Daily Archives

May 27, 2022

ଆଇପିଏଲ : ରାଜସ୍ଥାନ ଆଗରେ ୧୫୮ ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର କ୍ବାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସ ଆଗରେ ୧୫୮ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।…
ଅଧିକ ଖବର ଦେଖନ୍ତୁ...

ମହିଳା ବିଜ୍‌ନେସ୍ ମେଳାର ସଫଳତା ପରେ ଘୋଷଣା : ଜାତୀୟସ୍ତରରେ ପାଦ ଥାପିବ ଆଇଡ଼ବ୍ଲୁଇସି

ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇ.ସି.ସି) ମହିଳା ଉଦ୍ୟୋଗୀ ପରିଷଦ (ଆଇଡ଼ବ୍ଲୁଇସି) ପକ୍ଷରୁ ଜନତା ମଇଦାନରେ ଆୟୋଜିତ ଭାରତର ପ୍ରଥମ ମହିଳା ବିଜ୍‌ନେସ୍ ମେଳା ସଫଳତା ହାସଲ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି । କେବଳ ସଫଳତା ହାସଲ କରିଛି ତାହା ନୁହେଁ, ଓଡ଼ିଶାର ମହିଳା…
ଅଧିକ ଖବର ଦେଖନ୍ତୁ...

ଭୁଶୁଡ଼ିଲା ଇବ୍ ନଦୀ ବାଲି ବନ୍ଧ, ପାଣିରେ ବୁଡ଼ି ବାଳକ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହର କଡ଼ ଦେଇ ଯାଇଥିବା ଇବନଦୀରେ ଖରାଦିନିଆ ପାଣି ସଂରକ୍ଷିତ ରଖିବାକୁ ତିଆରି ବାଲି ବନ୍ଧ ଶୁକ୍ରବାର ସକାଳେ ଭୁଶୁଡ଼ି ପଡ଼ିଥିଲା। ଫଳରେ ବନ୍ୟା ପାଣି ମାଡ଼ି ଗଲା ଭଳି ତଳକୁ ପାଣି ବହି ଯାଇଥିଲା। ତେବେ ଏହି ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ନଦୀକୁ ଗାଧୋଇବାକୁ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜଗନ୍ନାଥଙ୍କ ରଥ ପାଇଁ ଖୋର୍ଦ୍ଧାରୁ ମୁସଲିମ ଭକ୍ତଙ୍କ ସହ ଅନ୍ୟମାନେ ଦାନ ଦେଲେ ୬୫ ଗଛ  

ଖୋର୍ଦ୍ଧା: ଶ୍ରୀଜଗନ୍ନାଥ ଆମର ଦେବତା । ଏହି ରାଜ୍ୟର ପାଣିପବନ ସବୁ ତାଙ୍କର । ଆମେ ଜଗନ୍ନାଥ ଦେଶର ଲୋକ । ଆମର ଯାହା କିଛି ଅଛି ସବୁ ସେଇ ପ୍ରଭୁ ଜଗନ୍ନାଥଙ୍କର । ବାହାରକୁ ଗଲେ ଜାତି ଧର୍ମ ନିର୍ବିଶେଷରେ ଆମକୁ ‘ଜଗନ୍ନାଥଙ୍କ ଦେଶର ଲୋକ’ ବୋଲି ଚିହ୍ନୁଛନ୍ତି । ଏଣୁ ଜଗନ୍ନାଥଙ୍କ ପାଇଁ ଗଛ…
ଅଧିକ ଖବର ଦେଖନ୍ତୁ...

ଭବିଷ୍ୟତରେ ବିନାଶକାରୀ ସୁପର ସାଇକ୍ଲୋନ ସଂଖ୍ୟା ବଢିବ : ଗବେଷଣା

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧିର ପ୍ରଭାବ ଯୋଗୁଁ ଭବିଷ୍ୟତରେ ବିନାଶକାରୀ ସୁପର ସାଇକ୍ଲୋନ ସଂଖ୍ୟା ବଢିବ ଓ ଏହା ଯୋଗୁଁ ଭାରତର କୋଟି କୋଟି ଲୋକ ପ୍ରଭାବିତ ହେବେ  ବୋଲି ଏକ ଗବେଷଣାରୁ ଜଣାପଡିଛି । ବ୍ରିଟେନର ବ୍ରିଷ୍ଟଲ ବିଶ୍ବ ବିଦ୍ୟାଳୟର ଗବେଷକମାନେ ୨୦୨୦ରେ…
ଅଧିକ ଖବର ଦେଖନ୍ତୁ...

କରଣୀ ସେନାର ବିରୋଧ ପରେ ବଦଳିଲା ଫିଲ୍ମ ‘ପୃଥ୍ୱୀରାଜ’ର ନାମ

ମୁମ୍ବାଇ: ବଲିଉଡ ଖିଲାଡୀ ଅକ୍ଷୟ କୁମାରଙ୍କ ଅଭିନୀତ 'ପୃଥ୍ୱୀରାଜ' କିଛିଦିନ ମଧ୍ୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି | ଏହି ଚଳଚ୍ଚିତ୍ର ମାଧ୍ୟମରେ ମାନୁଶି ଚିଲାର ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ତେବେ ଚଳଚ୍ଚିତ୍ରଟି ରିଲିଜ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି |…
ଅଧିକ ଖବର ଦେଖନ୍ତୁ...

ମନି ଲଣ୍ଡରିଂ ମାମଲାରେ ଫସିଲେ ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା; ସମନ ଜାରି କଲା ଇଡି

ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସ (ଏନସି) ସୁପ୍ରିମୋ ତଥା ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ପଚରାଉଚରା ପାଇଁ ମେ ୩୧ରେ ଦିଲ୍ଲୀକୁ ଡକାଯାଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଜାତୀୟ…
ଅଧିକ ଖବର ଦେଖନ୍ତୁ...

ସରକାରୀ ଅର୍ଥ ତୋଷାରପାତ ମାମଲା: ଡାବୁଗାଁ ବିଧାୟକ କହିଲେ- ଧର୍ମର ବିଜୟ ହୋଇଛି

ଜୟପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ୨୦୦୬ରୁ ୨୦୦୯ ମସିହା ମଧ୍ୟରେ ‌ହୋଇଥିବା ସରକାରୀ ଅର୍ଥ ତୋଷାରପାତ ମାମଲାର ବିଚାର କରି ଅଭିଯୁକ୍ତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଦେଶରେ ଗହମର ଅଭାବ ନାହିଁ : କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ : ଗହମ ରପ୍ତାନି ବନ୍ଦ ସଂପର୍କରେ ମୁହଁ ଖୋଲିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଗହମ ରପ୍ତାନି ବନ୍ଦର ଅର୍ଥ ନୁହେଁ ଯେ ଦେଶରେ ଗହମର ଅଭାବ ରହିଛି । ଦେଶରେ ଗହମର ଅଭାବ ନାହିଁ, କିନ୍ତୁ ବିଦେଶକୁ ପ୍ରଚୁର ପରିମାଣରେ ଗହମ ରପ୍ତାନିକୁ ରୋକିବାକୁ ସରକାର ଏହି…
ଅଧିକ ଖବର ଦେଖନ୍ତୁ...

ବାଙ୍ଗାଲୋର ବିପକ୍ଷରେ ଜିତିଲେ ଏହି ରେକର୍ଡ ହାସଲ କରିବ ରାଜସ୍ଥାନ ରୟାଲ୍ସ

ମୁମ୍ବାଇ: ଆଇପିଏଲ୍‌ର ଦ୍ବିତୀୟ କ୍ବାଲିଫାୟରରେ ଆଜି ପୂର୍ବବିଜେତା ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମୁହାଁମୁହିଁ ହେବେ। ପ୍ରଥମ ଆଇପିଏଲ୍ ଟ୍ରଫିର ସ୍ବପ୍ନ ପୂରଣ କରିବା ଲାଗି ଆର୍‌ସିବି ଆସନ୍ତାକାଲି କର ବା‌ ମର ସ୍ଥିତିରେ ରହିବ। ଏହି ମ୍ୟାଚ୍ ଜିତୁଥିବା…
ଅଧିକ ଖବର ଦେଖନ୍ତୁ...