Monthly Archives

May 2022

ଅତ୍ୟାବଶ୍ୟକ ସାମଗ୍ରୀର ଦରକମାଇବା ଓ ବେକାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଭଦ୍ରକ: ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପେଟ୍ରୋଲ, ଡିଜେଲ, ଜାଳେଣି ଗ୍ୟାସ, ଡାଲି, ଖାଇବା ତେଲ, ଔଷଧ, କପଡା, ପାଠ୍ୟ ଉପକରଣ ଆଦିର ଦର ନିୟନ୍ତ୍ରଣ କରିବା, ଶିକ୍ଷିତ ଯୁବକ-ଯୁବତୀମାନଙ୍କୁ ନିଯୁକ୍ତି ଦେବା, ସମସ୍ତ ସରକାରୀ ସଂପତ୍ତି ବିକ୍ରି ବନ୍ଦ କରିବା, ଦେଶରେ ସାଂପ୍ରଦାୟିକ ହିଂସାକାଣ୍ଡ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନର ସେଭେରୋଡୋନେସ୍କ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ, ପ୍ରାଣମୁର୍ଚ୍ଛା ପ୍ରତିରୋଧ କରୁଛି ୟୁକ୍ରେନ ସେନା

କିବ୍ : ଗତ ଶନିବାରଦିନ ୟୁକ୍ରେନର ଶିଳ୍ପନଗରୀ ଲିମାନକୁ ଦଖଲ କରିବା ପରେ ରୁଷ ସେନା ଏବେ ଆଉ ଏକ ସହର ସେଭେରୋଡୋନେସ୍କକୁ ଅଧିକାର କରିବାକୁ ଅଭିଯାନ ଚଳାଇଛି । ଏହି ସହର ଉପରେ ରୁଷ ସେନା ପକ୍ଷରୁ ପ୍ରବଳ ବୋମାମାଡ଼ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ରୁଷ ସେନା ଏପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

୨୦୨୦-୨୧ ଆର୍ଥିକ ବର୍ଷରେ ବିଜେପିକୁ ମିଳିଛି ୪୭୭ କୋଟିରୁ ଅଧିକ ଟଙ୍କାର ଚାନ୍ଦା

ନୂଆଦିଲ୍ଲୀ: କେନ୍ଦ୍ରରେ ଏନ୍‌ଡିଏ ସରକାରର ନେତୃତ୍ୱ ନେଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)କୁ ୨୦୨୦-୨୧ ଆର୍ଥିକ ବର୍ଷରେ ବିଭିନ୍ନ ସୂତ୍ରରୁ ୪୭୭.୫ କୋଟିରୁ ଅଧିକ ଟଙ୍କାର ଆର୍ଥିକ ଚାନ୍ଦା ମିଳିଛି। ଏବଂ ଏହି କ୍ରମରେ କଂଗ୍ରେସକୁ ମିଳିଛି ୭୪.୫୦ କୋଟି ଟଙ୍କାରୁ ଅଧିକ ଚାନ୍ଦା। ଯାହାକି…
ଅଧିକ ଖବର ଦେଖନ୍ତୁ...

ହାଇସିକ୍ୟୁରିଟି ନମ୍ୱର୍ ପୁରୁଣା ନମ୍ୱର୍ ଫର୍ମାଟ ଠାରୁ ଅଧିକ ଉନ୍ନତ: ଏସଟିଏ ଯୁଗ୍ମ ସଚିବ

ଭୁବନେଶ୍ବର: ହାଇସିକ୍ୟୁରିଟି ଏହି ନମ୍ୱର୍ ପୁରୁଣା ନମ୍ୱର୍ ଫର୍ମାଟ ଠାରୁ ଅଧିକ ଉନ୍ନତ। ଏହାକୁ ସହଜରେ ପୁରୁଣା ନମ୍ୱର୍ ପ୍ଲେଟ ଭଳି ଟାମ୍ପରିଂ କରି ହେବ ନାହିଁ କି ଫ୍ୟାନ୍ସି ଡିଜାଇନ୍ ବି କରିପାରିବେ ନାହିଁ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଯୁଗ୍ମ ସଚିବ ଦୀପ୍ତି ରଂଜନ ପାତ୍ର ଏହା…
ଅଧିକ ଖବର ଦେଖନ୍ତୁ...

‘ମୋ ମାଙ୍କ ଚିତ୍ର ତୁମେ ଆଙ୍କିଛ’ ଯିବାବେଳେ ଗାଡି ଅଟକାଇ ଯୁବତୀଙ୍କୁ ଏଭଳି ପଚାରିଲେ ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୮ବର୍ଷ ପୂର୍ତ୍ତି ଅବସରରେ ଆଜି ହିମାଚଳପ୍ରଦେଶର ଶିମଲାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ | ଏହି ସମୟରେ ସେ ଏକ ରୋଡ୍ ସୋରେ ମଧ୍ୟ ଭାଗ ନେଇଥିଲେ | ତେବେ, ରୋଡ଼ ସୋ ବେଳେ ଜଣେ ଯୁବତୀଙ୍କ ଏକ ଚିତ୍ରକୁ ଗ୍ରହଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ରାହୁଲ ଦେଶ ବାହାରେ ଦେଶକୁ ଓ ଅଖିଳେଶ ରାଜ୍ୟ ବାହାରେ ରାଜ୍ୟକୁ ନିନ୍ଦା କରନ୍ତି: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରେ ବଜେଟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀଦଳର ନେତା ତଥା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଅଖିଲେଶ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗର ଉପନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ

ଝାରସୁଗୁଡ଼ା: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ଅପରାହ୍ନ ୩ଟା ସୁଦ୍ଧା ୫୭% ଭୋଟ୍ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଉପଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ଏହି ନିର୍ବାଚନ ପ୍ରକ୍ରିଆରେ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ନିର୍ବାଚନମଣ୍ଡଳୀର ମୋଟ ୨ ଲକ୍ଷ ୧୪ ହଜାର ୮୭୮…
ଅଧିକ ଖବର ଦେଖନ୍ତୁ...

ଜୁନ୍ ୯ ପର୍ଯ୍ୟନ୍ତ ଇଡି ହେପାଜତକୁ ଗଲେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍

ନୂଆଦିଲ୍ଲୀ: ଗିରଫ ପରେ ଜୁନ୍ ୯ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ଗଲେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍। ସୋମବାର ତାଙ୍କୁ  ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା ଇଡି। ଏହି ମାମଲାର ଉତ୍ସ ଏବଂ ଅର୍ଥର ସନ୍ଧାନ ପାଇଁ ଇଡି ଦିଲ୍ଲୀର…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାଗ୍ରସ୍ତ ନେପାଳ ବିମାନର ବ୍ଲାକ୍‌ ବକ୍ସ ଉଦ୍ଧାର; ଦୁର୍ଘଟଣାର କାରଣ ଥିଲା ଖରାପ ପାଗ

କାଠମାଣ୍ଡୁ: ମଙ୍ଗଳବାର ଦିନ ଅଭିଜ୍ଞ ଆନ୍ତର୍ଜାତୀୟ ଏବଂ ଜାତୀୟ ପର୍ବତାରୋହୀଙ୍କ ଏକ ଦଳ ରବିବାର ଦିନ ନେପାଳର ପାର୍ବତ୍ୟ ଅଞ୍ଚଳ ମୁସ୍ତାଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତାରା ଏୟାର ବିମାନର ବ୍ଲାକ୍‌ ବକ୍ସକୁ ଉଦ୍ଧାର କରିବାରେ ସମର୍ଥ ହୋଇଛନ୍ତି। ଏହି ବିମାନ ଦୁର୍ଘଟଣାରେ ଚାରି ଜଣ…
ଅଧିକ ଖବର ଦେଖନ୍ତୁ...

ଜୁନରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ : ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଏ ବର୍ଷ ମୌସୁମି ଋତୁରେ ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଫଳରେ କ୍ରମାଗତ ୪ର୍ଥ ବର୍ଷ ପାଇଁ ଦେଶରେ ସ୍ବାଭାବିକ ମୌସୁମି ବର୍ଷା ରହିବ ବୋଲି ବିଭାଗ କହିଛି । ଆଇଏମଡିର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର…
ଅଧିକ ଖବର ଦେଖନ୍ତୁ...