Daily Archives

June 19, 2022

ଉତ୍ତରପ୍ରଦେଶ ପାଇଁ ରାହୁ-କେତୁ ହେଉଛନ୍ତି ସପା ଓ ବସପା: ଯୋଗୀ ଆଦିତ୍ୟନାଥ

ଲଖନଉ: ଉତ୍ତରପ୍ରଦେଶର ଆଜମଗଡ ଏବଂ ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନ ପାଇଁ ​​ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ମୋର୍ଚ୍ଚା ସମ୍ଭାଳିଛନ୍ତି | ନିଜର ଟିମ ସହ ଏହି ଉପନିର୍ବାଚନକୁ କିଭଳି ଜିତିହେବ, ସେନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି | ଅନ୍ୟପକ୍ଷରେ…
ଅଧିକ ଖବର ଦେଖନ୍ତୁ...

୫ମ ଟି-୨୦ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା, ବର୍ଷା ପ୍ରଭାବିତ ମ୍ୟାଚରେ ଭାରତର ବ୍ୟାଟିଂ ଜାରି

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜର ୫ମ ତଥା ଚୂଡ଼ାନ୍ତ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ମଧ୍ୟ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଚଳିତ ସିରିଜର ସମସ୍ତ ମ୍ୟାଚରେ ଭାରତ ଟସ ହାରି ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ସ୍ପାଇସ ଜେଟ୍ ବିମାନରେ ନିଆଁ ଲାଗିବା ଘଟଣାର ତଦନ୍ତ କରିବ ଡିଜିସିଏ

ନୂଆଦିଲ୍ଲୀ : ସ୍ପାଇସ ଜେଟ ବିମାନରେ ନିଆଁ ଲାଗିବା ମାମଲାର ତଦନ୍ତ କରିବେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) । ତେବେ ପ୍ରାଥମିକ ତଦନ୍ତରୁ ଡିଜିସିଏ ଜାଣିବାକୁ ପାଇଛନ୍ତି ଯେ ଏହି ବିମାନ ଉଡୁଥିବାବେଳେ ତାହାର ବାମ ଡେଣା ଓ ଇଂଜିନରେ ଏକ ପକ୍ଷୀମାଡ଼ ହେବାରୁ ଅଗ୍ନିଶିଖା…
ଅଧିକ ଖବର ଦେଖନ୍ତୁ...

କମିସନରେଟ ପୁଲିସର ସଫଳ ଉଦ୍ୟମ: ଚୋରି ହୋଇଥିବା ମୋବାଇଲ ଫେରିପାଇଲେ ୧୦୮ ବ୍ୟବହାରକାରୀ

ଭୁବନେଶ୍ବର: କମିସନରେଟ୍ ପୁଲିସର ପ୍ରଶଂସନୀୟ ଉଦ୍ୟମ । ଚୋରି ହୋଇଥିବା ୧୦୮ମୋବାଇଲକୁ ପୁଲିସ ଉଦ୍ୟମରେ ଫେରିପାଇଲେ ବ୍ୟବହାରକାରୀ । ଏହି ଉପଲକ୍ଷେ ଭୁବନେଶ୍ଵର ଡିସିପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ମୋବାଇଲ ମେଳା । ଏହି ମେଳାରେ ଉପସ୍ଥିତ ଥିଲେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ,…
ଅଧିକ ଖବର ଦେଖନ୍ତୁ...

‘ସିଂହମ’ ନୁହେଁ, ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ କାଜଲ

ମୁମ୍ବାଇ: ସାଉଥ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ କାଜଲ ଅଗ୍ରୱାଲ ଆଜି ତାଙ୍କର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି | ସାଉଥ ଇଣ୍ଡଷ୍ଟ୍ରିରେ ତଥା ହିନ୍ଦୀ ସିନେମା ଜଗତରେ ଅଭିନୟ କରି କାଜଲ ଅଗ୍ରୱାଲ ସମସ୍ତଙ୍କ ହୃଦୟ ଜିତିଛନ୍ତି | କିନ୍ତୁ ଅନେକ ଲୋକ ଭାବନ୍ତି ଯେ କାଜଲ ଅଗ୍ରୱାଲଙ୍କ ଡେବ୍ୟୁ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିପଥ ନିଆଁରେ ଜଳୁଛି ରେଲୱେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ, ବିକ୍ଷୋଭ, ହିଂସାକାଣ୍ଡ ଦେଖିବାକୁ ମିଳୁଛି । ସରକାର ଏହି ଯୋଜନା ସମ୍ପର୍କରେ ଘୋଷଣା କରିବା ପରଠାରୁ ସର୍ବାଧିକ କ୍ଷତିଗ୍ରସ୍ତ ହେବାରେ ଲାଗିଛି ରେଳ ବିଭାଗ । ବିଶେଷ କରି ବିହାରରେ ପ୍ରତିଦିନ ଟ୍ରେନରେ ନିଆଁ…
ଅଧିକ ଖବର ଦେଖନ୍ତୁ...

ବନ୍ଧର ହିଡ ଭଙ୍ଗାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମପିଭି-୨ ଠାରେ ସରକାରୀ ଜମିକୁ ନେଇ ଆଦିବାସୀ ସଂପ୍ରଦାୟ ଏବଂ ବଙ୍ଗାଳୀ ସଂପ୍ରଦାୟର ଲୋକମାନଙଅକ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସକାଳେ କୁନାରଗୁଡା ଏବଂ ଏମ୍ପିଭି ୨ ମଧ୍ୟରେ ଥିବା ଏକ ବନ୍ଧର ହିଡକୁ ଶତାଧିକ ଆଦିବାସୀ କାଟି…
ଅଧିକ ଖବର ଦେଖନ୍ତୁ...

ଦେଶର ଦୁର୍ଭାଗ୍ୟ ଯେ ଅନେକ ଭଲ କାମ ରାଜନୀତି ମଧ୍ୟରେ ଫସିଯାଉଛି : ମୋଦୀ  

ନୂଆଦିଲ୍ଲୀ : ଭାରତୀୟ ସାମରିକ ବାହିନୀରେ ନିଯୁକ୍ତି ପାଇଁ ସରକାର ଆରମ୍ଭ କରିଥିବା ଅଗ୍ନିପଥ୍ ସ୍କିମକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଆମଦେଶର ଦୁର୍ଭାଗ୍ୟ ଯେ ଭଲ ଉଦ୍ଦେଶ୍ୟ ନେଇ…
ଅଧିକ ଖବର ଦେଖନ୍ତୁ...

‘ଅଗ୍ନିପଥ’ ପାଇଁ ସିକନ୍ଦରାବାଦ ରେଳଷ୍ଟେସନରେ ହୋଇଥିବା ହିଂସାକାଣ୍ଡର ମାଷ୍ଟରମାଇଣ୍ଡକୁ ଗିରଫ କଲା ପୁଲିସ

ସିକନ୍ଦରାବାଦ: ଅଗ୍ନିପଥ ନିଯୁକ୍ତି ଯୋଜନାକୁ ନେଇ ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନରେ ହୋଇଥିବା ହିଂସାକାଣ୍ଡ ଘଟଣାର ମାଷ୍ଟରମାଇଣ୍ଡକୁ ପୁଲିସ ଗିରଫ କରିଛି | ଏହି ମୁଖ୍ୟ ଖଳନାୟକ ଜଣକ ଜଣେ ପୂର୍ବତନ ସୈନିକ ବୋଲି ଜଣାପଡିଛି | ଏହି ପୂର୍ବତନ ସୈନିକଙ୍କ ନାମ ଅବୁଲା ସୁବା ରାଓ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଇନଫର୍ମର ସନ୍ଦେହରେ ଯୁବକକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି। ଜଣେ ଯୁବକକୁ ପୁଲିସ ଇନଫର୍ମର ସଂଦେହରେ ନିର୍ଦ୍ଧୁମ ପିଟିବା ପରେ ତାକୁ ଗୁଳିକରି ହତ୍ୟା କରିଛନ୍ତି। ମର୍ଦାପାଲ ଥାନା ଅନ୍ତର୍ଗତ ଖଡଖଡି ଗ୍ରାମର ଜଣେ ଯୁବକ ନକ୍ସଲ ବିରୋଧରେ ପୁଲିସକୁ ଖବର ଦେଉଥିବା ନେଇ ନକ୍ସଲ…
ଅଧିକ ଖବର ଦେଖନ୍ତୁ...