Daily Archives

December 9, 2021

ମମତା ସମ୍ବାଦିକଙ୍କୁ କହିଲେ, ଯଦି ସରକାରୀ ବିଜ୍ଞାପନ ଦରକାର ‘ସକରାତ୍ମକ’ ଖବର ଛାପ; ଭିଡିଓ ଭାଇରାଲ କଲା ବିଜେପି ଆଇଟି…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଞ୍ଚଳିକ ଖବରକାଗଜଗୁଡ଼ିକୁ ଅନୁରୋଧ କରିଛନ୍ତି ଯେ ଯଦି ସେମାନେ ସରକାରୀ ବିଜ୍ଞାପନ ଛାପିବାକୁ ଚାହାଁନ୍ତି ତେବେ ‘ସକରାତ୍ମକ’ ଖବର ପ୍ରକାଶ କରନ୍ତୁ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ ମମତା ଆହୁରି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବିଜେପି କର୍ମୀ-ପୁଲିସ ମୁହାଁମୁହିଁ ଘଟଣା: ହସ୍ପିଟାଲରେ ଆହତ ପୁଲିସ କର୍ମଚାରୀଙ୍କୁ ଭେଟିଲେ କମିସନର, ଦଳୀୟ କର୍ମୀଙ୍କୁ…

ଭୁବନେଶ୍ବର : ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚାର ରାଲି ବେଳେ ପୁଲିସ ସହ ହୋଇଥିବା ଧସ୍ତାଧସ୍ତି ଘଟଣାରେ ବିଜେପି କର୍ମୀଙ୍କ ସହ କିଛି ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ସୁଚନା ଅନୁସାରେ ଭୁବନେଶ୍ବର ସହିଦ ନଗରଥାନା ଆଇଆଇସି ହିମାଂଶୁ ସ୍ୱାଇଁ, ବାଲିପାଟଣା ଥାନା ଆଇଆଇସି…
ଅଧିକ ଖବର ଦେଖନ୍ତୁ...

ମିଆଁମାର ସେନାର ଅମାନବୀୟ କାଣ୍ଡ: ହାତ ଗୋଡ ବାନ୍ଧି ଗାଁ ଲୋକଙ୍କ ଦେହରେ ଲଗାଇଦେଲା ନିଆଁ, ୫ ଶିଶୁ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଲୋକତନ୍ତ୍ରର ସମର୍ଥକଙ୍କୁ ବନ୍ଧୁକ ମୁନରେ ଦମନ କରିବାକୁ ଚେଷ୍ଟା କରୁଛି ମିଆଁମାର ସେନା । ଗୋଟିଏ ପଟେ ସେନାର ଏକଛତ୍ରବାଦ ଶାସନ ବଢୁଛି ତ ଅନ୍ୟପଟେ ସେନାର ଅତ୍ୟାଚାର ନେଇ ରାସ୍ତାକୁ ଓହ୍ଲାଉଛନ୍ତି ନାଗରିକ । ଏକ ରିପୋର୍ଟ ମୁତାବକ ମିଆଁମାର ସେନା ବିଶେଷ ଭାବେ ଗ୍ରାମୀଣ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

କୋହଭରା କଣ୍ଠରେ ପ୍ରତ୍ୟେକ୍ଷଦର୍ଶୀ କହିଲେ, ‘ଉଦ୍ଧାର ସମୟରେ ବିପିନ ରାୱତ ମାଗିଥିଲେ ପାଣି, କିନ୍ତୁ ମୁଁ ଦେଇ ପାରି…

ନୂଆଦିଲ୍ଲୀ: ଗତ ବୁଧବାର ତାମିଲନାଡୁର ନୀଳଗିରି ପାହାଡରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସଂପର୍କରେ ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ କ୍ରମଶଃ ଆସିବାରେ…
ଅଧିକ ଖବର ଦେଖନ୍ତୁ...

ଅଭିନବ ଉପାୟରେ ଏଟିଏମରୁ ଉଠାଇନେଲେ ୬ ଲକ୍ଷ, ୨ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ  କୁରେଶ୍ଵର ଗ୍ରାମ ପଞ୍ଚାୟତରେ ଏକ ଏଟିଏମ ଠକେଇ ଘଟଣା ସାମନାକୁ ଆସିଛି । ଦୁଇଜଣ ବ୍ୟକ୍ତି ବିଭିନ୍ନ ଲୋକଙ୍କ ଏଟିଏମ କାର୍ଡକୁ ମାସ୍କିଂ କରି ପ୍ରାୟ ୬ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଥିବାର ଅଭିଯୋଗ ହୋଇଛି । ଉଭୟ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ସରକାରୀ ଚାକିରି ପାଇଁ ବଙ୍ଗଳା ଶିଖିବା ଜରୁରୀ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ ଯେଉଁମାନେ ବଙ୍ଗାଳୀ ଜାଣନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ଚାକିରି ପାଇଁ ଆବେଦନ କରିବା ସମୟରେ ଅଗ୍ରାଧିକାର ଦେବେ। ବଙ୍ଗାଳୀ ନଜାଣି ବ୍ୟକ୍ତିଙ୍କ ଅପେକ୍ଷା ବଙ୍ଗାଳୀ ଜାଣିଥିବା ବ୍ୟକ୍ତିଙ୍କୁ ପଶ୍ଚିମବଙ୍ଗରେ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ୩୦ଲକ୍ଷର ସ୍ବେଟର, ରହିଛି ଏସବୁ ବିଶେଷତ୍ବ

ନୂଆଦିଲ୍ଲୀ: ଚର୍ଚ୍ଚାରେ ୩୦ଲକ୍ଷର ସ୍ବେଟର। ସମସ୍ତେ ଦାମୀ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଅଧିକାଂଶ ଲୋକ ନିଜ ପସନ୍ଦର ପୋଷାକ କିଣିବା ପାଇଁ ଅନେକ ଅର୍ଥ ଖର୍ଚ୍ଚ କରିଥାନ୍ତି। ଶୀତ ଦିନରେ ଲୋକମାନେ ମହଙ୍ଗା ଜ୍ୟାକେଟ୍ ଏବଂ ସ୍ବେଟର କିଣି ପିନ୍ଧନ୍ତି। ଏଭଳି ସମୟରେ ଏବେ ଏକ ସ୍ବେଟରକୁ ନେଇ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ର ଭିତରୁ ମିଳିଲା ସାଢେ ସାତ କୋଟି ଟଙ୍କାର ଡ୍ରଗ୍ସ!

ନୂଆଦିଲ୍ଲୀ: ଦୁନିଆରେ ଠକ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଦୁନିଆରେ ଅନେକ ସ‌ଚ୍ଚୋଟ ଲୋକ ବି ଅଛନ୍ତି। ଏପରି ଜଣେ ସଚ୍ଚୋଟ ବ୍ୟକ୍ତିଙ୍କ କାହାଣୀ ଫ୍ଲୋରିଡା ପୁଲିସ ଲୋକଙ୍କ ସହ ସେୟାର କରିଛି। ଫ୍ଲୋରିଡା ପୁଲିସର କହିବାନୁସାରେ, ଫ୍ଲୋରିଡାରେ ଜଣେ…
ଅଧିକ ଖବର ଦେଖନ୍ତୁ...

ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ଆଗତ ହେଲା ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି

ଭୁବନେଶ୍ବର : ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଧାନସଭାରେ ଜାରି ରହିଛି । ବିରୋଧୀ ଦଳଙ୍କ ହଟ୍ଟଗୋଳ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ କରିଛନ୍ତି । ଏହି ସମୟରେ ବିଜେପିର ସଦସ୍ୟମାନେ ଗୃହରେ ଘଣ୍ଟ ବାଡେଇବା ସହ  ପ୍ଲାକାର୍ଡ ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...

କୃଷକଙ୍କ ବିରୋଧରେ ଆଗତ ହୋଇଥିବା ମାମଲା ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର ପ୍ରତିଶ୍ରୁତି ଦେଇଛି: ଯୋଗେନ୍ଦ୍ର ଯାଦବ

ନୂଆଦିଲ୍ଲୀ: ବିକ୍ଷୋଭକାରୀ କୃଷକମାନେ କୃଷି ଆଇନକୁ ନେଇ ସେମାନଙ୍କର ଆନ୍ଦୋଳନକୁ ପ୍ରତ୍ୟାହାର କରିଥିବା ନେଇ ଘୋଷଣା କରିବାର କିଛି ସମୟ ପରେ ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ ଗୁରୁବାର ଦିନ କହିଛନ୍ତି ଯେ ଆନ୍ଦୋଳନରତ ବିକ୍ଷୋଭକାରୀ କୃଷକଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ମାମଲାକୁ ଶୀଘ୍ର…
ଅଧିକ ଖବର ଦେଖନ୍ତୁ...