Daily Archives

December 3, 2021

ଜନ୍ମ କରାଇଥିବାରୁ ଡାକ୍ତରଙ୍କ ନାମରେ ଅଭିଯୋଗ କଲେ ଯୁବତୀ, ମାମଲା ହାରିବା ପରେ ଡାକ୍ତର ଦେଲେ ୧ କୋଟି ଜରିମାନା

ନୂଆଦିଲ୍ଲୀ: ଆପଣ କେବେ ଶୁଣିଛନ୍ତି କି କେହି ନିଜ ତରଫରୁ ଜନ୍ମ କରାଇଥିବା ଡାକ୍ତରଙ୍କ ଉପରେ ମାମଲା ଦାଖଲ କରିପାରେ । ହଁ ଏହା ହିଁ ସତ୍ୟ । ବ୍ରିଟେନର ଜଣେ ୨୦ ବର୍ଷିୟା ଯୁବତୀ ଏଭଳି କରିଛନ୍ତି । ଯୁବତୀଜଣଙ୍କ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ଜନ୍ମ କରାଇଥିବା ଡାକ୍ତରଙ୍କ ଉପରେ ମାମଲା ଦାଖଲ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୋଗ ଲାଗିବା ପରେ କୁକୁରକୁ ଗିରଫ କଲା ପୁଲିସ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: କୁକୁର ଉପ‌ରେ ଲାଗିଲା ଦୁଷ୍କର୍ମ ଆରୋପ। ଜଣେ ମହିଳା ଝିଅ ସହ ଘରେ ଥିବା ପୋଷ‌ା କୁକୁର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିବା ପରେ କୁକୁରକୁ ଗିରଫ କରିଛି ପୁଲିସ। ଘଟଣାଟି ଆମେରିକାର ହୋଇଥିବା ବେଳେ ପୁଲିସ ଏବଂ ପ୍ରାଣୀ ଚିକିତ୍ସା ବିଭାଗ କୁକୁରକୁ ଗିରଫ କରିଛି। ପୋଷା…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରର ଚିଙ୍ଗୁଡ଼ି ଦାନା ଫ୍ୟାକ୍ଟ୍ରିରେ ବନ୍ଧକ ଥିଲେ ୪ ଓଡ଼ିଆ ଦାଦନ ଶ୍ରମିକ, ଫେରିିଲେ ଘରକୁ

ରାୟଗଡ଼ା: ଆନ୍ଧ୍ର ପ୍ରଦେଶର ମାଳତୀପାଟନମ୍-ପୋଲାତିତିଲ୍ ଅଞ୍ଚଳର ଏକ ଚିଙ୍ଗୁଡି ଦାନା ପ୍ରସ୍ତୁତ ଫ୍ୟାକ୍ଟ୍ରିରେ ବନ୍ଧକ ଥିବା ୪ ଦାଦନ ଶ୍ରମିକ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି। ଜିଲ୍ଲା ପ୍ରଶାସନ-ଶ୍ରମ ବିଭାଗର ମିଳିତ ଉଦ୍ୟମରେ ଶ୍ରମିକମାନେ ଗୁରୁବାର ବିଳମ୍ବିତ ରାତିରେ ଟ୍ରେନ୍ ଯୋଗେ ଆସି…
ଅଧିକ ଖବର ଦେଖନ୍ତୁ...

କନିଷ୍ଠ ବିଶ୍ବକପ ହକି ଉପରେ କରୋନାର କଳାବାଦଲ, ଜଣେ ବ୍ୟକ୍ତି ଆକ୍ରାନ୍ତ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା କନିଷ୍ଠ ହକି ବିଶ୍ବକପ୍ ଉପରେ କରୋନା ମହାମାରୀର କଳାବାଦଲ ଦେଖାଦେଇଛି । ଶୁକ୍ରବାରଦିନ ଷ୍ଟାଡିୟମରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଶ୍ବକପକୁ ନେଇ ଚିନ୍ତା ବଢିଯାଇଛି । ତେବେ ଆଶ୍ବସ୍ତିର କଥା ହେଉଛି ଖେଳାଳିମାନଙ୍କ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ପୂୂର୍ବରୁ ଚାଷୀଙ୍କ ଭୟ; ଭୁବନେଶ୍ବରରେ କୋବି ଗୋଟା ୨୦ରୁ ୪୦ ଟଙ୍କା, ପିପିଲିରେ ୩ ଟଙ୍କା

ଭୁବନେଶ୍ବର: ଶାଗ ମାଛ ଦରରେ କୋବି ବିକ୍ରି କରୁଛନ୍ତି ପିପିଲି ସଟସ ଅଂଚଳର ଚାଷୀ । କାଳେ ବାତ୍ୟା ଯୱାଦ ଫସଲ ଚାଷକୁ ନଷ୍ଟ କରିଦେବ ସେହି ଚିନ୍ତାରେ ଆତଙ୍କିତ ଚାଷୀ କୂଳ । ପିପିଲି ଦାଣ୍ଡମୁକୁନ୍ଦପୁର ସଟସ ଅଂଚଳର କୋବି ଚାଷୀ ଏବେ ଚିନ୍ତାରେ ପଡ଼ଇଛନ୍ତି । ବିଲ ମୁଣ୍ଡରେ କୋବିକୁ କମ୍ ଦାମରେ…
ଅଧିକ ଖବର ଦେଖନ୍ତୁ...

ପୁଣି ୧୦୦ଟପିଲା ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର: କିଛିଦିନ ହେବ ରାଜଧାନୀରେ କରୋନା ସଂକ୍ରମଣ ସଂଖ୍ୟା ୧୦୦ ତଳକୁ ଥିଲା। ତେବେ ଗତ ୨୪ ଘଣ୍ଟା ମଧ୍ୟରେ  ୧୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ରେସ୍ତୋରାଁରେ ଖାଉଥିବା ସମୟରେ ଟଳିପଡ଼ିଲେ ଯୁବକ, ଭିଡିଓରେ ଦେଖନ୍ତୁ କିଭଳି ମୃତ୍ୟୁ ମୁଖରୁ ଟାଣି ଆଣିଲେ ୱେଟର

ନୂଆଦିଲ୍ଲୀ: ନୂଆ ଜୀବନ ଦେଲେ ୱେଟର। ରେସ୍ତୋରାଁରେ ଖାଉଥିବା ସମୟରେ ହଠାତ ଜଣେ ଯୁବକ ଟଳିପଡ଼ିବା ପରେ ‌ସେହି ରେସ୍ତୋରାଁର ୱେଟର ‌ଯେଉଁଭଳି ଭାବରେ ଯୁବକଙ୍କ ଜୀବନ ବଞ୍ଚାଇଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ପାଇଁ ପ୍ରଶାସନର ପ୍ରସ୍ତୁତି; ଫସଲ ହରାଇବେ ଚାଷୀ ଓ ଆର୍ଥିକ କ୍ଷତି ସହିବେ ମତ୍ସ୍ୟଜୀବୀ

ଚିଲିକା/ଖୋର୍ଦ୍ଧା: ବାତ୍ୟା ଜଓ୍ବାଦ ମୁକାବିଲା ପାଇଁ ଚିଲିକା ବ୍ଲକ ଓ ତହସିଲ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ପବନର ବେଗ ଯଦି ଘଣ୍ଟା ପିଛା ୮୦କିମିରେ ବହେ, ତା’ହେଲେ ଧାନ ଚାଷୀ ଓ ପରିବା ଚାଷୀ ବ୍ୟାପକ କ୍ଷତି ସହିବାର ଆଶଙ୍କା ରହୁଛି। ଉପକୂଳ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ସ୍ଥଳଭାଗ ଛୁଇଁବ କି ନା ତାହା ଜଣାପଡ଼ିନାହିଁ : ଏସଆରସି

ଭୁବନେଶ୍ବର : ବାତ୍ୟା ଜଓ୍ବାଦ୍ ଆସନ୍ତା ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିବ, କିନ୍ତ ସ୍ଥଳଭାଗ ଛୁଇଁବ କି ନା ତାହା ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ସେ କହିଛନ୍ତି ଯେ ଜିରୋ କାଜୁଆଲିଟି ମିଶନକୁ ସଫଳ କରିବାକୁ…
ଅଧିକ ଖବର ଦେଖନ୍ତୁ...

ପୁଣି ପାକିସ୍ତାନରେ ଭିଡ଼ ହିଂସା, ଶ୍ରୀଲଙ୍କା ନାଗରିକଙ୍କୁ କଲବଲ କରି ହତ୍ୟା

ସିଆଲକୋଟ୍ : ଇଷ୍ଟନିନ୍ଦା ଅଭିଯୋଗରେ ପୁଣି ଏକ ଜଘନ୍ୟ କାଣ୍ଡ ଘଟାଇଛନ୍ତି ପାକିସ୍ତାନର କିଛି ଉତ୍ୟକ୍ତ ଜନତା । ପାକିସ୍ତାନରେ କାମ କରୁଥିବା ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ଅତ୍ୟନ୍ତ ନିର୍ମମଭାବେ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଜଳାଇଦେଇଛନ୍ତି । ପାକିସ୍ତାନୀ ଖବରକାଗଜ ଡନରେ…
ଅଧିକ ଖବର ଦେଖନ୍ତୁ...