Daily Archives

May 11, 2022

ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ପାଳନ ପାଇଁ ବିଜେପି ଯୋଜନା କଲା ୧୫ ଦିନିଆ ବିଶାଳ ଅଭିଯାନ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଅଷ୍ଟମ ବାର୍ଷିକୀ ପାଳନ ଅବସରରେ ଦେଶର ସଂଖ୍ୟାଲଘୁ ଏବଂ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଉପରେ ବିଶେଷ ଗୁରୁତ୍ୱ ଦେଇ ଭାରତୀୟ ଜନତା ପାର୍ଟି (ବିଜେପି) ଆସନ୍ତା ମେ ୩୦ରୁ ସମାଜର ସବୁ ବର୍ଗଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ବିଶାଳ ଅଭିଯାନ ଆରମ୍ଭ କରିବ।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଆଗରେ ୧୬୧ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ମୁମ୍ବାଇ : ମୁମ୍ବାଇର ଡ.ଡିଓ୍ବାଇ ପାଟିଲ ସ୍ପୋର୍ଟ ଏକାଡେମୀଠାରେ ଚାଲିଥିବା ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୬୧ ରନର ବିଜୟ ଲକ୍ଷ୍ୟ ରଖିଛି  ରାଜସ୍ଥାନ । ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କ୍ୟାରିୟର ସମ୍ପର୍କିତ କୌଣସି ମାମଲାର ସମାଧାନ ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ହେବ। ନିକଟ ସଂପର୍କୀୟ ଆର୍ଥିକ ସହାୟତା ମାଗିପାରନ୍ତି।‌ ବୃଷ: ନିଜର ସ୍ବଭାବକୁ ସଂପୂର୍ଣ୍ଣ କୋମଳ ରଖନ୍ତୁ। ମନର କଥା ମନରେ ରଖନ୍ତୁ, ସମୟ ଆପଣଙ୍କ ସପକ୍ଷରେ ନାହିଁ। ବ୍ୟବସାୟରେ ଆଶାନୁରୂପ…
ଅଧିକ ଖବର ଦେଖନ୍ତୁ...

ଓଲାଟିଲା ୧୦ଲକ୍ଷ ଟଙ୍କାର ମଦ ନେଇ ଯାଉଥିବା ଗାଡ଼ି, ବୋହି ନେଲେ ଲୋକେ

ମଦୁରାଇ: ରାସ୍ତା ଉପରେ ଓଲାଟିଲା ୧୦ଲକ୍ଷ ଟଙ୍କାର ମଦ ନେଇ ଯାଉଥିବା ଗାଡ଼ି। ଚାହୁଁ ଚାହଁ ରାସ୍ତାରେ ପଡ଼ିଥିବା ସବୁ ମଦ ବୋତଲକୁ ବୋହି ନେଲେ ଲୋକେ। ତାମିଲନାଡୁର ମଦୁରାଇର ବିରାଗାନୁର ଅଞ୍ଚଳରେ ୧୦ ଲକ୍ଷ ଟଙ୍କା ମୂଲ୍ୟର ମଦ ବୋତଲ ନେଇ ଯାଉଥିବା ଏକ ଗାଡିର ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ…
ଅଧିକ ଖବର ଦେଖନ୍ତୁ...

ଦେଶଦ୍ରୋହ ଆଇନ ସଂପର୍କରେ ରାଜ୍ୟମାନଙ୍କୁ ପରାମର୍ଶ ଜାରି କରିବ ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନ (ଆଇପିସି ଧାରା ୧୨୪-କ) ଉପରେ ସ୍ଥଗିତାଦେଶ ଲଗାଇ ସରକାରଙ୍କୁ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏ ନେଇ ଖୁବଶୀଘ୍ର ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ଗାଇଡଲାଇନ ଜାରି କରାଯିବ । କେନ୍ଦ୍ର ଗୃହ ସଚିବ…
ଅଧିକ ଖବର ଦେଖନ୍ତୁ...

ପେରୁମାଲ ମୁରୁଗାନଙ୍କୁ ଫକୀରମୋହନ ଜାତୀୟ ସାହିତ୍ୟ ସମ୍ମାନ

ବାଲେଶ୍ବର: ପ୍ରସିଦ୍ଧ ଭାରତୀୟ ତାମିଲ ଲେଖକ ପେରୁମାଲ ମୁରୁଗାନଙ୍କୁ ୨୦୨୨ ବର୍ଷ ପାଇଁ ‘ଫକୀରମୋହନ ଜାତୀୟ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ବିଶିଷ୍ଟ…
ଅଧିକ ଖବର ଦେଖନ୍ତୁ...

‘ଖୋଲା ମଳତ୍ୟାଗ ମୁକ୍ତ’ ଘୋଷଣା ଖାଲି ଭାଷଣରେ; ଏବେବି ୧୯% ଭାରତୀୟ ଖୋଲାରେ ମଳତ୍ୟାଗ କରୁଛନ୍ତି: ସର୍ଭେ

ନୂଆଦିଲ୍ଲୀ: ଯଦିଓ ୨୦୧୯ରେ ନରେନ୍ଦ୍ର ମୋଦୀ ସରକାର ଭାରତକୁ ‘ଖୋଲା ମଳତ୍ୟାଗ ମୁକ୍ତ’ ଘୋଷଣା କରିଥିଲେ, ତଥାପି ୨୦୧୯-୨୧ରେ କରାଯାଇଥିବା ସର୍ବଶେଷ ଏନଏଫଏଚଏସ ସର୍ଭେରୁ ଜଣାପଡିଛି ଯେ ଏବେବି ୧୯ ପ୍ରତିଶତ ପରିବାର କୌଣସି ଶୌଚାଳୟ ସୁବିଧା ବ୍ୟବହାର କରନ୍ତି ନାହିଁ। ତେବେ ଖୋଲାରେ ମଳତ୍ୟାଗ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ କବଳରୁ ମହିଳାଙ୍କୁ ବଞ୍ଚାଇଦେଲେ ଆରପିଏଫ କନେଷ୍ଟବଳ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ମୃତ୍ୟୁ କବଳରୁ ମହିଳାଙ୍କୁ ବଞ୍ଚାଇଦେଲେ ଆରପିଏଫ କନେଷ୍ଟବଳ | ଭୁବନେଶ୍ୱର ରେଳଷ୍ଟେସନରେ ଟ୍ରେନରୁ ଖସିପଡିଥିବା ମହିଳାଙ୍କ ଜୀବନ ବଞ୍ଚାଇ ଏବେ ପ୍ରଶଂସାର ପାତ୍ର ପାଲଟିଯାଇଛନ୍ତି ଆରପିଏଫ କନେଷ୍ଟବଳ ଏସ.ମୁଣ୍ଡା | ମିଳିଥିବା ସୂଚନା ମୁତାବକ ଆଜି ପଲାସା-କଟକ ମେମୁ ପାସେଞ୍ଜର…
ଅଧିକ ଖବର ଦେଖନ୍ତୁ...

ଆଦେଶ ପାଳନ ନ କରିବାରୁ ୟୁପି ପୁଲିସ ମହାନିର୍ଦ୍ଦେଶକ ପଦରୁ ହଟିଲେ ମୁକୁଲ ଗୋଏଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ସରକାର ନେଲେ ବଡ଼ ନିଷ୍ପତ୍ତି। ନିର୍ଦ୍ଦେଶକୁ ଅବମାନନା କରିବା ଏବଂ ନିଜ କାର୍ଯ୍ୟରେ ଆଗ୍ରହ ନଥିବାରୁ ୟୁପି ପୁଲିସ ମହାନିର୍ଦ୍ଦେଶକ ମୁକୁଲ ଗୋଏଲଙ୍କୁ ପଦରୁ ହଟାଇଲେ ଯୋଗୀ ସରକାର। ଆଦେଶ ପାଳନ ନକରିବା ଏବଂ କାର୍ଯ୍ୟରେ ଆଗ୍ରହ ନଥିବା ଦର୍ଶାଇ ଏହି ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...

ଚିତ୍ରକୋଣ୍ଡା ପୁଲିସର ବଡ ଚଢାଉ: ୧୭୫୧ କିଲୋ ଗଞ୍ଜେଇ ଜବତ, ୯ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ବଡ ସଫଳତା। ଚିତ୍ରକୋଣ୍ଡା ପୁଲିସର ବଡ ଚଢ଼ାଉ। ଏହି ଚଢାଉରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ୭ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ମଧ୍ୟ ସଫଳତା ହାସଲ କରିଛି। ଚିତ୍ରକୋଣ୍ଡା ପୁଲିସ ଟିମ…
ଅଧିକ ଖବର ଦେଖନ୍ତୁ...