Yearly Archives

2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଏକତରଫା ଚିନ୍ତା ଆପଣଙ୍କୁ ଅଡୁଆରେ ପକାଇପାରେ। କୌଣସି କାମରେ ବ୍ୟସ୍ତ ରହିବେ। ଭୂସଂପତ୍ତିରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ବୃଷ: ନିଜର ପ୍ରତିଭା ବିକଶିତ କରିବା ଲାଗି ଅବସର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବ୍ୟବସାୟରେ ଅଧିକ ଲାଭ…
ଅଧିକ ଖବର ଦେଖନ୍ତୁ...

କୋବ୍ରା ଯବାନଙ୍କ ଆତ୍ମହତ୍ୟା, ପୁଲିସର ତଦନ୍ତ ଜାରି

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ବୁର୍କାପାଲ ଠାରେ ଅବସ୍ଥାପିତ ସିଆରପିଏଫର ୨୦୬ କୋବ୍ରା ବାଟାଲିୟନର ଜଣେ ଇନସପେକ୍ଟର ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନାଅନୁଯାୟୀ, ଗତକାଲି ରାତିରେ କୌଣସି କାରଣକୁ ନେଇ କୋବ୍ରା ବାଟାଲିୟନର ଇନସପେକ୍ଟର ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ଦାୟିତ୍ବ, ନାର୍କୋଟିକ୍ସ ଡ୍ରଗ୍ସ ଟା‌କ୍ସଫୋର୍ସର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ବର: ପୂର୍ବତନ ଡିଜିପି ଅଭୟଙ୍କୁ ରାଜ୍ୟ ସରକାର ନୂଆ ଦାୟିତ୍ବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅୟଭ ୨୦୨୧ ଡିସେମ୍ବର ୩୧ ତାରିଖରେ ଡିଜିପି ପଦରୁ ଇସ୍ତଫା ନେବା ପରେ ନାର୍କୋଟିକ୍ସ ଡ୍ରଗ୍ସ ସଂପର୍କିତ ରାଜ୍ୟ ଟା‌କ୍ସଫୋର୍ସ ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, କେଏଲ ରାହୁଲ ଅଧିନାୟକ, ରୋହିତଙ୍କୁ ବିଶ୍ରାମ

ମୁମ୍ବାଇ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଏକଦିବସୀୟ ମ୍ୟାଚ୍ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଏଥିରେ ଭାରତୀୟ ଏକଦିବସୀୟ ଓ ଟି୨୦ ଦଳର ନବନିଯୁକ୍ତ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଅନ୍ୟପକ୍ଷରେ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ ଦଳକୁ…
ଅଧିକ ଖବର ଦେଖନ୍ତୁ...

ଏଇ କଥାକୁ ନେଇ ବିଧା ଗୋଇଠା ମରାମରି ହେଲେ ମହାବିଦ୍ୟାଳୟର ଦୁଇ ଛାତ୍ରୀ, ଭିଡିଓ ଭାଇରାଲ୍

ନାସିକ୍: ସାମାନ୍ୟ କଥାକୁ ନେଇ ନାସିକର ଏକ ମହାବିଦ୍ୟାଳୟରେ ଦୁଇ ଜଣ ଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ଏହା ପରେ ବିଦ୍ୟାଳୟର ପଡିଆରେ ଦୁଇଜଣ ମାରପିଟ ଲାଗିଥିଲେ । ଫ୍ରି ଷ୍ଟାଇଲରେ ହୋଇଥିବା ଏହି ମାରପିଟ କ୍ୟାମେରାରେ କଏଦ ହେବାପରେ ଏବେ ଭାଇରାଲ୍ ହୋଇଚାଲିଛି । ଏହି ଘଟଣାଟି…
ଅଧିକ ଖବର ଦେଖନ୍ତୁ...

ରିଲିଜ୍ ହେଲା ତାମିଲ୍ ସୁପରଷ୍ଟାର ଅଜିତଙ୍କ ‘ବାଲିମାଇ’ର ଟ୍ରେଲର୍

ଚେନ୍ନାଇ: ଡିସେମ୍ବର ୩୦ ତାରିଖ ଦିନ ରିଲିଜ୍ ହୋଇଛି ତାମିଲ୍ ସୁପରଷ୍ଟାର୍ ଅଜିତ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଲିମାଇ’ର ଟ୍ରେଲର୍ । ଆକ୍ସନରେ ଭରପୁର ଥିବା ‘ବାଲିମାଇ’ର ଟ୍ରେଲରକୁ ରିଲିଜ୍ ହେବାର ଅଳ୍ପ ସମୟ ମଧ୍ୟରେ ୟୁଟ୍ୟୁବରେ ୧୧ ଲକ୍ଷକୁ ଅଧିକ ଲୋକ ଦେଖି ସାରିଲେଣି । ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଆରଟିପିସିଆର ବିଳମ୍ବ ହେଲେ ରା଼ପିଡ଼ ଆଣ୍ଟିଜେନ ଟେଷ୍ଟ କର: ରାଜ୍ୟମାନଙ୍କୁ ଚିଠି ଲେଖି ଏଭଳି କହିଲା କେନ୍ଦ୍ର

ନୂଆଦିଲ୍ଲୀ: ସାରା ଦେଶରେ ବଢୁଥିବା କରୋନା ମାମଲା ମଧ୍ୟରେ କେନ୍ଦ୍ର ପୁଣି ଥରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଟେଷ୍ଟିଙ୍ଗ ବଢାଇବାକୁ କହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ଲେଖିଥିବା ଚିଠିରେ ଅନେକ ନିର୍ଦ୍ଦେଶ ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ସଂଖ୍ୟା ୧୦୦ ତଳଳୁ ଖସି ଆସିଛି। ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାକୁ ହରାଇ କ୍ରମାଗତ ତୃତୀୟ ଥର ପାଇଁ ୧୯ ବର୍ଷରୁ କମ ଏସିଆ କପ୍ ଜିତିଲା ଭାରତ

ଦୁବାଇ: ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ୧୯ ବର୍ଷରୁ କମ ଏସିଆ କପର ଫାଇନାଲ ମ୍ୟାଚରେ ଡିଏଲଏସ୍ ପଦ୍ଧତିରେ ଶ୍ରୀଲଙ୍କାକୁ ୯ ଓ୍ଵିକେଟରେ ହରାଇ ଭାରତ ଚମ୍ପିଅନ ହୋଇଛି । ଏହା ସହ ଭାରତ ଏସିଆ କପକୁ କ୍ରମାଗତ ତୃତୀୟ ଓ ସର୍ବମୋଟ ୮ଥର ପାଇଁ ଜିତିବାକୁ ସକ୍ଷମ ହୋଇଛି ।…
ଅଧିକ ଖବର ଦେଖନ୍ତୁ...