Daily Archives

December 3, 2021

ପାପ ସମ୍ପର୍କରୁ ନୃଶଂସ ହତ୍ୟାକାଣ୍ଡ: ଦିଅର ଓ ଭାଉଜଙ୍କୁ ଆଜୀବନ ଜେଲ୍‌

ବାରିପଦା : ପରକିୟା ପ୍ରୀତିକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଦିଅର-ଭାଉଜଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ପ୍ରବୀର କୁମାର ଚୌଧୁରୀ। ୨୦୧୪ ମସିହାରେ ଖୁଣ୍ଟା ଥାନା ଅଞ୍ଚଳରେ ସଂଘଟିତ ଏହି ହତ୍ୟାକାଣ୍ଡର ବିଚାର କରି ଦୁଇ…
ଅଧିକ ଖବର ଦେଖନ୍ତୁ...

ବିହାର : ଅପରେସନ୍ ପରେ ଆଖି ଭଲ ହେବ କ’ଣ ଆଖି ହିଁ ନ ଥିଲା ! ଜାଣନ୍ତୁ ଘଟିଥିଲା କ’ଣ

ମୁଜାଫରାବାଦ (ବିହାର) : ନିଜ ଝିଅ ପାଖରେ ରହୁଥିବା ୭୦ ବର୍ଷୀୟ କୌଶଲ୍ୟା ଦେବୀଙ୍କ ଗୋଟିଏ ଆଖିକୁ ଭଲଭାବେ ଦିଶୁନଥିଲା, ଆର ଆଖିଟି ବି ସଂପୂର୍ଣ୍ଣ ଠିକ ନଥିଲା । ଏଣୁ ସେ ମୁଜାଫରାବାଦର ଏକ ହସପିଟାଲ ପକ୍ଷରୁ ଆୟୋଜିତ ଏକ ମାଗଣା ଚକ୍ଷୁ ଶିବିରରେ ଯୋଗ ଦେଇ ନିଜର ଆଖିର ମୋତିଆବିନ୍ଦୁ ଅପରେସନ…
ଅଧିକ ଖବର ଦେଖନ୍ତୁ...

ସଂନ୍ଧ୍ୟାରେ ବର୍ଷା ଆରମ୍ଭ, ଜୱାଦ୍‌ ମୁକାବିଲା କରିବା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭଞ୍ଜନଗର: ବାତ୍ୟା ‘ଜୱାଦ’ ପ୍ରଭାବରେ ଭଞ୍ଜନଗରରେ ଆଜି ସଂନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଛି। ଜିଲ୍ଲାରେ ଏହାର ପ୍ରଭାବ ଦେଖା ଦେଇଥିବା ବେଳେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବାତାର ପ୍ରଭାବରେ ଆସନ୍ତା ୪ ଓ ୫ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଘରର ମୁରବିଙ୍କ ଠାରୁ ଆପଣଙ୍କୁ ପ୍ରେରଣା ମିଳିବ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବଢ଼ିବ। ଆପଣଙ୍କ ବ୍ୟବହାରରେ ବଡ଼ ଲୋକ ଖୁସି ରହିବେ। ବୃଷ: କଳାକ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। ଆପଣଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ। ପ୍ରେମ ଜୀବନ ଭଲ ରହିବ।…
ଅଧିକ ଖବର ଦେଖନ୍ତୁ...

ଉଗ୍ରରୂପ ଧାରଣ କରିବକି ଅମାବାସ୍ୟାର ଜୁଆର, ତଳିଆ ଅଞ୍ଚଳ ହେବ କି ଜଳମଗ୍ନ?

ଭୁବନେଶ୍ବର: ସାମୁୁଦ୍ରିକ ଝଡ଼କୁ ନେଇ ପ୍ରତି ଘଣ୍ଟାରେ ଅପ୍‌ଡେଟ୍‌ ଆସୁଛି। ବାତ୍ୟା ଜୱାଦ ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ଆସନ୍ତାକାଲି ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି । ଡିସେମ୍ବର ୪ ତାରିଖ ଅମାବାସ୍ୟା ହୋଇଥିବାରୁ ସମୁଦ୍ର ଜୁଆରିଆ ରହିବ । ରବିବାର ମଧ୍ୟାହ୍ନ ବେଳକୁ…
ଅଧିକ ଖବର ଦେଖନ୍ତୁ...

ସେମିରେ ଜର୍ମାନିଠାରୁ ୪-୨ରେ ହାରି କନିଷ୍ଠ ବିଶ୍ବକପ୍ ହକିରୁ ଭାରତର ବିଦାୟ

ଭୁବନେଶ୍ବର : ଭାରତର କନିଷ୍ଠ ବିଶ୍ବକପ ହକି ଅଭିଯାନ ଶେଷ ହୋଇଯାଇଛି । ଆଜି କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ସେମି-ଫାଇନାଲ ମ୍ୟାଚରେ ଜର୍ମାନୀ ଭାରତକୁ ୪-୨ ଗୋଲରେ ପରାସ୍ତ କରିଛି । ଏହି ପରାଜୟ ଭାରତ ବିଶ୍ବକପ ଦୌଡ଼ରୁ ବାଦ ପଡ଼ିଛି । ଏହି ସେମିଫାଇନାଲ ମ୍ୟାଚରେ ଜର୍ମାନି ଦଳ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୧୯ ଜିଲ୍ଲାରେ ସ୍କୁଲ ଛୁଟି: ଜାଣନ୍ତୁ ଡିସେମ୍ବର ୪ରେ କେଉଁ ଜିଲ୍ଲାରେ ବନ୍ଦ ରହିିବ ବିିଦ୍ୟାଳୟ

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ଜୱାଦ୍‌ ପାାଇଁ ଡିସେମ୍ବର ୪ ତାରିଖ (ଶନିିବାର)ରେ ୧୯ ଜିଲ୍ଲାର ଵିଦ୍ୟାଳୟ ଗୁଡ଼ିକ ଛୁଟି ହୋଇବ। ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୧୯ଟି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ହୋଇଛି। ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ମାହାଙ୍ଗା ଡବଲ ମର୍ଡର ଘଟଣା: ଜେଏମଏଫସି କୋର୍ଟରେ ସରିଲା ଶୁଣାଣି, ରାୟକୁ ଅପେକ୍ଷା

ସାଲେପୁର: ବହୁ ଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ କୋର୍ଟଙ୍କ ଶୁଣାଣି ଶେଷ ହୋଇଛି। ସାଲେପୁର ଜେଏମଏଫସି କୋର୍ଟ ଶୁକ୍ରବାର ଏହି ଘଟଣାରେ ଶୁଣାଣି ଶେଷ କରିବା ସହିତ ରାୟକୁ ସଂରକ୍ଷିତ ରଖିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ମଧ୍ୟ କୋର୍ଟରେ ସିଡିଆର୍…
ଅଧିକ ଖବର ଦେଖନ୍ତୁ...

ଗଲଓ୍ବାନ ସଂଘର୍ଷ ପରେ ଭାରତ ମହାସାଗରରେ ଚୀନ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଇଥିଲୁ : ନୌସେନା ମୁଖ୍ୟ

ନୂଆଦିଲ୍ଲୀ : ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଗତବର୍ଷଠାରୁ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଦେଖାଯିବା ପରେ ସତର୍କ ହୋଇଉଠିଛି ଭାରତୀୟ ନୌସେନା । ଭାରତ ମହାସାଗରରେ ବୁଲୁଥିବା ଚୀନ ଯୁଦ୍ଧ ଜାହାଜଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି ବୋଲି କହିଛନ୍ତି ନବନିଯୁକ୍ତ ନୌସେନା…
ଅଧିକ ଖବର ଦେଖନ୍ତୁ...

ସରକାରୀ କର୍ମଚାରୀଙ୍କୁ ୩ମାସ ହେଲାଣି ମିଳୁନି ଦରମା; ଏଭଳି ଲେଖି ଇମ୍ରାନ ଖାନଙ୍କ ଅସଲ ଚେହେରା ସାମ୍ନାକୁ ଆଣିଲା ପାକ୍…

ନୂଆଦିଲ୍ଲୀ: ପାକିସ୍ତାନରେ ଘୋର ଅର୍ଥନୈତିକ ସଂକଟ । ଦେବାଳିଆ ହୋଇପଡିଛନ୍ତି ଇମ୍ରାନ ଖାନ୍ । ସୋସିଆଲ ମିଡିଆରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସମାଲୋଚନା କରି ସରବିଆସ୍ଥିତ ପାକ୍ ଦୂତାବାସର ଅଫିସିଆଲ ଟ୍ୱିଟରରେ କରାଯାଇଥିବା ଟ୍ୱିଟ୍ ପାକ୍ ସରକାରଙ୍କ ଅସଲ ଚେହେରା ପଦାରେ ପକାଇଛି।…
ଅଧିକ ଖବର ଦେଖନ୍ତୁ...