦଳର ବିଜୟର ସମ୍ଭାବନା ନେଇ ରାଜି ନାହାଁନ୍ତି । ଆଜାଦ କହିଛନ୍ତି ଯେ ସେ ଏପରି ସ୍ଥିତି ଦେଖୁନାହାଁନ୍ତି ଯେତେବେଳେ କଂଗ୍ରେସ ୩୦୦ ଲୋକସଭା…
ଅଧିକ ଖବର ଦେଖନ୍ତୁ...

ସମ୍ଭାବ୍ୟ ବ୍ୟାତ୍ୟାକୁ ନେଇ କୃଷି ବିଭାଗ ପକ୍ଷରୁ ସତର୍କ ସୂଚନା, ମାଇକ ଯୋଗେ ପ୍ରଚାର

ବୋରିଗୁମ୍ମା: ଭାରତୀୟ ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟା ଆସିବା ନେଇ ସୂଚନା ଦେବା ପରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶରେ ପ୍ରଭାବ ପଡିବ ବୋଲି ବିଭାଗ କହିଛି।ବଙ୍ଗୋପସାଗରରେ ବାତ୍ୟା ଘୁର୍ଣ୍ଣିଭୁତ ହୋଇ ଆସନ୍ତା ଚାରି ତାରିଖ ବେଳକୁ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ…
ଅଧିକ ଖବର ଦେଖନ୍ତୁ...